Trending
- ମହାପ୍ରଭୁଙ୍କ ରତ୍ନ ଅଳଙ୍କାର କାହିଁକି ସାର୍ବଜନୀନ କରାଯିବ ନାହିଁ ବୋଲି ସେ ପ୍ରଶ୍ନ ଉଠାଇଲେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର
- “ବ୍ରିକ୍ସ ସମ୍ମିଳନୀ”ରେ କୋରାପୁଟର ପ୍ରସିଦ୍ଧ ଆରବିକା କଫି “ଟାଇଗର ବ୍ରାଇଟ୍”,ଚାଷୀ ପରିବାରର ଭାଗ୍ୟ ବଦଳାଇବାରେ ସାହାଯ୍ୟ କରିବ
- ଏହି କାରଣରୁ ବ୍ରିକସ୍ସ ମ୍ମିଳନୀ ମଝିରୁ ନିଜ ଦେଶକୁ ଫେରିଗଲେ ଅବୁଧାବୀ କ୍ରାଉନ ପ୍ରିନ୍ସ
- ୧୮ତମ BRICS ଶିଖର ସମ୍ମିଳନୀ ୨୦୨୬: ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫଟୋ ଉଠାଇବାକୁ ବିଦେଶୀ ମହିଳା ପ୍ରତିନିଧିମାନଙ୍କ ମଧ୍ୟରେ ବେଶ ଉତ୍ସାହ
- ବ୍ରିକ୍ସ ସମ୍ମିଳନୀରେ ଆତଙ୍କବାଦ ବିରୋଧରେ ଭାରତର କୂଟନୈତିକ ଆଭିମୁଖ୍ୟକୁ ବଡ଼ ସମର୍ଥନ
- ୟୁଏଇରେ ତିନି ଦିନିଆ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟି ଟଙ୍କାର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା
- ବନତାରାରୁ ନନ୍ଦନକାନନକୁ ଆସିଲେ ୪୦ରୁ ଅଧିକ ଜୀବଜନ୍ତୁ,ପର୍ଯ୍ୟଟକଙ୍କ ପାଇଁ ଏହା ହେବ ଏକ ନୂଆ ଅନୁଭୂତି
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
Browsing Category
National
୩୩ ସାଂସଦ ନିଲମ୍ବିତ
ନୂଆଦିଲ୍ଲୀ: ସଂସଦର ସୁରକ୍ଷା ତ୍ରୁଟି ନେଇ ହୋହଲ୍ଲା ପ୍ରସଙ୍ଗରେ ପୂର୍ବରୁ ୧୪ ସାଂସଦଙ୍କୁ ଲୋକସଭା ବାଚସ୍ପତି ସସପେଣ୍ଡ କରିଥିବାବେଳେ ଆଉ ୩୩ ଲୋକସଭା ସାଂସଦ ହେଲେ ସସପେଣ୍ଡ । ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କ ସମେତ ଅନ୍ୟାନ୍ୟ ସାଂସଦଙ୍କୁ ସସପେଣ୍ଡ କରିଛନ୍ତି ବାଚସ୍ପତି । ଚଳିତ ଶୀତ…
କର୍ଣ୍ଣାଟକକୁ ଫେରିଲା ମାସ୍କ
ପଡ଼ୋଶୀ ରାଜ୍ୟ କେରଳରେ କୋଭିଡ ମହାମାରୀ ବୃଦ୍ଧି ପରେ କର୍ଣ୍ଣାଟକରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛି କର୍ଣ୍ଣାଟକ ସ୍ୱାସ୍ଥ୍ୟ ମନ୍ତ୍ରଣାଳ । ବିଶେଷ କରି ବରିଷ୍ଠ ନାଗରିକ ଏବଂ ବହୁବିଧ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । କୋଭିଡ ମହାମାରୀକୁ ନେଇ ଭୟଭୀତ…
ସଶକ୍ତ ହେଉଛି ଭାରତୀୟ ବାୟୁସେନା
ଆକାଶ ଓ୍ବିପନ ସିଷ୍ଟମର ସଫଳ ପରୀକ୍ଷଣ କରାଯାଇଛି । ଏହି ୱିପନ ସିଷ୍ଟମ ଗୋଟିଏ ଥରରେ ୪ଟି ଲକ୍ଷ୍ୟଭେଦ କରିଛି । ଏପରି ପ୍ରତିରକ୍ଷା କ୍ଷମତା ହାସଲ କରିବାରେ ଭାରତ ବିଶ୍ୱରେ ପ୍ରଥମ ଦେଶ ବୋଲି ଡିଆରଡିଓ ପକ୍ଷରୁ କୁହାଯାଇଛି । ପରୀକ୍ଷଣ ବେଳେ ଗୋଟିଏ ଦିଗରୁ ୪ଟି ଟାର୍ଗେଟ୍ କ୍ଲୋଜ ଫର୍ମେସନରେ…
କୌଣସି ଶକ୍ତି ନାହିଁ ଯିଏ ଜମ୍ମୁ-କଶ୍ମୀରରେ ଧାରା ୩୭୦କୁ ଫେରାଇ ପାରିବ
ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ମଧ୍ୟ ସୁପ୍ରିମକୋର୍ଟ ଅନୁମୋଦନ କରିଛନ୍ତି। ପରେ ଧାରା ୩୭୦ ପ୍ରତ୍ୟାହାର ପାଇଁ ବିରୋଧୀ ଦଳ ସମେତ କାଶ୍ମୀରର ବିଭିନ୍ନ ଦଳ ଜୋରଦାର ଲଢ଼େଇ କରିବାକୁ କହିଛନ୍ତି। ତେବେ ଏ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ନାଗପୁରର ସୋଲାର ଏକ୍ସପ୍ଲୋସିଭ କମ୍ପାନୀରେ ବିସ୍ଫୋରଣ
ମହାରାଷ୍ଟ୍ର ନାଗପୁରର ବାଜାରଗାଓଁରେ ଥିବା ସୋଲାର ଏକ୍ସପ୍ଲୋସିଭ କମ୍ପାନୀର ବିସ୍ଫୋରଣ । ବିସ୍ଫୋରଣରେ ୯ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଇଛି । ବିସ୍ଫୋରଣ କାଷ୍ଟ ବୁଷ୍ଟର ପ୍ଲାଣ୍ଟ ପ୍ୟାକିଂ ସମୟରେ ହୋଇଥିବା କୁହାଯାଉଛି । ପୋଲିସ କହିବା…
କମଳନାଥଙ୍କୁ ପିସିସି ସଭାପତି ପଦରୁ ହଟାଇଲା କଂଗ୍ରେସ
ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ମାତ୍ର ୬୬ଟି ଆସନରେ ଜିତିଥିବାବେଳେ ଛତିଶଗଡ଼ରେ ୩୫ଟି ଆସନରେ ବିଜୟୀ ହୋଇଥିଲା । ଏହି ଦୁଇଟି ରାଜ୍ୟରେ ଭାଜପା ଯଥାକ୍ରମେ ୧୬୩ଟି ଓ ୫୪ଟି ଆସନରେ ବିଜୟୀ ହୋଇ ସରକାର ଗଢିଛି । ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ପରାଜୟ ପରେ କଂଗ୍ରେସ ସଂଗଠନରେ ବଡ଼ ଧରଣର…
ସହିଦଙ୍କୁ ଝୁରୁଛି ସାରା ଦେଶ
ଆଜି ଦେଶ ପାଳୁଛି ବିଜୟ ଦିବସ । ଭାରତ ଆଜି ୫୨ ତମ ‘ବିଜୟ ଦିବସ’ ପାଳନ କରୁଛି । ଦେଶର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଦେଶବ୍ୟାପୀ ଭାରତୀୟ ସେନା ପାଳୁଛି ବିଜୟ ଦିବସ । ସହିଦଙ୍କୁ ଝୁରୁଛି ସାରା ଦେଶ । ୧୯୭୧ ଯୁଦ୍ଧରେ ଆଜିର ଦିନରେ ପାକିସ୍ତାନ ଉପରେ ବିଜୟ…
ସାରା ବିଶ୍ୱରେ ମୋଦୀଙ୍କ ଜଲୱା
ବିଶ୍ୱର ବହୁ ବଡ଼ ବଡ଼ ରାଷ୍ଟ୍ର ନେତା ମୋଦୀଙ୍କ ଜୀବନଶୈଳୀକୁ ଅନୁସରଣ କରିବାକୁ ପସନ୍ଦ କରନ୍ତି। କାରଣ ଜଣେ ସାଧାରଣ ଚାହା ବିକାଳୀରୁ ସିଏ ଆଜି ସାରା ବିଶ୍ୱରେ ସବୁଠାରୁ ଲୋକପ୍ରିୟ ନେତା ହୋଇପାରିଛନ୍ତି। ଯେଉଁଥିପାଇଁ ସମସ୍ତ ଛୋଟରୁ ବଡ଼ ଦେଶ ଯାଏଁ ତାଙ୍କର ଭାରି ପ୍ରଶଂସା ଓ ସମ୍ମାନ କରନ୍ତି।…
ସଂସଦ ସୁରକ୍ଷା ତ୍ରୁଟିକୁ ନେଇ କଂଗ୍ରେସ ଆକ୍ରାମକ,ନିଶାନାରେ ବିଜେପି
ନୂଆଦିଲ୍ଲୀ: ସଂସଦ ସୁରକ୍ଷା ତ୍ରୁଟିକୁ ନେଇ ବିଜେପି ସରକାରକୁ କଂଗ୍ରେସ ଟାର୍ଗେଟ କରିଥିବାବେଳେ ସୁରକ୍ଷା ବଳୟକୁ ନେଇ ଉଠାଇଛି ପ୍ରଶ୍ନବାଚୀ । କଂଗ୍ରେସ କହିଛି କି, ବିଜେପି ସାଂସଦଙ୍କ ପାସରେ ସେମାନେ ପ୍ରବେଶ କରିଥିବାବେଳେ ଅଭିଯୁକ୍ତମାନେ ବିଜେପିର ଅତିଥୀ । ସେପଟେ ସଂସଦର ସୁରକ୍ଷାବଳୟ ଭେଦ…
ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଯାଦବ
ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଯାଦବ। ରାଜ୍ୟପାଳ ମଙ୍ଗୁଭାଇ ଛଗନଭାଇ ପଟେଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଦକ୍ଷିଣ ଉଜୈନରୁ କ୍ରମାଗତ ୩ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ୫୮ବର୍ଷୀୟ ମୋହନ ଯାଦବ। ଶିବରାଜ ସିଂ ସରକାରରେ ସେ…