Trending
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
Browsing Category
National
ଜଳୁଛି ପଶ୍ଚିମବଙ୍ଗ,ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକଙ୍କୁ ଗୁଳି କରି ହତ୍ୟା ,ଏହା ଏକ ପ୍ରି ପ୍ଲାନଡ୍ ମର୍ଡର୍-…
ଜଳୁଛି ପଶ୍ଚିମବଙ୍ଗ । ନିର୍ବାଚନ ଫଳାଫଳ ଘୋଷଣା ପରେ ପଶ୍ଚିମବଙ୍ଗ ଅଶାନ୍ତ ହୋଇ ପଡିଛି । ଗତ ଦୁଇ ଦିନ ହେଲା ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଏପରିକି ବିଜେପି ନେତା ତଥା ମୁଖ୍ୟମନ୍ତ୍ରୀ ରେସରେ ସବୁଠୁ ଆଗରେ ଥିବା ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକଙ୍କୁ…
ନିଜ ପଦରୁ ଇସ୍ତଫା ଦେଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା
ଆସାମ ବିଧାନସଭା ନିର୍ବାଚନର ଫଳାଫଳ ପାଇବା ପରେ ରାଜ୍ୟରେ ନୂତନ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆଜି ତାଙ୍କ ମନ୍ତ୍ରୀ ପରିଷଦ ସହିତ ପଦରୁ ଇସ୍ତଫା ଦେଇଛନ୍ତି । ଆସନ୍ତା ୧୧ ତାରିଖରେ ଆସାମରେ ନୂଆ ସରକାର ଶପଥ ନେବେ । ଏନେଇ କାମଚଳା ମୁଖ୍ୟମନ୍ତ୍ରୀ…
ଖୁବ୍ ଶୀଘ୍ର ପଞ୍ଜାବରେ ରକ୍ତର ନଦୀ ବହିବ ,ସବୁ ଆଡେ ଲାଲ୍ ଦେଖାଯିବ ବୋଲି ଚେତାବନୀ ଦେଲା ଖଲିସ୍ତାନ ଲିବରେସନ୍ ଆର୍ମୀ
ଥରିଛି ଜଳନ୍ଧର ଏବଂ ଅମୃତସର । ପଞ୍ଜାବର ଏହି ଦୁଇ ସହରରେ ଭୟଙ୍କର ବିସ୍ଫୋରଣ । ମଙ୍ଗଳବାର ରାତ୍ରରେ ଜଳନ୍ଧରରେ ଥିବା ବିଏସଏଫ କ୍ୱାର୍ଟର ବାହାରେ ବିସ୍ଫୋରଣ ହୋଇଛି । କ୍ୟାମ୍ପସ ବାହାରେ ଥିବା ଏକ ସ୍କୁଟିରେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣତ ଶବ୍ଦ ଏତେ ଭୟଙ୍କର ଥିଲା ଯେ ଏହା ଦୁଇ…
ଆସନ୍ତା ୭ ତାରିଖରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ଥାଲପତି ବିଜୟ
ତାମିଲନାଡୁ ନିର୍ବାଚନରେ କମାଲ କରିଥିବା ଥାଲପତି ବିଜୟ ଆସନ୍ତା ୭ ତାରିଖରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । ତାଙ୍କ ଦଳ ପ୍ରଥମ କରି ତାମିଲନାଡୁରେ ଲଢ଼ିଥିଲା। ତାଙ ଟିଭିକେ ପ୍ରଥମଥର ତାମିଲନାଡୁ ବିଧାନସଭା ନିର୍ବାଚନ ଲଢ଼ୁଥିବା ବେଳେ ୧୦୮ ଆସନରେ ବିଜୟ ହୋଇ ବହୁମତ ହାସଲ…
ଏହି ପରାଜୟ ପଛରେ ବିଜେପିର ସବୁପ୍ରକାର ଷଡ଼ଯନ୍ତ୍ର ଓ ଉପାୟ ଅବଲମ୍ବନ କରିଛି – ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା…
ନିର୍ବାଚନ ପରିଣାମ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜର ପ୍ରତିକ୍ରିୟା ରଖି ବିଜେପି ଏବଂ କେନ୍ଦ୍ର ସରକାରଙ୍କ ଉପରେ ଶାଣିତ ସ୍ଵରରେ ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ ଏହି ପରାଜୟ ପଛରେ ବିଜେପିର ସବୁପ୍ରକାର ଷଡ଼ଯନ୍ତ୍ର ଓ ଉପାୟ ଅବଲମ୍ବନ କରିଛି। ତାଙ୍କ ପାର୍ଟି…
