Trending
- ମହାପ୍ରଭୁଙ୍କ ରତ୍ନ ଅଳଙ୍କାର କାହିଁକି ସାର୍ବଜନୀନ କରାଯିବ ନାହିଁ ବୋଲି ସେ ପ୍ରଶ୍ନ ଉଠାଇଲେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର
- “ବ୍ରିକ୍ସ ସମ୍ମିଳନୀ”ରେ କୋରାପୁଟର ପ୍ରସିଦ୍ଧ ଆରବିକା କଫି “ଟାଇଗର ବ୍ରାଇଟ୍”,ଚାଷୀ ପରିବାରର ଭାଗ୍ୟ ବଦଳାଇବାରେ ସାହାଯ୍ୟ କରିବ
- ଏହି କାରଣରୁ ବ୍ରିକସ୍ସ ମ୍ମିଳନୀ ମଝିରୁ ନିଜ ଦେଶକୁ ଫେରିଗଲେ ଅବୁଧାବୀ କ୍ରାଉନ ପ୍ରିନ୍ସ
- ୧୮ତମ BRICS ଶିଖର ସମ୍ମିଳନୀ ୨୦୨୬: ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫଟୋ ଉଠାଇବାକୁ ବିଦେଶୀ ମହିଳା ପ୍ରତିନିଧିମାନଙ୍କ ମଧ୍ୟରେ ବେଶ ଉତ୍ସାହ
- ବ୍ରିକ୍ସ ସମ୍ମିଳନୀରେ ଆତଙ୍କବାଦ ବିରୋଧରେ ଭାରତର କୂଟନୈତିକ ଆଭିମୁଖ୍ୟକୁ ବଡ଼ ସମର୍ଥନ
- ୟୁଏଇରେ ତିନି ଦିନିଆ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟି ଟଙ୍କାର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା
- ବନତାରାରୁ ନନ୍ଦନକାନନକୁ ଆସିଲେ ୪୦ରୁ ଅଧିକ ଜୀବଜନ୍ତୁ,ପର୍ଯ୍ୟଟକଙ୍କ ପାଇଁ ଏହା ହେବ ଏକ ନୂଆ ଅନୁଭୂତି
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
Browsing Category
National
ଇଣ୍ଡିଆ ମେଣ୍ଟର ଦେଶବ୍ୟାପୀ ଆନ୍ଦୋଳନ
ନୂଆଦିଲ୍ଲୀ: ଇଣ୍ଡିଆ ମେଣ୍ଟର ଦେଶବ୍ୟାପୀ ଆନ୍ଦୋଳନ । ସଂସଦର ଶୀତ ଅଧିବେଶନରେ ବିଶୃଙ୍ଖଳ ଆଚରଣ ପାଇଁ ଉଭୟ ଲୋକସଭା ଓ ରାଜ୍ୟସଭାର ୧୪୬ ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଥିବାରୁ ଏହାର ଦେଶବ୍ୟାପୀ ପ୍ରତିବାଦ ବିରୋଧୀ ଇଣ୍ଡିଆ ମେଣ୍ଟ ପକ୍ଷରୁ କରାଯାଇଛି। ଜନ୍ତରମନ୍ତରଠାରେ ଇଣ୍ଡିଆ ମେଣ୍ଟର…
ସାଂସଦମାନଙ୍କ ନିଲମ୍ବନକୁ ନେଇ ବର୍ଷିଲେ ମଲ୍ଲିକାର୍ଜୁନ ଖଡଗେ
ଶୀତ ଅଧିବେସନରେ ୧୪୬ ଜଣ ସାଂସଦଙ୍କ ନିଲମ୍ବନକୁ ବିରୋଧ କରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ, ଯେତେବେଳେ ଭଲ ଆଇନ ଆସେ ସେତେବେଳେ ଆମେ ସମର୍ଥନ କରିଥାଉ । ହେଲେ ସରକାର ଯାହା କରୁଛନ୍ତି ତାହା ଭଲ ନୁହେଁ । ସେ ବିଜେପି ଏବଂ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ।…
ରଜୌରୀ ଆତଙ୍କୀ ହାମ୍ଲା: ୫ଯବାନ ସହିଦ୍
ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଥିବା ରଜୌରୀରେ ଆତଙ୍କବାଦୀମାନେ ସେନାର ଏକ ଟ୍ରକ୍ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଆକ୍ରମଣରେ ଏପର୍ଯ୍ୟନ୍ତ ୫ଜଣ ଯବାନ ସହିଦ ହୋଇଛନ୍ତି। ସେନା ପକ୍ଷରୁ କୁହାଯାଇଛି ଯେ ରଜୌରୀ ସେକ୍ଟରର ଥାନାମଣ୍ଡି ଅଞ୍ଚଳରେ ଆତଙ୍କବାଦୀମାନେ ଏକ ପାହାଡ଼ ନିକଟରେ…
ଶସ୍ତାରେ ମିଳିବ LPG ସିଲିଣ୍ଡର
ଆଜିଠାରୁ ଶସ୍ତାରେ ଏଲପିଜି ସିଲିଣ୍ଡର ପାଇପାରିବେ ଗ୍ରାହକ । ରାଜଧାନୀ ଦିଲ୍ଲୀରୁ ପାଟନା ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟରେ ଏବେ କମ୍ ମୂଲ୍ୟରେ ଗ୍ରାହକ ଏଲପିଜି ସିଲିଣ୍ଡର ପାଇବେ । ଗ୍ରାହକମାନଙ୍କ ପାଇଁ ଡିସେମ୍ବର ୨୨ ତାରିଖରୁ ସିଲିଣ୍ଡର ପିଛା ୩୯.୫୦ ଟଙ୍କା କମ୍ କରିଛନ୍ତି ସରକାର । ତେବେ…
