Trending
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
Browsing Category
Politics
All politics-related news information will be uploaded here in daily besis
ବଦଳି ନୀତିରେ ବଡ଼ ସଂଶୋଧନ
ରାଜ୍ୟ ସରକାରୀ କର୍ମଚାରୀଙ୍କ ବଦଳି ଓ ନିଯୁକ୍ତି ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ସୁସଙ୍ଗତ ଓ ଶୃଙ୍ଖଳିତ କରିବା ପାଇଁ ମୋହନ ମାଝୀଙ୍କ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ପ୍ରଚଳିତ ବଦଳି ନୀତିରେ ବଡ଼ ସଂଶୋଧନ କରି ଏଥିରେ ଥିବା ଗଳାବାଟକୁ ବନ୍ଦ କରିବା ସହ ରାଜନୀତିକ ଚାପ ହ୍ରାସ ପାଇଁ…
ଅରିନ୍ଦମ ରାୟଙ୍କ ପାଇଁ ବଢ଼ୁଛି ଅଡୁଆ,ଆଜି ପୁଣି କଟକରେ ଏକାଠି ହୋଇ ପ୍ରତିବାଦ କରିଛନ୍ତି ସାମ୍ବାଦିକ
ଅରିନ୍ଦମ ରାୟଙ୍କ ପାଇଁ ବଢ଼ୁଛି ଅଡୁଆ । ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଇଥିବା ଅଶାଳୀନ ମନ୍ତ୍ୟବକୁ ନେଇ ତେଜୁଛି ଅସନ୍ତୋଷ । ଆଜି ପୁଣି କଟକରେ ଏକାଠି ହୋଇ ପ୍ରତିବାଦ କରିଛନ୍ତି ବିଭିନ୍ନ ଗଣମାଧ୍ୟମର ସାମ୍ବାଦିକ । କେଶରପୁର ମେରିଆବଜାର ଦୁର୍ଗାମଣ୍ଡପ ନିକଟରେ ପ୍ରତିବାଦ ପ୍ରଦର୍ଶନ କରାଯାଇଛି ।…
କକରୋଚ ଜନତା ପାର୍ଟିର ଏକ୍ସ ଆକାଉଣ୍ଟ ବ୍ୟାନ , କ୍ଷୋଭ ପ୍ରକାଶ କଲେ ଅଭିଜିତ ଦିପକେ
ଇଣ୍ଟରନେଟରେ ଏବେ କକରୋଚ ଜନତା ପାର୍ଟିକୁ ନେଇ ଖୁବ୍ ଚର୍ଚ୍ଚା। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଏକ ବିବୃତ୍ତିରୁ ସଷ୍ଟି ହୋଇଥିବା କକରୋଚ ଜନତା ପାର୍ଟିରେ ମାତ୍ର କିଛି ସମୟରେ ଲକ୍ଷାଧିକ ଫଲୋଅର୍ସ ଯୋଡ଼ି ହୋଇଛନ୍ତି। ହେଲେ ଏବେ ଏହି ପାର୍ଟିର ଏକ୍ସ ଆକାଉଣ୍ଟକୁ…
ଜୁନ୍ ମାସରେ ଫ୍ରାନ୍ସରେ ହେବାକୁ ଥିବା ଜି୭ ସମ୍ମିଳନୀରେ ମୋଦୀ ଓ ଟ୍ରମ୍ପ ପରସ୍ପରକୁ ଭେଟି ପାରନ୍ତି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ସର୍ବଦା ଚର୍ଚ୍ଚାରେ ରହିଥାଏ। ଗତବର୍ଷ ଫେବ୍ରୁଆରିରେ ହ୍ବାଇଟ୍ ହାଉସରେ ଦୁଇ ନେତାଙ୍କ ଗୁରୁତ୍ବପୂର୍ଣ୍ଣ ସାକ୍ଷାତ ଆଲୋଚନା ପରଠାରୁ ଦୁଇ ରାଷ୍ଟ୍ରମୁଖ୍ୟ କୌଣସି ବିଶ୍ୱସ୍ତରୀୟ ସମ୍ମିଳନୀରେ…
ବିଜେପି ସରକାର ଓଡ଼ିଶାକୁ ଅପରାଧୀଙ୍କ ହାତକୁ ଟେକି ଦେଇଛି – ନବୀନ ପଟ୍ଟନାୟକ
ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବ୍ରହ୍ମପୁରର ବିଚ୍ ରାସ୍ତାରେ ଜଣେ ଯୁବକ ଏବଂ ମହିଳାଙ୍କୁ ସର୍ବସମ୍ମୁଖରେ ଅତି ନିର୍ମମ ଭାବେ ଆକ୍ରମଣ ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଏ ଦୃଶ୍ୟ ଅତ୍ୟନ୍ତ…
