Trending
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
- ୨୦ ଦିନ ଧରି ଅନଶନରେ ଥିବା ଶିକ୍ଷା ଓ ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଉଠାଇ ନେଲା ପୋଲିସ
- ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ମାମଲା: ମିଳିଛି ଡିଜିଟାଲ ଏଭିଡେନ୍ସ
- ଚିଲିକାରେ ଅନନ୍ୟ ‘ଜଳ ରଥଯାତ୍ରା’ , ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ
- ସ୍ବଦେଶୀ ନିର୍ମିତ ପ୍ରଥମ ହାଇଡ୍ରୋଜେନ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- ସାମାଜିକ କର୍ମୀ ତଥା ଜଳବାୟୁ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କ ଅନଶନ ୨୦ ଦିନରେ ପହଞ୍ଚିଛି
- ଶେଷ ହେଲା ରଥ ଟଣା, ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିରେ ପହଞ୍ଚିଛି ତିନି ରଥ
Browsing Category
Sports
All sports related news will be uploaded
ରୋମାଞ୍ଚକର ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୧୦ ରନରେ ହରାଇଲା ଚେନ୍ନାଇ ସୁପରକିଙ୍ଗ୍ସ
ରୋମାଞ୍ଚକର ମ୍ୟାଚରେ CSKକୁ ୧୦ ରନରେ ହରାଇଲା SRH । ସନରାଇଜର୍ସ ହାଇଦ୍ରାବାଦ ଏବଂ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚକୁ ଜିତିନେଇଛି ଏସଆରଏଚ୍ । ଏସଆରଏଚ ୧୦ ରନରେ ଜିତିଛି । ଟସ୍ ଜିତି CSK ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଅଭିଷେକ ଏବଂ କ୍ଲାସେନଙ୍କ…
ମୁମ୍ବାଇକୁ ୭ ଓ୍ବିକେଟରେ ହରାଇଲା ପଞ୍ଜାବ
ପୁଣି ହାରିଲା ମୁମ୍ବାଇ । ମୁମ୍ବାଇକୁ ୭ ଓ୍ବିକେଟରେ ହରାଇଛି ପଞ୍ଜାବ । ବିଜୟ ସହ ଟେବୁଲ ଟପ୍ପର ହେଲା ପଞ୍ଜାବ । ୧୯୬ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ୧୬.୩ ବଲରେ ଜିତି ନେଇଛି ଶ୍ରେୟସ ବାହିନୀ । ୩ ଓ୍ବିକେଟ୍ ବିନିମୟରେ ଏହି ବିଜୟୀ ସ୍କୋରକୁ ସହଜରେ ହାସଲ କରିଛି । ପ୍ରଭସିମରନ ଏବଂ…
ଆଇପିଏଲ୍ ୨୦୨୬ର ୨୪ତମ ମ୍ୟାଚ୍ -ପଞ୍ଜାବକୁ ୧୯୬ ରନ୍ର ବିଜୟ ଲକ୍ଷ୍ୟ ଦେଲା ମୁମ୍ବାଇ ଇଣ୍ଡିଆନ୍ସ
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୬ର ୨୪ତମ ମ୍ୟାଚ୍ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଗୁରୁବାର ଖେଳାଯାଉଛି। ଏଠାରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମୁହାଁମୁହିଁ ହୋଇଛନ୍ତି। ଟସ୍ ଜିଣି ପଞ୍ଜାବ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ମୁମ୍ବାଇକୁ ବ୍ୟାଟିଂ…
ଆସନ୍ତାକାଲି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ ଏମଏସ ଧୋନୀ ,କଣ ହେବ ତାଙ୍କ ନିଷ୍ପତ୍ତି କ୍ରିକେଟ ପ୍ରେମୀଙ୍କ ମନରେ…
ଏମଏସ ଧୋନୀ ଏପ୍ରିଲ ୧୬ରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏହି ନିଷ୍ପତ୍ତି ତାଙ୍କର ପରବର୍ତ୍ତୀ ଆଇପିଏଲ ୨୦୨୬ ମ୍ୟାଚରେ ଅଂଶଗ୍ରହଣ କରିବା ପାଇଁ ଉଦ୍ଦିଷ୍ଟ । ଆଇପିଏଲ ୨୦୨୬ ରେ, ଚେନ୍ନାଇ ସୁପର କିଙ୍ଗସର ପରବର୍ତ୍ତୀ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ହେବ।…
