Browsing Category

Odisha

All about all odisha state news updates

ଡାକ୍ତରଖାନାକୁ ଆସିବା ବେଳେ ସୌମ୍ୟ ନିଶ୍ଚଳ ଥିଲେ ପଲ୍ସ ଓ ବିପି ନନ୍ ରେକର୍ଡେବଲ ଥିଲା,ହାତଗୋଡ଼ ବନ୍ଧା ଅବସ୍ଥାରେ…

ସାରା ଦେଶକୁ ଦୋହଲାଇ ଦେଇଥିବା ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟାକାଣ୍ଡ ଘଟଣାରେ ଚାଲିଛି କ୍ରାଇମବ୍ରାଞ୍ଚ ତନାଘନା । ତଦନ୍ତର ଦିନ ଯେତିକି ବଢ଼ୁଛି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସେପଟେ ଘଟଣାକୁ ନେଇ ଅନେକ ଖୁଲାସା ମଧ୍ୟ ହେଉଛି । ତେବେ ସୌମ୍ୟ ହତ୍ୟା ଘଟଣାର ନୂଆ ଖୁଲାସା…

ଓଏସଆରଟିସିର ସମସ୍ତ ଗାଡିଗୁଡିକୁ ଇଭି କରାଯିବ

ଓଏସଆରଟିସିର ସମସ୍ତ ଗାଡିଗୁଡିକୁ ଇଭି କରାଯିବ । ଏ ନେଇ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି । ଆଜିଠାରୁ ଇଭି ଗାଡ଼ିରେ ଯିବି, ମିତବ୍ୟୟତା ନିଜ ଠାରୁ ଆରମ୍ଭ କରିବି ବୋଲି ମଧ୍ୟ ପରିବହନ ମନ୍ତ୍ରୀ କହିଛନ୍ତି । ରାଜ୍ୟରେ ଚାର୍ଜିଂ ଷ୍ଟେସନର ଅଭାବ ରହିବ ନାହିଁ । ଇଭି…

ତୈଲ ସଂକଟକୁ ସାମାନ୍ୟ ମୁକାବିଲା ପାଇଁ ନିଜର କାରକେଡ ଗାଡ଼ି ସଂଖ୍ୟା ହ୍ରାସ କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ବିଶ୍ବରେ ତୈଲ ସଂକଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟବାସୀଙ୍କୁ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ମଧ୍ୟପ୍ରାଚ୍ୟରେ ଜାରି ଥିବା ସଂଘର୍ଷ ସମୟରେ ଦେଶକୁ ତେଲ ଆମଦାନି ପୂର୍ବାପେକ୍ଷା ହ୍ରାସ ପାଇବା ଏବଂ ଭବିଷ୍ୟତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ପରାମର୍ଶ ଜାରି…

ବଡ଼ଦାଣ୍ଡରେ ୮ଟି ଅସ୍ଥାୟୀ ହସ୍ପିଟାଲ ଖୋଲାଯିବ ,ରୋଗୀଙ୍କ ଭିଡ଼ କମାଇବା ନେଇ ପ୍ରଥମ କରି TRIAGE,

ରଥଯାତ୍ରା ପୂର୍ବରୁ ପୁରୀରେ ସ୍ବାସ୍ଥ୍ୟ ସଚିବଙ୍କ ସମୀକ୍ଷା। ପୁରୀ ମେଡିକାଲରେ ସ୍ବାସ୍ଥ୍ୟ ସଚିବ ସମୀକ୍ଷା କରିବା ସହିତ ବୈଠକ କରିଛନ୍ତି।‌ ଆଗାମୀ ରଥଯାତ୍ରାକୁ ନେଇ ପୁରୀ ମେଡ଼ିକାଲରେ ସ୍ୱାସ୍ଥ୍ୟ ସେବାର ସମୀକ୍ଷା କରିଛନ୍ତି ସ୍ବାସ୍ଥ୍ୟ ସଚିବ ଏସ ଅଶ୍ୱସ୍ଥି। ଏହି ବୈଠକରେ ସ୍ବାସ୍ଥ୍ୟ…

ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ -ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ । ସଫିସିଏଣ୍ଟ ମହଜୁଦ ରହିଛି । ରାଜ୍ୟ ସହ ଦେଶରେ ମଧ୍ୟ ଯଥେଷ୍ଟ ରହିଛି । ଟାଙ୍କି କେଉଁଠି ବି ବନ୍ଦ ନାହିଁ । ସବୁଠାରେ ଖୋଲା ଅଛି । ସ୍ଥିତି ଉପରେ ନଜର ରଖିଥିବା ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । କୌଣସି ଟାଙ୍କି ବନ୍ଦ ପାଇଁ ଯୋଗାଣ ବିଭାଗ…

ପେଟ୍ରୋଲ ଓ ଡିଜେଲକୁ ନେଇ ଟାଙ୍କିମାନଙ୍କୁ ଆସିଛି ନିର୍ଦ୍ଦେଶ,ଚାରି ଚକିଆ ବାହାନ ପାଇଁ ୪୫ ରୁ ୫୦ ଲିଟର ଦେବାକୁ ଆସିଛି…