ଶ୍ରୀମନ୍ଦିର ଯାଇ ଭିତର କାଠ ନିକଟରୁ ରତ୍ନସିଂହାସନ ସ୍ଥିତ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କଲେ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାପ୍ରଭୁଙ୍କ ପରମ ଭକ୍ତ । ମହାପ୍ରଭୁଙ୍କ ଅପାର କରୁଣାରୁ ମୋତେ ମଧ୍ୟ ଆଜି ଭକ୍ତ ହିସାବରେ ମହାପ୍ରଭୁଙ୍କ ଦର୍ଶନ କରିବାର ଅପୂର୍ବ ସୁଯୋଗ ମିଳିଲା । ମୁଁ ଛୋଟ ବେଳେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲି । ଏତେ ବର୍ଷ ପରେ ଆଜି ପୁଣି ଥରେ ମହାପ୍ରଭୁଙ୍କ ଅପାର…
ବିଜେପି କୋର କମିଟି ବୈଠକରେ ୨୦୩୬ ‘ବିକଶିତ ଓଡ଼ିଶା’ ପାଇଁ ପ୍ରସ୍ତୁତ ହେଲା ମାଷ୍ଟରପ୍ଲାନ୍ – ରାଷ୍ଟ୍ରୀୟ…
ବିଜେପି କୋର କମିଟି ବୈଠକରେ ୨୦୩୬ ‘ବିକଶିତ ଓଡ଼ିଶା’ ପାଇଁ ପ୍ରସ୍ତୁତ ହେଲା ମାଷ୍ଟରପ୍ଲାନ୍ । ଉତ୍ତରଦାୟୀ ସରକାର ଓ ଶକ୍ତିଶାଳୀ ସଂଗଠନ ଉପରେ ଜୋର ଦିଆଯାଇଛି । ବୈଠକରେ ଯୋଗ ଦେବା ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ କହିଛନ୍ତି, ସାଂଗଠନିକ ବିଷୟଗୁଡ଼ିକ ଉପରେ ସାର୍ଥକ ଆଲୋଚନା…
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ,ଚାଲିଛି କୋର କମିଟି ବୈଠକ
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ । ଚାଲିଛି ଗୁରୁତ୍ୱପୂର୍ଣ୍ଣ କୋର କମିଟି ବୈଠକ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବସିଛି କୋର କମିଟି ବୈଠକ । ଓଡ଼ିଶା ଗସ୍ତରେ ଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ କୋର କମିଟି ବୈଠକରେ ଯୋଗ…
ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ
ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ। ଦଳର ସର୍ବୋଚ୍ଚ ସାଂଗଠନିକ ପଦବୀ ସମ୍ଭାଳିବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ। ଫୋକସରେ ସାଂଗଠନିକ ସମୀକ୍ଷା ସହ ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି । ବିଜେପିର ସାଂଗଠନିକ ପ୍ରକ୍ରିୟାକୁ ସୁଦୃଢ଼ କରିବା…
ବିଶ୍ୱର ୪୦ରୁ ଅଧିକ ଦେଶ ଶକ୍ତି ସଞ୍ଚୟ ପାଇଁ ନେଇଛନ୍ତି ଜରୁରୀକାଳୀନ ପଦକ୍ଷେପ
ସାମ୍ପ୍ରତିକ ବିଶ୍ୱ ସଂକଟ ସମୟରେ ବିଭିନ୍ନ ଦେଶର ସରକାର ଖର୍ଚ୍ଚ ହ୍ରାସ, ଯାତ୍ରା କମାଇବା ଏବଂ ଶକ୍ତି ସଂରକ୍ଷଣ କରିବାକୁ ନିୟମିତ ଭାବେ ନାଗରିକମାନଙ୍କୁ ନିବେଦନ କରୁଛନ୍ତି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସଂଯମତା ଅବଲମ୍ବନ କରିବା ଲାଗି ଅପିଲ୍ କରିଛନ୍ତି । ତାଙ୍କର…