Trending
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
Browsing Category
National
ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା: ୧ କୋଟି ଯୁବକଙ୍କୁ AI ଟ୍ରେନିଂ ଓ ମାଗଣା କୋଚିଂ
ସ୍ୱାଧୀନତା ଦିବସ ଅବସରରେ ଐତିହାସିକ ଲାଲକିଲ୍ଲାର ପ୍ରାଚୀରରୁ ଦେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଯୁବପିଢ଼ିଙ୍କ ପାଇଁ ଏକାଧିକ ବଡ଼ ଘୋଷଣା କରିଛନ୍ତି। ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଦିଗରେ ଯୁବଶକ୍ତି ହିଁ ସବୁଠାରୁ ବଡ଼ ସାରଥୀ ଓ ଏହାର ସର୍ବାଧିକ…
ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ବିଶ୍ୱର ଦ୍ରୁତତମ…
ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କରି ଭାରତର ବିକାଶ ଯାତ୍ରାର ଚିତ୍ର ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତାଙ୍କ ୧୩ତମ ଲଗାତର ସ୍ୱାଧୀନତା ଦିବସ ଭାଷଣରେ ଭାରତ କିପରି ଗତ ୧୨ ବର୍ଷରେ ଆର୍ଥିକ ଓ ବିକାଶ କ୍ଷେତ୍ରରେ ଆଗକୁ ବଢ଼ିଛି, ସେନେଇ ଅନେକ ଉଦାହରଣ…
ଆଜି ଦେଶ ପାଳୁଛି ୮୦ତମ ସ୍ବାଧୀନତା ଦିବସ,ଦେଶବ୍ୟାପୀ ଉତ୍ସବର ମାହୋଲ୍
ଆଜି ଦେଶ ପାଳୁଛି ୮୦ତମ ସ୍ବାଧୀନତା ଦିବସ। ଏଥିପାଇଁ ଦେଶବ୍ୟାପୀ ଉତ୍ସବର ମାହୋଲ୍। ଦିଲ୍ଲୀରୁ ପଲ୍ଲୀ ପର୍ୟ୍ୟନ୍ତ ସ୍ଵତନ୍ତ୍ର କାର୍ୟ୍ୟକ୍ରମର ଆୟୋଜନ କରାଯାଇଛି। ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ଭାବେ…
ସ୍ୱାଧୀନତା ଦିବସ ଉପଲକ୍ଷେ ଦେଶବାସୀଙ୍କୁ ସମ୍ବୋଧିତ କଲେ ରାଷ୍ଟ୍ରପତି, ଆତଙ୍କବାଦକୁ ପ୍ରଶ୍ରୟ ଦେଉଥିବା ଦେଶ ବିରୋଧରେ…
୮୦ ତମ ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଦେଶବାସୀଙ୍କୁ ସମ୍ବୋଧିତ କରି ଆତଙ୍କବାଦକୁ ପ୍ରଶ୍ରୟ ଦେଉଥିବା ଦେଶ ବିରୋଧରେ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବା ନିଷ୍ପତ୍ତିକୁ ଏକ ସୁଚିନ୍ତିତ ଓ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଅଭିହିତ କରିଛନ୍ତି।…
ମୁକ୍ତିକୁ ଅପେକ୍ଷା କରିଥିବା ଦାରା ସିଂ ନିରାଶ,ମୁକ୍ତି ଉପରେ କରାଯିବ ପୁନର୍ବିଚାର
ମୁକୁଳିବେନି ଦାରା ସିଂ । ସବୁ ଚର୍ଚ୍ଚାରେ ପଡି଼ଲା ପୂର୍ଣ୍ଣଚ୍ଛେଦ । ମୁକ୍ତିକୁ ଅପେକ୍ଷା କରିଥିବା ଦାରା ସିଂ ନିରାଶ ହୋଇଛନ୍ତି । ସେଅଗଷ୍ଟ ୧୫ରେ କେନ୍ଦୁଝର ଜେଲରୁ ମୁକୁଳିବେ ବୋଲି ପୂର୍ବରୁ ସୂଚନା ମିଳିଥିଲା । କିନ୍ତୁ ଏବେ ମୁକୁଳି ପାରିବେ ନାହିଁ ଦାରା ସିଂ ।
ରିପୋର୍ଟ ଅନୁସାରେ,…
୮୦ତମ ସ୍ୱାଧୀନତା ଦିବସର ଠିକ୍ ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀ ହାଇକୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
