Trending
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
Browsing Category
National
ପଶ୍ଚିମବଙ୍ଗରେ ବିଜେପି ୧୬୦ ଆସନରେ ଆଗୁଆ ଥିବାବେଳେ ଟିଏମସିକୁ ବଡ଼ ଝଟ୍କା
ପଶ୍ଚିମବଙ୍ଗ ସମେତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ପଶ୍ଚିମବଙ୍ଗର ୨୯୪ ବିଧାନସଭା ଆସନ ମଧ୍ୟରୁ ୨୯୩ରେ ଭୋଟ ଗଣନା କରାଯାଉଛି। ପ୍ରାଥମିକ ଭୋଟ୍ ଗଣତିରେ ପଶ୍ଚିମବଙ୍ଗରେ ବିଜେପି ୧୬୦ ଆସନରେ ଆଗୁଆ ଥିବାବେଳେ ଟିଏମସିକୁ ବଡ଼ ଝଟ୍କା ଲାଗିଛି। ଶାସକ ଦଳ…
ଆରମ୍ଭ ହୋଇଛି ଭୋଟ୍ ଗଣତି,ବେସୁଦ୍ଧା ପଶ୍ଚିମବଙ୍ଗରେ ବିଜେପି ୬୬ଟି ସିଟରେ ଆଗୁଆ ଥିବା ବେଳେ ଟିଏମସି ୬୩ଟି ସିଟରେ…
ଆରମ୍ଭ ହୋଇଛି ଭୋଟ୍ ଗଣତି । ପଶ୍ଚିମବଙ୍ଗ ସମେତ ୫ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଭୋଟ୍ ଗଣତି ଜାରି ରହିଛି । ଏହାସହ ପ୍ରାରମ୍ଭିକ ଟ୍ରେଣ୍ଡ୍ ସାମ୍ନାକୁ ଆସିଛି । ପଶ୍ଚିମବଙ୍ଗରେ ବିଜେପି ଏବଂ ଟିଏମସି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଛି ।
ଏବେସୁଦ୍ଧା…
ଫ୍ଲାଟରେ ଭୟଙ୍କର ଅଗ୍ନିକାଣ୍ଡ, ୯ ମୃତ
ଦିଲ୍ଲୀର ବିବେକ ବିହାରର ଏକ ଫ୍ଲାଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ୯ଜଣଙ୍କର ମୃତ୍ୟୁ ଘଟିଛି । ଗତକାଲି ବିଳମ୍ବିତ ରାତି ପ୍ରାୟ ୩ ଟା ୪୭ ମିନିଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ…
ବିପର୍ଯ୍ୟୟ ସତର୍କତା ସେବା ପାଇଁ ସେଲ୍ ବ୍ରଡକାଷ୍ଟର ଜରୁରୀକାଳୀନ ଆଲର୍ଟ ସିଷ୍ଟମ୍ର ପରୀକ୍ଷଣ
ଶନିବାର ମଧ୍ୟାହ୍ନରେ ସମସ୍ତ ମୋବାଇଲ ଫୋନ୍ ବ୍ୟବହାରକାରୀଙ୍କ ହ୍ୟାଣ୍ଡସେଟ୍କୁ ଏକ ତୀବ୍ର କମ୍ପନ ସୃଷ୍ଟି ଆଲର୍ଟ ସହିତ ବାର୍ତ୍ତା ଆସିଥିଲା। ଏହି ବାର୍ତ୍ତା କ୍ଷଣକ ପାଇଁ ସମସ୍ତଙ୍କୁ ଚକିତ କରିଦେଇଥିଲା। ତେବେ ବାର୍ତ୍ତା ପଢ଼ିବା ପରେ ତାହା ସରକାରଙ୍କ ବିପର୍ଯ୍ୟୟ ସତର୍କତା ପରୀକ୍ଷା ବୋଲି…
ଭୋଟଗଣନା ନ ସରିବା ଯାଏ ଗଣନା କେନ୍ଦ୍ର ନ ଛାଡ଼ିବାକୁ ଏଜେଣ୍ଟମାନଙ୍କୁ ତାଗିଦ କଲେ ମମତା
ତୃଣ ମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀ ଓ ପାର୍ଟି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଶନିବାର ପାର୍ଟିର ଭୋଟଗଣନା କାର୍ଯ୍ୟକର୍ତ୍ତାଙ୍କ ସହ ଭର୍ଚୁଆଲ ମିଟିଂ କରିଛନ୍ତି। ଏଥର ବିଧାନସଭା ନିର୍ବାଚନରେ ପାର୍ଟିକୁ ୨୦୦ରୁ ଅଧିକ ସିଟ୍ ମିଳୁଥିବାର ମମତା କହିଛନ୍ତି। ଟିଏମସି ଦଳୀୟ…
