Trending
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
Browsing Category
National
ପ୍ଲାଷ୍ଟିକ୍ ପରିବର୍ତେ କାଗଜ, ପେପରବୋର୍ଡ,ସେଲ୍ୟୁଲୋଜ ଓ ଅନ୍ୟ ଇକୋଫ୍ରେଣ୍ଡଲି ମେଟେରିଆଲ୍ରେ ପ୍ୟାକ୍ ରେ ଆସିବ ଗୁଟକା…
ଗୁଟକା କିମ୍ବା ପାନ ମସଲା ଭଳି ତମାଖୁ ପ୍ରଡକ୍ଟ ଏବେ ଆଉ ପ୍ଲାଷ୍ଟିକ୍ ପାଉଚ୍ରେ ଦେଖିବାକୁ ମିଳିବ ନାହିଁ। ଏଗୁଡ଼ିକଏବେ କାଗଜ, ପେପରବୋର୍ଡ,ସେଲ୍ୟୁଲୋଜ ଓ ଅନ୍ୟ ଇକୋଫ୍ରେଣ୍ଡଲି ମେଟେରିଆଲ୍ରେ ପ୍ୟାକ୍ କରାଯିବ। ଏନେଇ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ନିୟରେ ସଂଶୋଧନ…
ଆସାମର ଏକଜିଟ୍ ପୋଲ୍ ସାମ୍ନାକୁ ଆସିଛି,ବିଜେପି ପୁଣି ଥରେ ସରକାର ଗଢୁଥିବା ଅନେକ ଏକଜିଟ୍ ପୋଲରେ ପୂର୍ବାନୁମାନ
ପଶ୍ଚିମବଙ୍ଗରେ ଦ୍ଵିତୀୟ ପର୍ଯ୍ୟାୟ ମତଦାନ ସରିବା ସହ ଆସି ଯାଇଛି ଭୋଟ୍ ବାହୁଡ଼ା ମତ ବା ଏକଜିଟ୍ ପୋଲ୍। ଏଥିରେ ଭୋଟରଙ୍କ ମୋଡ ପରଖା ଯାଇଛି। ଆସାମର ଏକଜିଟ୍ ପୋଲ୍ ସାମ୍ନାକୁ ଆସିଛି। ବିଜେପି ପୁଣି ଥରେ ସରକାର ଗଢୁଥିବା ଅନେକ ଏକଜିଟ୍ ପୋଲରେ ପୂର୍ବାନୁମାନ କରାଯାଇଛି। ଆଉ କଂଗ୍ରେସକୁ…
ଭୋଟ୍ ଦେଉଛି ପଶ୍ଚିମବଙ୍ଗ,ଦ୍ଵିତୀୟ ତଥା ଶେଷ ପର୍ଯ୍ୟାୟରେ ୧୪୨ଟି ଆସନରେ ମତଦାନ ଜାରି
ଭୋଟ୍ ଦେଉଛି ପଶ୍ଚିମବଙ୍ଗ । ଆଜି ପଶ୍ଚିମବଙ୍ଗରେ ଦ୍ଵିତୀୟ ତଥା ଶେଷ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ହେଉଛି । ଏହି ପର୍ଯ୍ୟାୟରେ ୧୪୨ଟି ଆସନରେ ମତଦାନ ହେଉଛି। ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏ ଚାଲିବ ।
କୋଲକାତା, ଉତ୍ତର ୨୪ ପ୍ରଗଣା, ଦକ୍ଷିଣ ୨୪…
ଯୁବପିଢିଙ୍କ ସହିତ ଫୁଟବଲ୍ ଖେଳିଲେ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ସିକ୍କିମ ଗସ୍ତରେ ରହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ସିକ୍କିମର ୫୦ତମ ସ୍ଥାପନା ଦିବସ ସମାରୋହରେ ସାମିଲ ହୋଇଛନ୍ତି । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ଗ୍ୟାଙ୍ଗଟକର ଯୁବପିଢିଙ୍କ ସହିତ ଫୁଟବଲ୍ ଖେଳିଛନ୍ତି । ଯାହାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି…
ରୁଷରୁ ଭାରତ ଆସୁଛି ବହୁ ପ୍ରତୀକ୍ଷିତ ଚତୁର୍ଥ S-400
‘ଅପରେସନ ସିନ୍ଦୂର’କୁ ବର୍ଷେ ପୂରିବାକୁ ଯାଉଛି। ଆଉ ଏହାର ଠିକ୍ ପୂର୍ବରୁ ଭାରତ ବାୟୁ ସୁରକ୍ଷା ସହ ଜଡ଼ିତ ଏକ ଗୁରୁତ୍ବପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷ ବହୁ ପ୍ରତୀକ୍ଷିତ ଚତୁର୍ଥ S-400 ଏୟାର ଡିଫେନ୍ସ ସିଷ୍ଟମ ଭାରତ ପଠାଇଛି। ଏହା ମେ ମାସ ମଧ୍ୟ ଭାଗ ସୁଦ୍ଧା ଭାରତୀୟ ବନ୍ଦରରେ…
