Trending
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
Browsing Category
Odisha
All about all odisha state news updates
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ,ଚାଲିଛି କୋର କମିଟି ବୈଠକ
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ । ଚାଲିଛି ଗୁରୁତ୍ୱପୂର୍ଣ୍ଣ କୋର କମିଟି ବୈଠକ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବସିଛି କୋର କମିଟି ବୈଠକ । ଓଡ଼ିଶା ଗସ୍ତରେ ଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ କୋର କମିଟି ବୈଠକରେ ଯୋଗ…
ଗଞ୍ଜାମ ଜିଲ୍ଲାର ସମସ୍ତ ଥାନା ଅଧିକାରୀଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ,୧୧ ଦିନରେ ମୋଟ ୪୪୪ ଜଣକୁ ୱାରେଣ୍ଟି…
ଗଞ୍ଜାମ ପୋଲିସ ଜିଲ୍ଲାରେ ଅପରାଧି ନିୟନ୍ତ୍ରଣ ଏବଂ ଆଇନ ଶୃଙ୍ଖଳାକୁ ସୁଦୃଢ କରିବା ପାଇଁ ପୋଲିସ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ଏକ ସ୍ୱତନ୍ତ୍ର ଡ୍ରାଇଭ ଅଭିଯାନ ଆରମ୍ଭ ହୋଇଛି । ଗଞ୍ଜାମ ଏସପି ସୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ସମସ୍ତ ଥାନା ଅଧିକାରୀଙ୍କ ପକ୍ଷରୁ ଏକ…
ଡିଜିପିଙ୍କ ଚେତାବନୀ, ପେସାଦର ଅପରାଧୀଙ୍କୁ ଏଥର ଏନାକାଉଣ୍ଟର
ଭୁବନେଶ୍ୱର: ରାଜ୍ୟରେ ରକ୍ତରଞ୍ଜିତ ଖେଳ ଖେଳୁଥିବା ଅପରାଧୀଙ୍କ ପାଇଁ ଆଉ ଓଡ଼ିଶା ମାଟିରେ ସ୍ଥାନ ନାହିଁ। ବାଲିଅନ୍ତାର ବର୍ବର କାଣ୍ଡ, ନୟାଗଡ଼ ଓ ବେଲପାହାଡ଼ ଭଳି ସ୍ଥାନରେ କ୍ରମାଗତ ଅପରାଧ ଯୋଗୁଁ ଆଇନଶୃଙ୍ଖଳା ସ୍ଥିତି ଉପରେ ପ୍ରଶ୍ନ ଉଠିବା ପରେ ଏବେ ସମ୍ପୂର୍ଣ୍ଣ ଆକ୍ସନ ମୋଡକୁ ଆସିଛି…
ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ
ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ। ଦଳର ସର୍ବୋଚ୍ଚ ସାଂଗଠନିକ ପଦବୀ ସମ୍ଭାଳିବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ। ଫୋକସରେ ସାଂଗଠନିକ ସମୀକ୍ଷା ସହ ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି । ବିଜେପିର ସାଂଗଠନିକ ପ୍ରକ୍ରିୟାକୁ ସୁଦୃଢ଼ କରିବା…
ବାଲିଅନ୍ତା ସୌମ୍ୟ ରଞ୍ଜନ ହତ୍ୟା ଘଟଣାକୁ ପୂରିଲା ୧୦ ଦିନ,ସିବିଆଇ ଦ୍ବାରା ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି…
ବାଲିଅନ୍ତା ସୌମ୍ୟ ରଞ୍ଜନ ହତ୍ୟା ଘଟଣାକୁ ପୂରିଲା ୧୦ ଦିନ । ହେଲେ ଏବେବି ହତ୍ୟାକାଣ୍ଡ ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ କ୍ରାଇମବ୍ରାଞ୍ଚ ବିଫଳ । ହତ୍ୟାକାଣ୍ଡ ଘଟଣାରେ ପ୍ରାୟ ୪୦ରୁ ଅଧିକ ଅଭିଯୁକ୍ତ ସମ୍ପୃକ୍ତ ଥିବା ସୌମ୍ୟଙ୍କ ପରିବାର ଅଭିଯୋଗ କରିଛନ୍ତି । ତଦନ୍ତରେ ଶିଥିଳତା,…