୮୦ତମ ସ୍ୱାଧୀନତା ଦିବସର ଠିକ୍ ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀ ହାଇକୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ଶୁକ୍ରବାର ଇମେଲ୍ ଜରିଆରେ ଏହି ଧମକ ଦିଆଯାଇଥିବା ଜଣାପଡ଼ିଛି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହିଥିବା ଦିଲ୍ଲୀର ବିଭିନ୍ନ ସ୍ଥାନକୁ ଏହି ବୋମା ଧମକ ମିଳଛି। ଦିଲ୍ଲୀ ହାଇକୋର୍ଟ…
ସଂସଦର ମୌସୁମୀ ଅଧିବେଶନର ଶେଷ,ନ୍ଦେ ମାତରମ୍ ଗାନ ପରେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ମୁଲତବୀ ଘୋଷଣା
ସଂସଦର ମୌସୁମୀ ଅଧିବେଶନର ଶେଷ ଦିନରେ ଲୋକସଭାକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସ୍ଥଗିତ ରଖାଯାଇଛି । ବିରୋଧୀ ଏବଂ ସରକାରଙ୍କ ମଧ୍ୟରେ ଲଗାତାର ହଟ୍ଟଗୋଳ ଏବଂ ହୋହଲ୍ଲା ମଧ୍ୟରେ ଚଳିତ ଅଧିବେଶନର ଅଧିକାଂଶ ଦିନ ଧୋଇ ହୋଇଯାଇଛି । ଗୁରୁବାର ଗୃହର କାର୍ଯ୍ୟ ସକାଳ୧୧ଟାକୁ ଆରମ୍ଭ ହୋଇଥିଲା ।…
ରିଲର ଯୁଗ’ରେ ରହୁଥିବା ଯୁବପିଢ଼ି ମନେ ରଖିବା ଉଚିତ ଯେ ସର୍ଟକଟ୍ ଆପଣଙ୍କର କ୍ଷତି କରିପାରେ –…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁବବର୍ଗଙ୍କୁ ଆତ୍ମଜୀବନୀ ପଢ଼ିବା ଏବଂ ଅନ୍ୟମାନଙ୍କ ସଂଘର୍ଷରୁ ଶିକ୍ଷା ନେବା ପାଇଁ ଅପିଲ୍ କରିଛନ୍ତି । ସେ କହିଛନ୍ତି ଯେ 'ରିଲର ଯୁଗ'ରେ ରହୁଥିବା ଯୁବପିଢ଼ି ମନେ ରଖିବା ଉଚିତ ଯେ ସର୍ଟକଟ୍ ଆପଣଙ୍କର କ୍ଷତି କରିପାରେ । ପୂର୍ବତନ ରାଷ୍ଟ୍ରପତି ରାମନାଥ…
ସ୍ବାଧୀନତା ଦିବସରେ ଆତଙ୍କୀ ଆକ୍ରମଣ ସମ୍ଭାବନାକୁ ନେଇ ଦିଲ୍ଲୀ ପୋଲିସର ହାଇ ଆଲର୍ଟ ଜାରି,୧୯ ଜଣ ମୋଷ୍ଟ ୱାଣ୍ଟେଡ…
ସ୍ବାଧୀନତା ଦିବସରେ ଆତଙ୍କୀ ଆକ୍ରମଣ ସମ୍ଭାବନାକୁ ନେଇ ଦିଲ୍ଲୀ ପୋଲିସ ସମଗ୍ର ରାଜ୍ୟରେ ହାଇ ଆଲର୍ଟ ଜାରି କରିଛି । ସତର୍କତା ଦୃଷ୍ଟିରୁ ପୋଲିସ ସହରର ପ୍ରମୁଖ ସ୍ଥାନ, ସାର୍ବଜନୀନ ସ୍ଥାନ ଏବଂ ବ୍ୟସ୍ତବହୁତ ବଜାରରେ ୧୯ ଜଣ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀଙ୍କ ପୋଷ୍ଟର ଜାରି କରିଛି ।
ଦିଲ୍ଲୀ…
ମୁମ୍ବାଇ ରେ ୨ଟି ଭୂକମ୍ପ ଝଟକା ଅନୁଭୂତ, ରିକ୍ଟର ସ୍କେଲରେ ୩.୨ ଏବଂ ୩.୪ ତୀବ୍ରତା
ମୁମ୍ବାଇ ନିକଟସ୍ଥ ପାଲଘର ଜିଲ୍ଲାରେ ଲଗାତାର ୨ଟି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଯାହା ୩.୨ ଏବଂ ୩.୪ ତୀବ୍ରତା ରିକ୍ଟର ସ୍କେଲରେ ମପାଯାଇଛି । ଭୂକମ୍ପ ଲଗାତାର ୨ ଥର ହେବାରୁ ସମସ୍ତଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି । ଲୋକମାନଙ୍କୁ ସତର୍କ ରହିବାକୁ ପ୍ରଶାସନ ନିବେଦନ କରିଛି ।…