କୋଭିଡ୍ ଟୀକା ଯୋଗୁଁ କିମ୍ବଦନ୍ତି ସ୍ପିନର୍ ସେନ୍ ଓ୍ବାର୍ଣ୍ଣଙ୍କ ମୃତ୍ୟୁ ହୋଇଥିବା ନେଇ ଦାବି କଲେ ପୁଅ ଜାକ୍ସନ୍…
କିମ୍ବଦନ୍ତି ସ୍ପିନର୍ ସେନ୍ ଓ୍ବାର୍ଣ୍ଣଙ୍କ ମୃତ୍ୟୁର ଚାରି ବର୍ଷ ପରେ ତାଙ୍କ ପୁଅ ଜାକ୍ସନ୍ ଓ୍ବାର୍ଣ୍ଣ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। କୋଭିଡ୍ ଟୀକା ଯୋଗୁଁ ତାଙ୍କ ପିତାଙ୍କର ଅସମୟ ମୃତ୍ୟୁ ହୋଇଥିବା ସେ ଦାବି କରିଛନ୍ତି।ଏକ ପଡ୍କାଷ୍ଟରେ ସେ କହିଛନ୍ତି ଯେ ତାଙ୍କ ପିତା…
ଆଇପିଏଲ୍ର ଊନବିଂଶ ମୁକାବିଲା,ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ଗୁଜରାଟ ଟାଇଟନ୍ସ ୭ ୱିକେଟ୍ରେ ପରାସ୍ତ କରିଛି
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୬ର ଊନବିଂଶ ମୁକାବିଲାରେ ଗୁଜରାଟ ଟାଇଟନ୍ସ ଉଭୟ ବୋଲିଂ ଏବଂ ବ୍ୟାଟିଂରେ ଦମ୍ଦାର ପ୍ରଦର୍ଶନ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ଗୁଜରାଟ ଟାଇଟନ୍ସ ୭ ୱିକେଟ୍ରେ ପରାସ୍ତ କରିଛି। ଶୁବମନ ଗିଲ୍ଙ୍କ ନେତୃତ୍ବରେ ଗୁଜରାଟ ଟିମ୍ ୧୮.୪ ଓଭରରେ…
ଆଇପିଏଲ ୧୫ତମ ଲିଗ୍ ମ୍ୟାଚରେ କେକେଆରକୁ ହରାଇଲା ଲକ୍ଷ୍ନୌ
ଲକ୍ଷ୍ନୌକୁ ଜିତାଇଲେ ମୁକୁଲ-ବଦୋନୀ । ୩ ଓ୍ୱିକେଟରେ ହାରିଲା କୋଲକାତା ନାଇଟ୍ ରାଇଡର୍ସ । ବାଜି ମାରିଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍ । ହାରୁଥିବା ମ୍ୟାଚ୍ ଜିତିଗଲା । କୋଲକାତା ପାଖରୁ ବିଜୟ ଛଡାଇ ଆଣିଲେ ମୁକୁଲ ଚୌଧୁରୀ ଏବଂ ଆୟୁଷ ବଦୋନୀ । ବୋଲରଙ୍କ ପରେ ବ୍ୟାଟର ଦେଖାଇଲେ ଦମ୍ । ଇଡେନ୍…
ଗୋଟିଏ ରନରେ ଗୁଜରାଟଠୁ ହାରିବା ପରେ ଭାଙ୍ଗି ପଡିଲେ ଡେଭିଡ ମିଲର,ସାନ୍ତ୍ୱନା ଦେଲେ ଅକ୍ଷର ପଟେଲ
ବୁଧବାର ଥିଲା ଚଳିତ ଆଇପିଏଲ ସିଜିନର ହାଇଭୋଲଟେଜ୍ ଫାଇଟ୍ । ମୁହାଁମୁହିଁ ହୋଇଥିଲେ ଦିଲ୍ଲୀ-ଗୁଜରାଟ । ମୁକାବିଲା ବି ଥିଲା ବେଶ୍ ରୋମାଞ୍ଚକର । ତେବେ ମ୍ୟାଚର ଶେଷ ଓଭର ଥିଲା ବେଶ୍ ଡ୍ରାମାଟିକ୍ । ପୁରା ଫିଲ୍ମର କ୍ଲାଇମ୍ୟାକ୍ସ ପରି ଥିଲା ଶେଷ ଓଭର । ଡେଭିଡ ମିଲରଙ୍କ ବିସ୍ଫୋରକ ଇନିଂସ…
ଆଇପିଏଲ୍ର ୧୩ତମ ମ୍ୟାଚ୍: ରାଜସ୍ଥାନ ରୟାଲ୍ସ ୨୭ ରନ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି
ଚଳିତ ଆଇପିଏଲ୍ର ୧୩ତମ ମ୍ୟାଚ୍ରେ ମଙ୍ଗଳବାର ରାଜସ୍ଥାନ ରୟାଲ୍ସ ୨୭ ରନ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ୧୫୧ ରନ୍ର ବଡ଼ ବିଜୟ ଲକ୍ଷ୍ୟର ଚାପରେ ଚାପି ହୋଇ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ୩ ଓଭରରେ ୩ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ଏହାପରେ ମଧ୍ୟ ଲଗାତାର ୱିକେଟ୍ ହରାଇ ଦଳ…
ମଦ୍ୟପାନ କରି ଗାଡ଼ି ଚଳାଇବା ଅଭିଯୋଗରେ ଗିରଫ ହୋଇଛନ୍ତି ପୂର୍ବତନ ଅଷ୍ଟ୍ରେଲୀୟ ବ୍ୟାଟର୍ ଡେଭିଡ୍ ଓ୍ବାର୍ଣ୍ଣର୍
ମଦ୍ୟପାନ କରି ଗାଡ଼ି ଚଳାଇବା ଅଭିଯୋଗରେ ଗିରଫ ହୋଇଛନ୍ତି ପୂର୍ବତନ ଅଷ୍ଟ୍ରେଲୀୟ ବ୍ୟାଟର୍ ଡେଭିଡ୍ ଓ୍ବାର୍ଣ୍ଣର୍ । ଗତ ରବିବାର ରାତିରେ ସେ ସିଡ୍ନିର ମାରୋବ୍ରାଠାରେ ମଦ୍ୟପାନ କରି ଗାଡ଼ିଚଳାଉଥିବା ବେଳେ ଧରା ପଡ଼ିଥିଲେ । ଦୁଇଥର ହୋଇଥିବା ପରୀକ୍ଷାରୁ ସେ ଅନୁମୋଦିତ ମାତ୍ରାଠାରୁ ଅଧିକ…