Browsing Category

Odisha

All about all odisha state news updates

ଏକ ଲକ୍ଷ ୨୩ ହଜାର ୮୪୯ ଜଣ ବଞ୍ଚିତ ହିତାଧିକାରୀଙ୍କୁ ମିଳିଲା ସୁଭଦ୍ରା ଅର୍ଥ ରାଶି

ହିତାଧିକାରୀଙ୍କ ପାଇଁ ଖୁସିର ଖବର । ଖାତାକୁ ଆସିଲା ସୁଭଦ୍ରା ଟଙ୍କା | ଏକ ଲକ୍ଷ ୨୩ ହଜାର ୮୪୯ ଜଣ ବଞ୍ଚିତ ହିତାଧିକାରୀଙ୍କୁ ମିଳିଲା ସୁଭଦ୍ରା ଅର୍ଥ ରାଶି | ପ୍ରଥମ, ଦ୍ୱତୀୟ, ତୃତୀୟ କିସ୍ତିରୁ ବାଦ ପଡ଼ିଥିବା ସୁଭଦ୍ରା ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଛି ସୁଭଦ୍ରା ଅର୍ଥ ରାଶି । ଏନେଇ…

ଏହି ବିଜୟ ଉତ୍ସବ ପତାକା ଉଡାଇବାର ନୁହେଁ, ନୂଆ ସଂକଳ୍ପ ନେବାର ସମୟ – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ପଶ୍ଚିମବଙ୍ଗରେ ବିଜେପିର ବିଜୟ ନେଇ ଓଡ଼ିଶା ରାଜ୍ୟ ବିଜେପି ମୁଖ୍ୟାଳୟରେ ବିଜୟ ଉତ୍ସବ। ମଞ୍ଚ ଉପରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନଙ୍କ ଟାର୍ଗେଟ। ମମତା ଦିଦି ମା ମାଟି ମନୁଷ କଥା କହୁଥିଲେ କିନ୍ତୁ ତା ପରିବର୍ତ୍ତେ, ତାଙ୍କ ଭାଇଙ୍କ ଅର୍ଥାତ ନବୀନ ବାବୁଙ୍କ…

ଆଉ ଖରାରେ ଭତ୍ତା ପାଇଁ ଆଉ ପଞ୍ଚାୟତ ଅଫିସ ଯିବାକୁ ପଡ଼ିବନାହିଁ,ବୃଦ୍ଧ ଓ ଅସହାୟଙ୍କୁ ଘରେ ଦିଆଯିବ ଭତ୍ତା ଟଙ୍କା

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦେଇଛନ୍ତି ଜରୁରୀ ନିର୍ଦ୍ଦେଶ । ଏଣିକି ଆଉ ଖରାରେ ଭତ୍ତା ପାଇଁ ଆଉ ପଞ୍ଚାୟତ ଅଫିସ ଯିବାକୁ ପଡ଼ିବନାହିଁ । ବୃଦ୍ଧ ଓ ଅସହାୟଙ୍କୁ ଘରେ ଦିଆଯିବ ଭତ୍ତା ଟଙ୍କା । ରାଜ୍ୟରେ ବର୍ତ୍ତମାନ ଚାଲୁଥିବା…

ବ୍ୟସ୍ତବହୁଳ ପଳାଶୁଣୀ ଛକରେ ଜଣେ ବାଇକ ଚାଳକଙ୍କ ଉପରେ ଚଢିଗଲା ଆମ ବସ, ବାଇକ ଚାଳକ ମୃତ

ପୁଣି ରାଜଧାନୀରେ ଜୀବନ ନେଇଛି ଆମ ବସ୍, ବ୍ୟସ୍ତବହୁଳ ପଳାଶୁଣୀ ଛକରେ ଜଣେ ବାଇକ ଚାଳକଙ୍କ ଉପରେ ଆମ ବସ ମାଡ଼ିଯିବା ଫଳରେ ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ପରିଚୟ ମିଳିପାରିନି । ଏହାକୁ ନେଇ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି । ଉତ୍ୟକ୍ତ ଲୋକେ ରାସ୍ତା…

ପୂର୍ବତନ ସାଂସଦ ଐର ଖାରବେଳ ସ୍ୱାଇଁଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛି ବିଜେପି

ପୂର୍ବତନ ସାଂସଦ ଐର ଖାରବେଳ ସ୍ୱାଇଁଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛି ବିଜେପି। ଏନେଇ ରାଜ୍ୟ ଶୃଙ୍ଖଳା କମିଟି ଆବାହାକ ସୁଦର୍ଶନ ନାୟକ ଚିଠି ମାଧ୍ୟମରେ ସୁଚନା ଦେଇଛନ୍ତି। ୨୦୨୪ ସାଧାରଣ ନିର୍ବାଚନରେ ଦଳୀୟ ଟିକେଟରୁ ବଞ୍ଚିତ ହେବା ପରେ ଶ୍ରୀ ସ୍ୱାଇଁ ବାଲେଶ୍ୱରରୁ ସ୍ୱାଧୀନ…

