Browsing Category

National

CJP ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଜାମିନ୍ ମଞ୍ଜୁର କଲେ ଦିଲ୍ଲୀ SEM କୋର୍ଟ

CJP ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଜାମିନ୍ ମଞ୍ଜୁର କଲେ ଦିଲ୍ଲୀ SEM କୋର୍ଟ । CJP ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଜାମିନ୍ ମିଳିଛି। ଦିଲ୍ଲୀର ସ୍ପେଶାଲ୍ ଏକ୍ ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ (SEM) କୋର୍ଟ ତାଙ୍କ ଜାମିନ୍ ମଞ୍ଜୁର କରିଛନ୍ତି। ଦିଲ୍ଲୀର କନଟ୍ ପ୍ଲେସ୍ ରେ ପ୍ରସ୍ତାବିତ…

ତିରଙ୍ଗା ମାର୍ଚ୍ଚ ପୂର୍ବରୁ ଅଭିଜିତ ଦୀପକେଙ୍କୁ ଅଟକ ରଖିଛି ଦିଲ୍ଲୀ ପୋଲିସ

କକ୍ରୋଚ୍ ଜନତା ପାର୍ଟି (CJP) ପକ୍ଷରୁ ପ୍ରସ୍ତାବିତ ତିରଙ୍ଗା ମାର୍ଚ୍ଚ ପୂର୍ବରୁ ଅଭିଜିତ ଦୀପକେଙ୍କୁ ଅଟକ ରଖିଛି ଦିଲ୍ଲୀ ପୋଲିସ । ସେ କନଟ୍ ପ୍ଲେସ୍ ଯିବାକୁ ଚେଷ୍ଟା କରୁଥିବାବେଳେ ପୋଲିସ ତାଙ୍କୁ ଅଟକାଇଥିବା ଜଣାପଡ଼ିଛି । ଏହା ପୂର୍ବରୁ ମଧ୍ୟ ଦିଲ୍ଲୀ ପୋଲିସ ତାଙ୍କ ଘରେ ପହଞ୍ଚି ତିରଙ୍ଗା…

ଯେଉଁମାନେ ଇସଲାମ ଧର୍ମ ଗ୍ରହଣ କରନ୍ତି ସେମାନେ ବିସି ସଂରକ୍ଷଣ ପାଇଁ ହକଦାର ନୁହଁନ୍ତି – ସୁପ୍ରିମକୋର୍ଟ

ସଂରକ୍ଷଣକୁ ନେଇ ଆସିଲା ବଡ ନିଷ୍ପତ୍ତି। ଆଜି ସୁପ୍ରିମକୋର୍ଟ ସଂରକ୍ଷଣ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ଦେଇଛନ୍ତି, ଯାହା ତାମିଲନାଡୁ ସରକାରଙ୍କ ପାଇଁ ଏକ ବଡ଼ ଝଟକା ବୋଲି ବିବେଚନା କରାଯାଉଛି। ସୁପ୍ରିମକୋର୍ଟ ମାଡ୍ରାସ ହାଇକୋର୍ଟର ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି, ଯେଉଁଥିରେ କୁହାଯାଇଛି…

ଏସିପି ବିବେକ ଭଗତଙ୍କ ଅଭିଯୋଗ ଆଧାରରେ କକ୍ରୋଚ୍ ଜନତା ପାର୍ଟିର ସଦସ୍ୟଙ୍କ ବିରୁଦ୍ଧରେ ମାମଲା ରୁଜୁ

ଏସିପି ବିବେକ ଭଗତଙ୍କ ଅଭିଯୋଗ ଆଧାରରେ ସାମ୍ୱାଦିକା ରୋଜି, ଗଜେନ୍ଦ୍ର ସିଂହ ଏବଂ କକ୍ରୋଚ୍ ଜନତା ପାର୍ଟିର ସଦସ୍ୟଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ଅକ୍ଟୋବର ୧୩ରେ ସଂସଦ ମାର୍ଗ ଥାନାରେ ଏହି ମାମଲା ରୁଜୁ ହୋଇଛି । ଅଭିଯୋଗରେ ଜାତିସୂଚକ ଟିପ୍ପଣୀ କରିବା, ସାର୍ବଜନୀନ ରୂପେ ଅପମାନିତ…

ନୀଳ ଡ୍ରମ୍ କାଣ୍ଡ’ ମାମଲାରେ ଆସିଛି ବଡ଼ ରାୟ,ପତ୍ନୀ ମୁସ୍କାନ୍ ରସ୍ତୋଗୀ ଏବଂ ତା’ର ପ୍ରେମିକ ସାହିଲ୍ ଶୁକ୍ଲାଙ୍କୁ…

ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଥିବା ଉତ୍ତର ପ୍ରଦେଶ ମେରଠର ବହୁଚର୍ଚ୍ଚିତ ‘ନୀଳ ଡ୍ରମ୍ କାଣ୍ଡ’ (Blue Drum Case) ମାମଲାରେ ଆସିଛି ବଡ଼ ରାୟ। ମେରଠ ଜିଲ୍ଲା ଅଦାଲତର ବିଚାରପତି ଅରବିନ୍ଦ କୁମାର ମିଶ୍ରା ଏହି ମାମଲାର ରାୟ ଶୁଣାଇଛନ୍ତି । ବୁଧବାର ଅର୍ଥାତ୍ ୨୦୨୬ ଅକ୍ଟୋବର ୧୪ରେ ମେରଠ ଜିଲ୍ଲା…

କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ଏଲ୍ ମୁରୁଗନ

କେନ୍ଦ୍ର ସୂଚନା ଓ ପ୍ରସାରଣ, ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏଲ. ମୁରୁଗାନ ମଙ୍ଗଳବାର ମନ୍ତ୍ରୀ ପଦ ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ ଏହି ମର୍ମରେ ଏକ ଚିଠି ଲେଖି ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଶ୍ରୀ ମୁରୁଗାନ ତାଙ୍କ…

ରାହୁଲଙ୍କୁ ସୁପ୍ରିମ ଆଶ୍ବସ୍ତି , ଟ୍ରାଏଲ ଉପରେ ଲାଗିଲା ରୋକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ମନ୍ତବ୍ୟକୁ ନେଇ ଦାଏର ହୋଇଥିବା ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଚାଲିଥିବା ଟ୍ରୋଲ୍‌ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି । ଜଷ୍ଟିସ୍ ବିକ୍ରମ ନାଥ ଏବଂ ଜଷ୍ଟିସ୍ ଅପରେଶ କୁମାର ସିଂଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।…

ଜନ୍ତରମନ୍ତରରେ ଆନ୍ଦୋଳନର ମାନ୍ୟତା ରଦ୍ଦ,ରାମଲୀଳା ମୈଦାନ, ବୁରାରୀ ଗ୍ରାଉଣ୍ଡ ଏବଂ ପୂର୍ବ ଦିଲ୍ଲୀର ସିବିଡି…

ଜନ୍ତରମନ୍ତରରେ ଆନ୍ଦୋଳନର ମାନ୍ୟତା ରଦ୍ଦ ।  ଦେଶର ରାଜଧାନୀ ଦିଲ୍ଲୀରେ ଆନ୍ଦୋଳନ ଓ ପ୍ରତିବାଦର ଅନ୍ୟତମ ପ୍ରମୁଖ ସ୍ଥାନ ଜନ୍ତରମନ୍ତରକୁ ନେଇ ବଡ଼ ନିଷ୍ପତ୍ତି ।  ଏହାକୁ ସରକାରୀ ଭାବେ ଚିହ୍ନଟ ବିକ୍ଷୋଭ ସ୍ଥଳ ତାଲିକାରୁ ବାଦ୍ ଦିଆଯାଇଛି। ଦିଲ୍ଲୀ ପୋଲିସ କମିସନର ଅନୁରାଗ କୁମାରଙ୍କ ନୋଟିସ୍…

ମଝି ଆକାଶରେ ବିମାନରେ ଲାଗିଲା ନିଆଁ,ଚେନ୍ନାଇ ଯାଉଥିବା ବିମାନକୁ ହାଇଦ୍ରାବାଦରେ ଅବତରଣ

ମଝି ଆକାଶରେ ପାୱାର ବ୍ୟାଙ୍କ ଫାଟିବାରୁ ବିମାନରେ ଲାଗିଲା ନିଆଁ। ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ବିମାନକୁ ଶେଷରେ ହାଇଦ୍ରାବାଦରେ ଅବତରଣ କରାଯାଇଛି। ରବିବାର ଏହି ଘଟଣା ଘଟିଛି। ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ ଫ୍ଲାଇଟ୍ 6E 6115 ରବିବାର ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ…

ପୋଲିସ କବଳରୁ ମୁକୁଳିଲେ CJP ର ତିନି ଜଣ ନେତା,ଗୋଟିଏ ବର୍ଷ ପର୍ଯ୍ୟନ୍ତ ଶାନ୍ତି ଓ ଉତ୍ତମ ଆଚରଣ ବଜାୟ ରଖିବା ପାଇଁ…

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ କରିବା ପୂର୍ବରୁ ଦିଲ୍ଲୀ ବିମାନବନ୍ଦରରୁ ଅଟକ ରଖାଯାଇଥିବା ସିଜେପି (CJP)ର ତିନି ଜଣ ନେତାଙ୍କୁ କୋର୍ଟ ମୁକ୍ତ କରିଛନ୍ତି। ମୁକ୍ତି ପାଇଥିବା ନେତାମାନେ ହେଲେ ଅଭିଜିତ୍ ଦିପକେ, ସୌରଭ ଦାସ ଓ ଆଶୁତୋଷ ରଙ୍କା। ଗୋଟିଏ ବର୍ଷ…