Browsing Category

Politics

All politics-related news information will be uploaded here in daily besis

ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ମାଟି କାମୁଡିଛି ଇଣ୍ଡି ମେଣ୍ଟ

ପାଞ୍ଚୋଟି ରାଜ୍ୟର ଫଳାଫଳ ସାମ୍ନାକୁ ଆସିଛି । ଫାଇନାଲ୍ ରେଜଲ୍ଟ୍ ନଆସିଲେ ବି ଅନେକ ପର୍ଯ୍ୟାୟର ଗଣନା ସରିଲାଣି । ଧିରେ ଧିରେ ଚିତ୍ର ସ୍ପଷ୍ଟ ହେବାକୁ ଲାଗିଛି । ପଶ୍ଚିମବଙ୍ଗରେ ଟିଏମସି ନେତ୍ରୀ ମମତା ବାନାର୍ଜୀଙ୍କ ଗଡ ଧ୍ୱଂସ ହୋଇଯାଇଛି । ଦକ୍ଷିଣରେ ତାମିଲନାଡୁରେ ଏମକେ ଷ୍ଟାଲିନ ସରକାରର…

କୋଲକତାରେ ଆଜି ବିଜୟ ସେଲିବ୍ରେସନ କରିବାକୁ ମନା,ବଡ଼ ନିଷ୍ପତ୍ତି ନେଲେ ପୋଲିସ ଡ଼ିଜି

କୋଲକତାରେ ଆଗେଇ ଚାଲିଛି ବିଜେପି । ଏହାରି ଭିତରେ କୋଲକତା ପୋଲିସ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭୋଟ ଗଣନା ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ପୋଲିସ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ବିଜୟ ପରେ କୌଣସି ଶୋଭାଯାତ୍ରାକୁ ମନା…

ମତଗଣନା କେନ୍ଦ୍ର ବାହାରେ ଟିଏମସି ଏବଂ ବିଜେପି ସମର୍ଥକ ମୁହାଁମୁହିଁ ,ପୋଲିସର ଲାଠିଚାର୍ଜ

ଆଜି ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ଭୋଟ୍ ଗଣତି ଚାଲିଛି । ପଶ୍ଚିମବଙ୍ଗରେ ବିଜେପି ଆଗୁଆ ରହିଥିବା ବେଳେ ଟିଏମସି ପଛେଇ ଚାଲିଛି । ଏନେଇ ବିଜେପି ପାର୍ଟି ଅଫିସରେ ଉତ୍ସବ ଆରମ୍ଭ ହେଲାଣି। ଉତ୍ତର ୨୪ ପ୍ରଗଣା ଜିଲ୍ଲାର ବିଧାନନଗରରେ ଏକ ମତଗଣନା କେନ୍ଦ୍ର ବାହାରେ ଟିଏମସି ଏବଂ…

ପଶ୍ଚିମବଙ୍ଗରେ ବିଜେପି ୧୬୦ ଆସନରେ ଆଗୁଆ ଥିବାବେଳେ ଟିଏମସିକୁ ବଡ଼ ଝଟ୍‌କା

ପଶ୍ଚିମବଙ୍ଗ ସମେତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ପଶ୍ଚିମବଙ୍ଗର ୨୯୪ ବିଧାନସଭା ଆସନ ମଧ୍ୟରୁ ୨୯୩ରେ ଭୋଟ ଗଣନା କରାଯାଉଛି। ପ୍ରାଥମିକ ଭୋଟ୍ ଗଣତିରେ ପଶ୍ଚିମବଙ୍ଗରେ ବିଜେପି ୧୬୦ ଆସନରେ ଆଗୁଆ ଥିବାବେଳେ ଟିଏମସିକୁ ବଡ଼ ଝଟ୍‌କା ଲାଗିଛି। ଶାସକ ଦଳ…

ପୂର୍ବତନ ସାଂସଦ ଐର ଖାରବେଳ ସ୍ୱାଇଁଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛି ବିଜେପି

ପୂର୍ବତନ ସାଂସଦ ଐର ଖାରବେଳ ସ୍ୱାଇଁଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛି ବିଜେପି। ଏନେଇ ରାଜ୍ୟ ଶୃଙ୍ଖଳା କମିଟି ଆବାହାକ ସୁଦର୍ଶନ ନାୟକ ଚିଠି ମାଧ୍ୟମରେ ସୁଚନା ଦେଇଛନ୍ତି। ୨୦୨୪ ସାଧାରଣ ନିର୍ବାଚନରେ ଦଳୀୟ ଟିକେଟରୁ ବଞ୍ଚିତ ହେବା ପରେ ଶ୍ରୀ ସ୍ୱାଇଁ ବାଲେଶ୍ୱରରୁ ସ୍ୱାଧୀନ…