ରାଜ୍ୟରେ ପେଟ୍ରୋଲ ଓ ଡିଜେଲ୍କୁ ନେଇ ଦେଖାଦେଇଥିବା ଚାହିଦା ସାରା ଦେଶରେ ସର୍ବାଧିକ,ତେଲ ବିକ୍ରିରେ ୩୭ ପ୍ରତିଶତ…
ଗତ ଦୁଇଦିନ ମଧ୍ୟରେ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ୍କୁ ନେଇ ଦେଖାଦେଇଥିବା ଚାହିଦା ସାରା ଦେଶରେ ସର୍ବାଧିକ। ଅନ୍ୟ କୌଣସି ରାଜ୍ୟରେ ତେଲକୁ ନେଇ ଏଭଳି ସ୍ଥିତି ନାହିଁ। ଏହି ଦୁଇ ଦିନରେ ତେଲ ବିକ୍ରିରେ ୩୭ ପ୍ରତିଶତ ବୃଦ୍ଧି ହୋଇଛି। ସାଧାରଣ ଦିନଗୁଡ଼ିକରେ ରାଜ୍ୟରେ ୪୦୦୦ କିଲୋଲିଟର…
ପେଟ୍ରୋଲ, ଡିଜେଲ ଖର୍ଚ୍ଚ କମାଇବାକୁ ସିଏମସି ନେଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି,ସିଏମସି କର୍ମଚାରୀମାନେ ସୋମବାର…
ରାଜ୍ୟରେ ଉପୁଜିଛି ତେଲ ସଙ୍କଟ। ଗାଡ଼ିରେ ତେଲ ପକାଇବାକୁ ପେଟ୍ରୋଲ ପମ୍ପମାନଙ୍କରେ ଦେଖିବାକୁ ମିଳୁଛି ଲୋକଙ୍କ ଭିଡ଼ । ଅବଶ୍ୟ ସରକାର କହୁଛନ୍ତି ରାଜ୍ୟରେ ବର୍ତ୍ତମାନ ପାଇଁ ତେଲ ସଙ୍କଟ ନାହିଁ। ହେଲେବି ସ୍ଥିତିରେ କୌଣସି ପରିବର୍ତ୍ତନ ଆସିନାହିଁ। ସେପଟେ ସରକାରୀ ସ୍ତରରେ ତେଲ ଏହି…
ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ଦୁଇ ପ୍ରତିଶତ ବୃଦ୍ଧି ଘୋଷଣା
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁକ୍ରବାର ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ଦୁଇ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି। ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୮ ପ୍ରତିଶତରୁ ୬୦ ପ୍ରତିଶତକୁ ବୃଦ୍ଧି ହୋଇଛି। ଏହା ୨୦୨୬ ଜାନୁଆରୀ ଆରମ୍ଭରୁ ପିଚ୍ଛିଲା ଭାବରେ ଲାଗୁ ହେବ।
ଏହି…
ରାଜ୍ୟରେ ତେଲର ଅଭାବ ନାହିଁ ,ଆହୁରି ୧୩ ଦିନ ତେଲ ମହଜୁଦ ଅଛି ,କୌଣସି ଗୁଜବ ଉପରେ ଗୁରୁତ୍ବ ଦିଅନ୍ତୁ ନାହିଁ -ଯୋଗାଣ…
ରାଜ୍ୟରେ ତେଲର ଅଭାବ ନାହିଁ । ଆହୁରି ୧୩ ଦିନ ତେଲ ମହଜୁଦ ଅଛି। ପେଟ୍ରୋଲ ସଙ୍କଟ ନେଇ ପ୍ରିତିକ୍ରିୟା ରଖିଛନ୍ତି ଯୋଗାଣ ମନ୍ତ୍ରୀ । ପାରାଦୀପରେ ତେଲ ରିଫାଇନାରି ଅଛି । ଅସାଧୁ ବେପାରୀଙ୍କ ଉପରେ ନଜର ରଖାଯାଇଛି। ଯେତିକି ଆବଶ୍ୟକ ସେତିକି ତେଲ ପକାନ୍ତୁ ବୋଲି ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।…
ଓଡ଼ିଶା ସମେତ ୧୬ ରାଜ୍ୟରେ SIR ପାଇଁ ନିର୍ଦ୍ଦେଶ ଜାରି ,ସିିଧାସଳଖ ଯାଞ୍ଚ ହେବେ ୩.୩୪ କୋଟି ଭୋଟର
SIReci । ତୃତୀୟ ପର୍ଯ୍ୟାୟ SIR ପାଇଁ ECIଙ୍କ ଘୋଷଣା । ଓଡ଼ିଶା ସମେତ ୧୬ ରାଜ୍ୟରେ SIR ପାଇଁ ନିର୍ଦ୍ଦେଶ ଜାରି । ଓଡ଼ିଶାରେ ଭୋଟର ତାଲିକାର ସ୍ପେଶାଲ ରିଭିଜନରେ ଘରକୁ ଘର ବୁଲିବେ BLO । ସିିଧାସଳଖ ଯାଞ୍ଚ ହେବେ ୩.୩୪ କୋଟି ଭୋଟର ।
୩୮,୧୨୩ ଜଣ ବୁଥ୍ ଲେଭଲ୍ ଅଫିସର (BLO) ଘରକୁ ଘର…