ଭୁବନେଶ୍ୱରରେ ମଧ୍ୟ ତେଲକୁ ନେଇ ଦେଖାଦେଇଛି ସମସ୍ୟା। ଅନେକ ଟାଙ୍କିରେ ତେଲ ସରିବା ପରେ ଟାଙ୍କିକୁ ତେଲ ଆସୁଛି । ଏଥିପାଇଁ ୪ରୁ ୫ ଘଣ୍ଟା ମଧ୍ୟ ଅପେକ୍ଷା କରିବାକୁ ପଡୁଛି। ପୂର୍ବରୁ ଷ୍ଟକ ସରିବା ପୂର୍ବରୁ ତେଲ ଟାଙ୍କିରେ ଲୋଡ ହେଉଥିଲା ବର୍ତ୍ତମାନ ତାହା ହେଉ ନାହିଁ। ଚାରି ଚକିଆ ବାହାନ ପାଇଁ…

ବାଲିଅନ୍ତା ସୌମ୍ୟଙ୍କୁ ପିଟିପିଟି ହତ୍ୟା ମାମଲା, ୧୬ ଜଣ ଅଭିଯୁକ୍ତଙ୍କ ତାଲିକା ପ୍ରସ୍ତୁତ କରିଛି କ୍ରାଇମବ୍ରାଞ୍ଚ ଟିମ

ବାଲିଅନ୍ତା ସୌମ୍ୟଙ୍କୁ ପିଟିପିଟି ହତ୍ୟା ମାମଲାରେ ଜଣଙ୍କୁ ଇଠାଇନେଲା କ୍ରାଇମବ୍ରାଞ୍ଚ । ବର୍ବର କାଣ୍ଡରେ ସମ୍ପୃକ୍ତି ଥିବା ନେଇ ଜଣେ ଅଭିଯୁକ୍ତକୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ । ଭିଡ଼ ଭିତରେ ସୋମ୍ୟଙ୍କୁ ହତ୍ୟା କରିଥିବା ଆଉ ଜଣେ ଯୁବକକୁ ଅଟକ ରଖି ପଚରାଉଚରା । ୧୬ ଜଣ ଅଭିଯୁକ୍ତଙ୍କ…

ବାଲିଅନ୍ତା ସୌମରଞ୍ଜନ ସ୍ୱାଇଁ ହତ୍ୟା ଘଟଣା,ଘଟଣାକୁ ମଧ୍ୟ ଭିଡ଼ ହିଂସା କହିହେବ ନାହିଁ -କ୍ରାଇମବ୍ରାଞ୍ଚ ଡିଜି…

ବାଲିଅନ୍ତା ସୌମରଞ୍ଜନ ସ୍ୱାଇଁ ହତ୍ୟା ଘଟଣା । ମାମଲାରେ ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ । ୨ୟ ଦିନରେ କ୍ରାଇମବ୍ରାଞ୍ଚ ଟିମ୍ ଘଟଣାସ୍ଥଳକୁ ଯାଇ ପ୍ରତ୍ୟକ୍ଷଦର୍ଶୀ ଓ ମୃତ ସୌମ୍ୟଙ୍କ ପରିବାର ଲୋକ, ସାଙ୍ଗଙ୍କ ବୟାନ ରେକର୍ଡ କରାଯାଇଛି । ଏହିକ୍ରମରେ ପ୍ରତିକ୍ରିୟା ରଖିଛନ୍ତି…

୧୩ ତାରିଖ ସୁଦ୍ଧା ସ୍ପଷ୍ଟ ହେବ ଚିତ୍ର

ଓଡିଶାକୁ ରହିଛି ବାତ୍ୟା ବିପତ୍ତି। ୧୧ରେ ଲଘୁଚାପ ସମ୍ଭାବନା, ଆଉ ୧୩ ତାରିଖ ସୁଦ୍ଧା ସ୍ପଷ୍ଟ ହେବ ଚିତ୍ର। ଡରାଉଛି ଶ୍ରୀଲଙ୍କା ସ୍ଥିତ ଗଲ୍ଫ ଅଫ୍ ମନାରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ। ଘନୀଭୂତ ହୋଇ ଲଘୁଚାପର ରୂପ ନେଇ ପାରେ ଘୂର୍ଣ୍ଣିବଳୟ। ୧୧ରେ ଲଘୁଚାପ ସମ୍ଭାବନା। ଓଡିଶାକୁ ବାତ୍ୟାର…

ଆଜିଠୁ ପୁଣି ଥରେ ଖୋଲିବ ବଡ଼ଦେଉଳର ରତ୍ନ ଭଣ୍ଡାର,ଏସ୍ଓପି ଆଧାରରେ ଆରମ୍ଭ ହେବ ଗଣତି ପ୍ରକ୍ରିୟା

ଆଜିଠୁ ପୁଣି ଥରେ ଖୋଲିବ ବଡ଼ଦେଉଳ ରତ୍ନ ଭଣ୍ଡାର। ଭିତର ରତ୍ନଭଣ୍ଡାର ଖୋଲି ଅଧା ରହିଥିବା ଗଣତିମଣତି ପ୍ରକ୍ରିୟା ପୁଣି ଆଗେଇବ। ମେ୧୧ ତାରିଖ ଏବଂ ୧୨ ତାରିଖରେ ଗଣତି ଚାଲୁ ରହିବ । ବାହାର ଚନ୍ଦନ ଯାତ୍ରାର ନୀତି ବହୁଳତା ଓ ଅନ୍ୟ ବିଭିନ୍ନ କାରଣରୁ ଗଣତିମଣତି କିଛି ଦିନ ହେବ ବନ୍ଦ ରହିଥିଲା ।…