ଟେନସନରେ ମମତା

୨୦୨୬ ବଙ୍ଗଳା ନିର୍ବାଚନ ଫଳାଫଳ ପୂର୍ବରୁ ତୀବ୍ର ରାଜନୈତିକ କାର୍ଯ୍ୟକଳାପ ଚାଲିଛି। ଭୋଟ ଗଣତି ମେ ୪ ତାରିଖରେ ହେବାକୁ ଯାଉଛି। ଏକଜିଟ ପୋଲ ଫଳାଫଳ ଦ୍ୱାରା ଦିଆଯାଇଥିବା ଆଘାତ କାରଣରୁ ମମତା ବାନାର୍ଜୀ ଏବଂ ବଙ୍ଗଳାରେ ଟିଏମସି କର୍ମୀମାନେ ଏବେ ହାଇ ଆଲର୍ଟରେ ଅଛନ୍ତି; ସେମାନଙ୍କୁ ଇଭିଏମ ଏବଂ…

ଆସନ୍ତାକାଲି ବିଧାନସଭାର ସ୍ବତନ୍ତ୍ର ଅଧିବେଶନ , ବିରୋଧୀଙ୍କୁ ମହିଳା ବିରୋଧୀ କହି ନିନ୍ଦା ପ୍ରସ୍ତାବ ଆଣିବେ ଶାସକ ଦଳ

ଆସନ୍ତାକାଲି ବିଧାନସଭାର ସ୍ବତନ୍ତ୍ର ଅଧିବେଶନ । ସଂସଦରେ ମହିଳା ସଂରକ୍ଷଣ ବିଲ କାଟ ଖାଇବା ପରେ ଏହାକୁ ନେଇ ବିଧାନସଭାରେ ହେବ ସ୍ବତନ୍ତ୍ର ଆଲୋଚନା । ବିରୋଧୀଙ୍କୁ ମହିଳା ବିରୋଧୀ କହି ନିନ୍ଦା ପ୍ରସ୍ତାବ ଆଣିବେ ଶାସକ ଦଳ । ଯାହାକୁ କଟାକ୍ଷ କରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । କାଲି…

ଆସାମର ଏକଜିଟ୍ ପୋଲ୍ ସାମ୍ନାକୁ ଆସିଛି,ବିଜେପି ପୁଣି ଥରେ ସରକାର ଗଢୁଥିବା ଅନେକ ଏକଜିଟ୍ ପୋଲରେ ପୂର୍ବାନୁମାନ

ପଶ୍ଚିମବଙ୍ଗରେ ଦ୍ଵିତୀୟ ପର୍ଯ୍ୟାୟ ମତଦାନ ସରିବା ସହ ଆସି ଯାଇଛି ଭୋଟ୍ ବାହୁଡ଼ା ମତ ବା ଏକଜିଟ୍ ପୋଲ୍। ଏଥିରେ ଭୋଟରଙ୍କ ମୋଡ ପରଖା ଯାଇଛି। ଆସାମର ଏକଜିଟ୍ ପୋଲ୍ ସାମ୍ନାକୁ ଆସିଛି। ବିଜେପି ପୁଣି ଥରେ ସରକାର ଗଢୁଥିବା ଅନେକ ଏକଜିଟ୍ ପୋଲରେ ପୂର୍ବାନୁମାନ କରାଯାଇଛି। ଆଉ କଂଗ୍ରେସକୁ…

ଆପ ଛାଡ଼ି ପଦ୍ମ ଧରିବା ପରେ ଇନଷ୍ଟାରେ ୧୦ ଲକ୍ଷ ଫଲୋଅର୍ସ ହରାଇଲେ ସାଂସଦ ରାଘବ ଚଢ଼ା 

ଇନଷ୍ଟାରେ ୧୦ ଲକ୍ଷ ଫଲୋଅର୍ସ ହରାଇଲେ ସାଂସଦ ରାଘବ ଚଢ଼ା  ।  ଆପ ଛାଡ଼ି ପଦ୍ମ ଧରିବା ପରେ ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କ ଫଲୋୟର୍ସ ସଂଖ୍ୟାରେ ବଡ଼ ହ୍ରାସ ଘଟିଛି  ।  ପାର୍ଟି ପରିବର୍ତ୍ତନ ପରେ ତାଙ୍କର ଇନଷ୍ଟାଗ୍ରାମ୍ ଫଲୋଅର୍ସ ସଂଖ୍ୟା ଏକ ମିଲିୟନ କମିଛି ।  ପୂର୍ବରୁ ସାଂସଦ ରାଘବ ଚଢ଼ାଙ୍କର…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର

ଲୋକଙ୍କ ସ୍ୱାର୍ଥ ଆଗ ରାଜନୀତି ପଛ। ରାଜନେତା ତ ରାଜଧର୍ମ ପାଳିବା କଥା। ଶୁକ୍ରବାର ବଲାଙ୍ଗିରରେ ଘଟିଥିବା ଏକ ଘଟଣା ଏହାକୁ ପ୍ରମାଣିତ କରିଛି। ଗସ୍ତ କାର୍ଯ୍ୟକ୍ରମ ଅବସରରେ ବଲାଙ୍ଗିର ସର୍କିଟ ହାଉସ ଠାରେ ଅବସ୍ଥାନ କରୁଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଏହି ସମୟରେ ସେଠାରେ ପହଞ୍ଚିଥିଲେ…