କୋଭିଡ୍ – ୧୯ ସ୍ଥିତି ନିୟନ୍ତ୍ରଣ ଏବଂ ପରିଚାଳନା ପାଇଁ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାର ପ୍ରସ୍ତୁତି ସମୀକ୍ଷା କଲେ…
କେତେକ ରାଜ୍ୟରେ କୋଭିଡ୍ - ୧୯ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଭାରତରେ କୋଭିଡ୍ - ୧୯ ସ୍ଥିତି ଏବଂ କୋଭିଡ୍ – ୧୯ ର ତଦାରଖ, ନିୟନ୍ତ୍ରଣ ଏବଂ ପରିଚାଳନା ପାଇଁ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାର ପ୍ରସ୍ତୁତିର ସମୀକ୍ଷା ନିମନ୍ତେ ଆଜି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର…
ପାସ୍ ହେଲା ୩ ସଂଶୋଧିତ ନୂଆ ଆଇନ ବିଲ୍
ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା, ଭାରତୀୟ ସାକ୍ଷ୍ୟ ଆଇନ ଲୋକସଭାରେ ଆଜି ପାସ୍ ହୋଇଛି । ଏହି ବିଲ୍ ପାସ୍ ଅବସରରେ ନାଗରିକଙ୍କ ସୁରକ୍ଷା, ଗୁରୁତ୍ୱ ଏବଂ ରାଷ୍ଟ୍ରହିତକୁ କଥା କହିଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହ । ମବ୍ ଲିଞ୍ଚିଂ ବା ଭିଡ଼ ହିଂସା ଏକ ଘୃଣିତ ଅପରାଧ ଅଟେ । ଆଉ…
ଡରାଇଲାଣି କରୋନା
ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବ କୋଭିଡ ବୈଠକ। ସବୁ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ କେନ୍ଦ୍ର ସରକାର। କୋଭିଡ ସ୍ଥିତି ସମୀକ୍ଷା କରିବେ। କେରଳ ଓ କର୍ଣ୍ଣାଟକରେ ସଂକ୍ରମଣ ବଢିବା ପରେ ଗାଇଡଲାଇନ ଜାରି କରାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବୈଷୟିକ…
ତାମିଲନାଡୁରେ ପ୍ରବଳ ବର୍ଷା
ପାଣିରେ ଉବୁଡୁବୁ ତାମିଲନାଡୁ । ଗତ ୨ ଦିନ ହେଲାଣି ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ତାମିଲନାଡୁରେ ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ତାମିଲନାଡୁର ଦକ୍ଷିଣ ଭାଗରେ ପ୍ରବଳ ବର୍ଷା ଯୋଗୁ ରେଲଓ୍ୱେ ଟ୍ରାକ୍ କ୍ଷତିଗ୍ରସ୍ତ ହୋଇଛି । ଫଳରେ…
ମଦ ଦୁର୍ନୀତି ମାମଲା:କେଜ୍ରିୱାଲଙ୍କୁ ପୁଣି ED ସମନ
କେଜ୍ରିୱାଲଙ୍କୁ ପୁଣି ଥରେ ଇଡି ସମନ କରିଛି । ମଦ ଦୁର୍ନୀତି ମାମଲାରେକେଜ୍ରିୱାଲଙ୍କୁ ପୁଣି ED ସମନ କରିବାକୁ ନେଇ ରାଜନୀତି ଜୋର ଧରିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପୁଣି ଥରେ ସମନ୍ କରିଛି ପ୍ରବର୍ତ୍ତନ…
ଶୀତ ଅଧିବେଶନରୁ ମୋଟ ୯୨ ସାଂସଦଙ୍କୁ ନିଲମ୍ବିତ କରାଯାଇଛି: ଓମ ବିର୍ଲା
ନୂଆଦିଲ୍ଲୀ:ସଂସଦରେ ସୁରକ୍ଷା ତ୍ରୁଟି କୁ ନେଇ ଲଗାତାର ଚତୁର୍ଥ ଦିନ ଲୋକସଭାରେ ଉତ୍ତେଜନା ଦେଖାଦେଇଥିଲା । ଲୋକସଭାରେ ସୁରକ୍ଷା ତ୍ରୁଟି ଘଟଣାରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ବୟାନ ଦାବି କରି ବିରୋଧୀ ଏମପିଙ୍କ ହଙ୍ଗାମା ପାଇଁ ଉଭୟ ଗୃହରୁ ୯୨ ସଦସ୍ୟ ନିଲମ୍ବିତ ହୋଇଛନ୍ତି। …