Browsing Category

National

ପଶ୍ଚିମ ନେପାଳରେ ଭୟଙ୍କର ହିମସ୍ଖଳନ,୧୦ ଜଣ ନିଖୋଜ

ପଶ୍ଚିମ ନେପାଳର ତିବ୍ବତ ସୀମା ନିକଟସ୍ଥ ହିମଲୁଙ୍ଗ ହିମାଲର ବେସ୍ କ୍ୟାମ୍ପରେ ରବିବାର ସକାଳେ ଭୟଙ୍କର ହିମସ୍ଖଳନ ଘଟିଛି। ଏହି ଘଟଣାରେ ଅତି କମରେ ୧୦ ଜଣ ନିଖୋଜ ଥିବା ସୂଚନା ମିଳିଛି। ନିଖୋଜଙ୍କ ମଧ୍ୟରେ ଜଣେ ଆୟୋଜକଙ୍କ କିଚେନ୍‌ର ଦୁଇଜଣ କର୍ମଚାରୀ ମଧ୍ୟ ଥିବା କୁହାଯାଉଛି। ଆୟୋଜକ ମିଙ୍ଗମା…

ପଦ୍ମ ଭୂଷଣ ବହୁତ ଛୋଟ କଥା ସିଇସି ଜ୍ଞାନେଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ କରିଦିଅ: କଂଗ୍ରେସ ନେତା ପବନ ଖେଡ଼ା

ପଶ୍ଚିମବଙ୍ଗ ବିଜେପି ପ୍ରଦେଶ ସଭାପତି ଶମିକ ଭଟ୍ଟାଚାର୍ଯ୍ୟ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମରାଙ୍କ ଲାଗି ପଦ୍ମଭୂଷଣ ପୁରସ୍କାର ଦାବି କରିଥିଲେ। ଶମିକ ଭଟ୍ଟାଚାର୍ଯ୍ୟଙ୍କ କହିବା କଥା ହେଉଛି ଭୋଟର ଲିଷ୍ଟ ଠିକ୍ କରିବା ଲାଗି ସିଇସିଙ୍କୁ ପଦ୍ମ ଭୂଷଣରେ ସମ୍ମାନୀତ କରାଯିବା…

ଏସଆଇଆରକୁ ନେଇ ନିର୍ବାଚନ କମିଶନଙ୍କ ବଡ଼ ନିଷ୍ପତ୍ତି;ଘରକୁ ଯାଇ ଦସ୍ତାବିଜ ସଂଗ୍ରହ କରିବେ BLO

ଭୋଟର ତାଲିକାର ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ (SIR) କୁ ନେଇ ସୃଷ୍ଟି ହୋଇଥିବା ବିବାଦ ମଧ୍ୟରେ କେନ୍ଦ୍ରୀୟ ନିର୍ବାଚନ ଆୟୋଗ (ECI) ଶନିବାର ସ୍ପଷ୍ଟୀକରଣ ଦେଇଛନ୍ତି। ନିର୍ବାଚନ ଆୟୋଗଙ୍କ ମଧ୍ୟରେ ମତଭେଦ ଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ, ଆୟୋଗ କହିଛନ୍ତି ଯେ, ସାରା ଦେଶରେ ଚାଲିଥିବା…

ସିକ୍କିମରେ ଭୟଙ୍କର ଭୂସ୍ଖଳନ, ଭୂସ୍ଖଳନରେ ୩୦ରୁ ଅଧିକ ଘର ପ୍ରଭାବିତ

ସିକ୍କିମର ଗ୍ୟାଲସିଂ ଜିଲ୍ଲାର ରିମ୍ବି ଗାଁରେ ଭୟଙ୍କର ଭୂସ୍ଖଳନ । ସେପ୍ଟେମ୍ବର ୨୪ ରାତିରେ ଘଟିଥିବା ଏହି ଭୂସ୍ଖଳନ ଯୋଗୁଁ ଅନେକ ଘର ଓ ସରକାରୀ ଆବାସ କ୍ଷତିଗ୍ରସ୍ତ ହୋଇଛି । ପାହାଡ଼ ଉପରୁ ବହୁ ପରିମାଣର ମାଟି, ପଥର ଓ ଆବର୍ଜନା ତଳକୁ ଖସି ଜନବସତି ଅଞ୍ଚଳକୁ ପ୍ରଭାବିତ କରିଥିଲା । ସ୍ଥାନୀୟ…

ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର “ଦେଶଦ୍ରୋହୀ” – ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ

ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ମୁଖ୍ୟ ନିର୍ବାଚନ ଆୟୁକ୍ତ (CEC) ଜ୍ଞାନେଶ କୁମାର ଏବଂ ଶାସକ ଦଳ ବିଜେପି ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଭୋଟର ତାଲିକା ସଂଶୋଧନ (SIR) ସମେତ ନିର୍ବାଚନ ଆୟୋଗର ଅନ୍ୟୁନ ଦୁଇଜଣ କମିଶନରଙ୍କ…