ମଧ୍ୟପ୍ରଦେଶର ଜବଲପୁରରେ ହୋଇଥିବା କ୍ରୁଜ୍ ଦୁର୍ଘଟଣାକୁ ନେଇ ମୁହଁ ଖୋଲିଲେ କ୍ରୁଜର ପାଇଲଟ
ମଧ୍ୟପ୍ରଦେଶର ଜବଲପୁରରେ ହୋଇଥିବା କ୍ରୁଜ୍ ଦୁର୍ଘଟଣାକୁ ନେଇ ମୁହଁ ଖୋଲିଲେ କ୍ରୁଜର ପାଇଲଟ । ତାଙ୍କ କହିବାନୁସାରେ, କ୍ରୁଜ୍ ଯିବା ସମୟରେ କୌଣସି ଝଡ଼ ତୋଫାନ ଆସିବା ଭଳି ପାଣିପାଗ ନଥିଲା । ପାଣିପାଗ ସ୍ଥିତି ଫେରିବା ସମୟରେ ବିଗିଡ଼ିଥିଲା । ପାଗ ବିଗିଡ଼ିବା ଯୋଗୁଁ ସମସ୍ତଙ୍କୁ ଲାଇଫ୍…
ଆସନ୍ତାକାଲି ପଶ୍ଚିମବଙ୍ଗର ୧୫ ବୁଥରେ ହେବ ସାନି ମତଦାନ
ପଶ୍ଚିମବଙ୍ଗର ୧୫ ବୁଥରେ ହେବ ସାନି ମତଦାନ। ନିର୍ବାଚନ ଆୟୋଗ ଶୁକ୍ରବାର ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ସିଟ୍ର ୧୫ ବୁଥରେ ପୁନଃ ଭୋଟିଂ ପାଇଁ ଆଦେଶ ଦେଇଛନ୍ତି। ଏହି ସାନି ମତଦାନ ଶନିବାର ସକାଳ ୭ଟାରୁ ଆରମ୍ଭ ହେବ। ସାନି ମତଦାନ ହେବାକୁ ଥିବା ବୁଥ ଗୁଡ଼ିକରେ ମତଦାନରେ ଘୋଟାଲା ହୋଇଥିବା…
୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୩୦୭୧ଟଙ୍କା ୫୦ ପଇସାକୁ ବୃଦ୍ଧି
ପଶ୍ଚିମବଙ୍ଗ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ଫଳାଫଳ ମେ’ ୪ ତାରିଖରେ ଘୋଷଣା କରାଯିବ। ଏହା ପୂର୍ବରୁ ସାଧାରଣ ଲୋକ ବିଶେଷକରି ବ୍ୟବସାୟ, ମୁଦ୍ରାସ୍ଫୀତି ଦ୍ୱାରା ଆଉ ଏକ ଆଘାତ ପାଇଛନ୍ତି। ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବହୁ ପରିମାଣରେ ବୃଦ୍ଧି ପାଇଛି, ଯାହା…
ଟେନସନରେ ମମତା
୨୦୨୬ ବଙ୍ଗଳା ନିର୍ବାଚନ ଫଳାଫଳ ପୂର୍ବରୁ ତୀବ୍ର ରାଜନୈତିକ କାର୍ଯ୍ୟକଳାପ ଚାଲିଛି। ଭୋଟ ଗଣତି ମେ ୪ ତାରିଖରେ ହେବାକୁ ଯାଉଛି। ଏକଜିଟ ପୋଲ ଫଳାଫଳ ଦ୍ୱାରା ଦିଆଯାଇଥିବା ଆଘାତ କାରଣରୁ ମମତା ବାନାର୍ଜୀ ଏବଂ ବଙ୍ଗଳାରେ ଟିଏମସି କର୍ମୀମାନେ ଏବେ ହାଇ ଆଲର୍ଟରେ ଅଛନ୍ତି; ସେମାନଙ୍କୁ ଇଭିଏମ ଏବଂ…
ଉତ୍ତରପ୍ରଦେଶରେ ୫୯୪ କିମି ଦୀର୍ଘ ଗଙ୍ଗା ଏକ୍ସପ୍ରେସ୍ ୱେକୁ ଉଦଘାଟନ କଲେ ମୋଦି
ଉତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୯୪ କିମି ଦୀର୍ଘ ଗଙ୍ଗା ଏକ୍ସପ୍ରେସ୍ ୱେକୁ ଉଦଘାଟନ କରିଛନ୍ତି । ପ୍ରାୟ ୩୬୨୩୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଗଙ୍ଗା ଏକ୍ସପ୍ରେସ ୱେ ହେଉଛି ଉତ୍ତର ପ୍ରଦେଶର ସବୁଠାରୁ ଲମ୍ବା ଏକ୍ସପ୍ରେସ ୱେ । ପ୍ରାୟ ୧ ହଜାର ୫୦ କୋଟି ଟଙ୍କାର…