ଏହି ଜନାଦେଶ କେବଳ କ୍ଷମତା ପରିବର୍ତ୍ତନ ନୁହେଁ, ବରଂ ଭୟମୁକ୍ତ ଏବଂ ବିକାଶ ଆଧାରିତ ପଶ୍ଚିମବଙ୍ଗ ଆଡ଼କୁ ବର୍ଦ୍ଧିତ…
ପଶ୍ଚିମବଙ୍ଗରେ ଐତିହାସିକ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀସ୍ଥିତ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟାଳୟରୁ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିଛନ୍ତି। ପଶ୍ଚିମବଙ୍ଗରେ ନୂଆ ଯୁଗ ଆରମ୍ଭ ହୋଇଛି ବୋଲି କହିଛନ୍ତି। ସେ କହିଛନ୍ତି ଏହି ଜନାଦେଶ କେବଳ କ୍ଷମତା ପରିବର୍ତ୍ତନ…
ଦିଦିଙ୍କୁ ‘ଟାଟା-ବାଏ ବାଏ’ କରିବାର ସମୟ ଆସିଗଲା – ଅମିତ ଶାହା
ଶାହାଙ୍କ ଭବିଷ୍ୟବାଣୀ ହେଲା ସତ । ବର୍ତ୍ତମାନ ସୁଦ୍ଧା ଆସିଥିବା ଟ୍ରେଣ୍ଡରେ ପଶ୍ଚିମବଙ୍ଗରେ ବିଜେପି ସରକାର ଗଢିବା ଏକପ୍ରକାର ସ୍ପଷ୍ଟ ହୋଇସାରିଛି । ପଶ୍ଚିମବଙ୍ଗରେ ଚାଲିଥିଲା ନିର୍ବାଚନୀ ପ୍ରଚାର । ପଶ୍ଚିମବଙ୍ଗର ଡୁମଡୁମ୍ ରାଲିକୁ ସମ୍ବୋଧନ କରୁଥିବା ସମୟରେ ଅମିତ ଶାହା କହିଥିଲେ ଯେ, ମେ…
ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ମାଟି କାମୁଡିଛି ଇଣ୍ଡି ମେଣ୍ଟ
ପାଞ୍ଚୋଟି ରାଜ୍ୟର ଫଳାଫଳ ସାମ୍ନାକୁ ଆସିଛି । ଫାଇନାଲ୍ ରେଜଲ୍ଟ୍ ନଆସିଲେ ବି ଅନେକ ପର୍ଯ୍ୟାୟର ଗଣନା ସରିଲାଣି । ଧିରେ ଧିରେ ଚିତ୍ର ସ୍ପଷ୍ଟ ହେବାକୁ ଲାଗିଛି । ପଶ୍ଚିମବଙ୍ଗରେ ଟିଏମସି ନେତ୍ରୀ ମମତା ବାନାର୍ଜୀଙ୍କ ଗଡ ଧ୍ୱଂସ ହୋଇଯାଇଛି । ଦକ୍ଷିଣରେ ତାମିଲନାଡୁରେ ଏମକେ ଷ୍ଟାଲିନ ସରକାରର…
କୋଲକତାରେ ଆଜି ବିଜୟ ସେଲିବ୍ରେସନ କରିବାକୁ ମନା,ବଡ଼ ନିଷ୍ପତ୍ତି ନେଲେ ପୋଲିସ ଡ଼ିଜି
କୋଲକତାରେ ଆଗେଇ ଚାଲିଛି ବିଜେପି । ଏହାରି ଭିତରେ କୋଲକତା ପୋଲିସ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭୋଟ ଗଣନା ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ପୋଲିସ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ବିଜୟ ପରେ କୌଣସି ଶୋଭାଯାତ୍ରାକୁ ମନା…
ମତଗଣନା କେନ୍ଦ୍ର ବାହାରେ ଟିଏମସି ଏବଂ ବିଜେପି ସମର୍ଥକ ମୁହାଁମୁହିଁ ,ପୋଲିସର ଲାଠିଚାର୍ଜ
ଆଜି ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ଭୋଟ୍ ଗଣତି ଚାଲିଛି । ପଶ୍ଚିମବଙ୍ଗରେ ବିଜେପି ଆଗୁଆ ରହିଥିବା ବେଳେ ଟିଏମସି ପଛେଇ ଚାଲିଛି । ଏନେଇ ବିଜେପି ପାର୍ଟି ଅଫିସରେ ଉତ୍ସବ ଆରମ୍ଭ ହେଲାଣି। ଉତ୍ତର ୨୪ ପ୍ରଗଣା ଜିଲ୍ଲାର ବିଧାନନଗରରେ ଏକ ମତଗଣନା କେନ୍ଦ୍ର ବାହାରେ ଟିଏମସି ଏବଂ…