ମୁଖ୍ୟ ନିର୍ବାଚନ କମିଶନର ଜ୍ୟାନେଶ କୁମାରଙ୍କୁ ଇସ୍ତଫା ପାଇଁ ୪୮ ଘଣ୍ଟାର ଅଲ୍ଟିମେଟମ -ସିଜେପି

ନିର୍ବାଚନ କମିଶନର ଏବଂ SIRକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ସିଜେପି ମୁଖ୍ୟ ନିର୍ବାଚନ କମିଶନର ଜ୍ୟାନେଶ କୁମାରଙ୍କୁ ୪୮ ଘଣ୍ଟାର ଅଲ୍ଟିମେଟମ ଦେଇଛି । କକରୋଚ ଜନତା ପାର୍ଟି କହିଛି, ଯଦି ଜ୍ଞାନେଶ କୁମାର ଆଗାମୀ ୪୮ ଘଣ୍ଟା ଭିତରେ ନିଜ ପଦରୁ ଇସ୍ତଫା ନ ଦିଅନ୍ତି ତେବେ ସମଗ୍ର ଦେଶରେ…

ଭାରତ ହଠାତ୍ ରୁଷରୁ ଅଶୋଧିତ ତେଲ କିଣିବା ବନ୍ଦ କରିପାରିବ ନାହିଁ କିମ୍ବା ତୁରନ୍ତ ଅନ୍ୟ ଯୋଗାଣକାରୀଙ୍କ ଉପରେ ନିର୍ଭର…

ରୁଷ ଓ ଇରାନ୍ରୁ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ଆମେରିକାର ୧୦୦% ଟାରିଫ୍ ଲଗାଇବାର ନୂଆ ଆଇନ ପରେ ବୁଧବାର ଭାରତର ପକ୍ଷରୁ କଡ଼ା ପ୍ରତିକ୍ରିୟା ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଭାରତ ହଠାତ୍ ରୁଷରୁ ଅଶୋଧିତ ତେଲ କିଣିବା ବନ୍ଦ କରିପାରିବ ନାହିଁ…

ଏହି କାରଣରୁ ରବିବାର ଖୋଲା ରହିବ ବ୍ୟାଙ୍କ

ରବିବାର ଖୋଲା ରହିବ ବ୍ୟାଙ୍କ । ସେପ୍ଟେମ୍ବର ୨୭ ରବିବାର ଦିନ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ସମସ୍ତ ବ୍ୟାଙ୍କ ଶାଖା, ଅଫିସ, ଏଟିଏମ୍ ଲିଙ୍କ ଶାଖା ଏବଂ କରେନ୍ସୀ ଚେଷ୍ଟକୁ ଖୋଲା ରଖିବାକୁ ନିର୍ଦ୍ଦେଶ । ଏହି ନୋଟିଫିକେସନ ୟୁନାଇଟେଡ୍ ଫୋରମ୍ ଅଫ ବ୍ୟାଙ୍କ ୟୁନିଅନ୍ସ (UFBU) ଦ୍ବାରା…

ବିଜେପି ପକ୍ଷରୁ ୩୬ ପ୍ରଦେଶ ପ୍ରଭାରୀ ଘୋଷଣା କରିଛି, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଛତିଶଗଡ଼ ଏବଂ…

ବିଜେପି ପକ୍ଷରୁ ୩୬ ପ୍ରଦେଶ ପ୍ରଭାରୀ ଘୋଷଣା କରିଛି । ବୁଧବାର ଦିନ ସାଂଗଠନିକ ପୁନର୍ଗଠନର ଅଂଶ ସ୍ୱରୂପ ୨୮ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନୂତନ ପ୍ରଭାରୀ ଏବଂ ସହ-ପ୍ରଭାରୀ ନିଯୁକ୍ତ କରିଛି । ବିଜେପି ସଭାପତି ନୀତିନ ନବୀନ ଏହି ନିଯୁକ୍ତି ଦେଇଛନ୍ତି । ପୂର୍ବତନ କେନ୍ଦ୍ର…

ଜମୁଇ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୋଲିସର ଏନକାଉଣ୍ଟର,3 ଫେରାର

ଏ ମଣିଷ କେତେ ରାକ୍ଷସ ହୋଇପାରେ ? ବିଚ୍ ରାସ୍ତାରେ ଲଜ୍ଜା । ଭୁଲିଗଲା ହିତାହତ ଜ୍ଞାନ । ବିହାରର ଜମୁଇ ଜିଲ୍ଲାରୁ ସାମ୍ନାକୁ ଆସିଥିବା ଏକ ଅତ୍ୟନ୍ତ ଲଜ୍ଜାଜନକ, ଏବଂ ହୃଦୟବିଦାରକ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଜନଗହଳିପୂର୍ଣ୍ଣ ରାସ୍ତାରେ ପୁଅ ଝିଅଙ୍କୁ ଅଟକାଇ ଅମାନବୀୟ ଅସଦାଚରଣ…