ପଶ୍ଚିମବଙ୍ଗରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର ଶେଷ,ଏପ୍ରିଲ ୨୯ରେ ଭୋଟିଂ
ପଶ୍ଚିମବଙ୍ଗରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର ସୋମବାର ସନ୍ଧ୍ୟାରେ ଶେଷ ହୋଇଛି । ଶେଷ ଦିନରେ ହାଇଭୋଲଟେଜ୍ ପ୍ରଚାର ସହ ମତଦାତାଙ୍କୁ ଭୋଟ ଦେବାକୁ ନିବେଦନ କରିଛନ୍ତି ସବୁ ପାର୍ଟି । ପ୍ରଚାର ମୈଦାନରେ ଟିଏମସି ଏବଂ ବିଜେପି ମଧ୍ୟରେ ଜୋରଦାର ହୋଇଛି ବାକ୍ ଯୁଦ୍ଧ । ଆରୋପ…
ଜାପାନରେ ପୁଣି ଭୂକମ୍ପ ,ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରେକର୍ଡ
ଜାପାନରେ ପୁଣି ଭୂକମ୍ପ । ଜାପାନର ଉତ୍ତର ଦ୍ଵୀପ ହୋକାଇଡୋରେ ଆଜି ସକାଳୁ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରେକର୍ଡ କରାଯାଇଛି। ଭୋର ୫:୨୪ ମିନିଟରେ ଏହି ଭୂକମ୍ପ ହୋଇଥିବା ଜାପାନ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
ଖବର…
ବିଦେଶରେ ଏକାଧିକ ସ୍ଥାନରେ କରିଛି ଅଦିନିଆ ରଥଯାତ୍ରା ଆୟୋଜନ କଲା ଇସ୍କନ
କେବେ ମାନିବ, କେବେ ଶୁଣିବ ? ଇସ୍କନର ପୁଣି ମନମାନି। ବିଦେଶରେ ଏକାଧିକ ସ୍ଥାନରେ କରିଛି ଅଦିନିଆ ରଥଯାତ୍ରା। ଗଜପତି ମହାରାଜଙ୍କ ବାରମ୍ବାର ଚିଠି ପରେ ବି ଇସ୍କନ ମାନୁନି କି , ଖାତିର୍ ବି କରୁନି। ଏପ୍ରିଲ ୧୧ରେ ହ୍ୟୁଷ୍ଟନରେ ରଥଯାତ୍ରା ଆୟୋଜନ କରିଥିଲା। ଟେକ୍ସାସ୍ ଓ ବ୍ରିସବେନ୍ର ମଧ୍ୟ…
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ବଡ ଯୋଜନା,ଦୁର୍ବୃତ୍ତର ଫଟୋ ସେୟାର କଲେ ଟ୍ରମ୍ପ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ବଡ ଯୋଜନା । କିନ୍ତୁ ଫେଲ୍ ମାରିଲା ପ୍ଲାନ୍ । ବର୍ତ୍ତିଗଲେ ଟ୍ରମ୍ପ୍ । ଘଟଣାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା । ତେବେ ଗୁଳିମାଡ କରିଥିବା ଦୁର୍ବୃତ୍ତକୁ ସୁରକ୍ଷାକର୍ମୀ ଧରିଛନ୍ତି । ଦୁର୍ବୃତ୍ତର ଫଟୋ ମଧ୍ୟ ସୋସିଆଲ…
ଭାରତରୁ ଆମଦାନୀ ହେଉଥିବା ସୋଲାର ସେଲ୍ ଉପରେ ୧୨୩ ପ୍ରତିଶତ ‘ଆଣ୍ଟି-ଡମ୍ପିଂ ଡ୍ୟୁଟି’ ଲାଗୁ କଲା…
ଭାରତୀୟ ସୋଲାର ପ୍ୟାନେଲ୍ ଏବଂ ସୋଲାର ସେଲ୍ (Solar Cells) ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକ ପାଇଁ ଆମେରିକା ବଜାରରୁ ଏକ ଖରାପ ଖବର ଆସିଛି। ଆମେରିକା ସରକାର ଭାରତରୁ ଆମଦାନୀ ହେଉଥିବା ସୋଲାର ସେଲ୍ ଉପରେ ୧୨୩ ପ୍ରତିଶତ 'ଆଣ୍ଟି-ଡମ୍ପିଂ ଡ୍ୟୁଟି' (Anti-Dumping Duty) ଲାଗୁ କରିବାକୁ…