ବିଷାକ୍ତ ଦହିବରା ଖାଇ ଅସୁସ୍ଥ ଘଟଣା , ୯୦ ପାର ହେଲା ଅସୁସ୍ଥ ସଂଖ୍ୟା

ବିଷାକ୍ତ ଦହିବରା ଖାଇ ଅସୁସ୍ଥ ଘଟଣା । ୯୦ ପାର ହେଲା ଅସୁସ୍ଥ ସଂଖ୍ୟା। ସେଥିମଧ୍ୟରୁ ୪୨ ଶିଶୁ ଥିବା ବେଳେ ବଡ ଲୋକ ୫୦ ଜଣ ଅସୁସ୍ଥ ହୋଇ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ସେପଟରେ ବିକ୍ରି କରିଥିବା ଦହିବରା ବେପାରୀକୁ ଦଶରଥପୁର ପୋଲିସ ଅଟକ ରଖି ପଚରାଉଚରା ଆରମ୍ଭ…

ମେ ୪ରେ ବଞ୍ଚିତ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କାର ଚତୁର୍ଥ କିସ୍ତି

ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ପାଇଁ ଖୁସିର ଖବର। ମେ ୪ରେ ଅର୍ଥାତ ସୋମବାର ବଞ୍ଚିତ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା। ଏକ ଲକ୍ଷ ୨୩ ହଜାର ୮୪୯ ଜଣ ବଞ୍ଚିତ ହିତାଧିକାରୀଙ୍କୁ ମିଳିବ ଏହି ଟଙ୍କା। ଏ ନେଇ ଶନିବାର ଏକ୍ସରେ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।…

ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ରେଜଲ୍ଟ, ପାସ ହାର 95.33 % ରହିଛି

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ରେଜଲ୍ଟ । ଅପରାହ୍ନ ୪ ଟାରେ ବୋର୍ଡର ମୁଖ୍ୟାଳୟରେ ପ୍ରକାଶିତ ହେଲା ଫଳ । ବୋର୍ଡ କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଘୋଷଣା କଲେ ରେଜଲ୍ଟ ।  ଗଣଶିକ୍ଷା ମନ୍ତ୍ରୀ ଉନ୍ମୋଚନ କଲେ ରେଜଲ୍ଟ ପୁସ୍ତିକା । ମାଟ୍ରିକ ପାସ ହାର 95.33 % ହୋଇଥବା…

ଆଜି ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ,ଅପରାହ୍ନ ୪ ଟାରେ ରେଜଲ୍ଟ ପୁସ୍ତିକା ଉନ୍ମୋଚିତ ହେବ

ଆଜି ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ । ଶନିବାର ଅପରାହ୍ନରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ । ଏଥର ମୋଟ ୫ ଲକ୍ଷ ୪୬ ହଜାର ୫୮୨ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଛନ୍ତି । ଅପରାହ୍ନ ୪ ଟାରେ ରେଜଲ୍ଟ ପୁସ୍ତିକା ଉନ୍ମୋଚିତ ହେବ। ସଂଧ୍ୟା ୫ ଟାରୁ ୬ ଟା ଭିତରେ ବୋର୍ଡ ୱେବସାଇଟରେ ଉପଲବ୍ଧ ହେବ…

ଏକମ୍ର କାନନ ନିକଟରେ ଥିବା ପ୍ରାୟ ୮୦ଟି ଘର ଉପରେ ବୁଲିଲା ବୁଲଡୋଜର ଓ JCB,

ସାଲିଆସାହିରେ ପୁଣି ଉଚ୍ଛେଦ । ବୁଲିଲା ବୁଲଡୋଜର ଓ JCB । ଭଙ୍ଗା ଚାଲିଛି ଗୋଟେ ପରେ ଗୋଟେ ଘର । ଭୁବନେଶ୍ବର ଏକାମ୍ରକାନନରୁ ଶିଖରଚଣ୍ଡି ଯାଏଁ ବଡ଼ଧରଣର ଉଚ୍ଛେଦ । ୨୦୦ ଫୁଟିଆ ପ୍ରଶସ୍ତ ରାସ୍ତା ନିର୍ମାଣ ପାଇଁ ଆଜି ଏକ ବଡ଼ ଧରଣର ଏନଫୋର୍ସମେଣ୍ଟ ପ୍ରକ୍ରିୟା ଆରମ୍ଭ ହୋଇଛି । ପୋଲିସ…