Browsing Category

National

ଶ୍ରୀକୃଷ୍ଣଙ୍କ ଦ୍ୱାରିକା ନଗରୀରେ ହେବ

ଟୁରିଜିମ ସେକ୍ଟର ଦ୍ରୁତ ଭତିରେ ବୃଦ୍ଧି ପାଇଛି । କେବଳ ପୃଥିବୀ ଉପରେ ନୁହେଁ ବରଂ ଅନ୍ତରୀକ୍ଷକୁ ନେଇ ମଧ୍ୟ ବିଭିନ୍ନ ପ୍ରକାର ଯୋଜନା ଚାଲିଛି । ତେବେ ଏହି କ୍ଷେତ୍ରରେ ଆସିବାକୁ ଯାଉଛି ଆଉ ଏକ ବିରାଟ ପରିବର୍ତ୍ତନ । ଏବେ ପାଣି ତଳେ ମଧ୍ୟ ତିଆରି ହେବାକୁ ଯାଉଛି ଟୁରିଷ୍ଟ ଡେଷ୍ଟିନେଶନ ।…

ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଲଲନ୍ ସିଂହ, ନୀତିଶ ପୁଣି ହେଲେ ସଭାପତି

ନୂଆଦିଲ୍ଲୀ: ବିହାର ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ବିହାରରେ ପୁଣି ରାଜନୈତିକ ଓଲଟପାଲଟ ହେବାର ସଂଭାବନା ରହିଛି ବୋଲି ଚର୍ଚା ହେଉଛି ।  ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିହାର ରାଜନୀତିରେ ବଡ଼ ପରିବର୍ତ୍ତନ ହୋଇଛି ।  ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଲଲନ ସିଂହ…

ଇତିହାସ ରଚିବ ଇସ୍ରୋ

ଜାନୁଆରୀ ୬ରେ ଇତିହାସ ରଚିବ ଇସ୍ରୋ । ଅପରାହ୍ଣ ୪ଟାରେ ଲାଗରେଞ୍ଜ ପଏଣ୍ଟରେ ପହଞ୍ଚିବ ଆଦିତ୍ୟ ଏଲ୧ । ଏନେଇ ସୂଚନା ଦେଇଛନ୍ତି ଇସ୍ରୋ ଅଧ୍ୟକ୍ଷ ଏସ. ସୋମନାଥ ।ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ପ୍ରେରିତ ହୋଇଥିବା ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ୍-୧ର ସଫଳତାକୁ ଅପେକ୍ଷା କରିଛି ସାରା ବିଶ୍ବ…

ଅଭିନେତା ବିଜୟକାନ୍ତ ଙ୍କ ପରଲୋକ

ଚେନ୍ନାଇ: ଅଭିନେତା ବିଜୟକାନ୍ତ ଙ୍କ ପରଲୋକ । ଅସୁସ୍ଥତା ହେତୁ ଅଭିନେତା  ବିଜୟକାନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ନଭେମ୍ବର ୨୦ ତାରିଖ ଦିନ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶ୍ବାସପ୍ରଶ୍ବାସଜନିତ ସଂକ୍ରମଣ ଯୋଗୁଁ ସେଠାରେ ସେ ଚିକିତ୍ସିତ ହେଉଥିଲେ। ତେବେ…

ବଦଳିଲା ନାଁ

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରେଳ ଷ୍ଟେସନ ଅଯୋଧ୍ୟା ଧାମର ନାମକରଣ କରିବାକୁ ରେଳ ଅଧିକାରୀଙ୍କୁ ନିବେଦନ କରିଛନ୍ତି।ଉତ୍ତର ପ୍ରଦେଶ ସରକାର ସଂସ୍କୃତି ଓ ପରମ୍ପରାକୁ ଦୃଷ୍ଟିରେ ରଖି ସହର ଓ ସ୍ଥାନଗୁଡ଼ିକର ନାମ ବଦଳାଉଛନ୍ତି  । ବର୍ତ୍ତମାନ ଏହି ତାଲିକାରେ ଅଯୋଧ୍ୟାର ନାମ…

୧୪ରୁ ଆରମ୍ଭ ହେବ ରାହୁଲ ଗାନ୍ଧିଙ୍କ ‘ଭାରତ ନ୍ୟାୟ ଯାତ୍ରା

ନୂଆଦିଲ୍ଲୀ: ୧୪ରୁ ଆରମ୍ଭ ହେବ ରାହୁଲ ଗାନ୍ଧିଙ୍କ ‘ଭାରତ ନ୍ୟାୟ ଯାତ୍ରା  । ରାହୁଲଙ୍କ ଏହି ଭାରତ ନ୍ୟାୟ ଯାତ୍ରା ୧୪ଟି ରାଜ୍ୟର ୮୫ ଜିଲ୍ଲା ଦେଇ ଯାତ୍ରା କରିବ। କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେ ଇମ୍ଫାଲରୁ ଏହି ଯାତ୍ରାର ଶୁଭାରମ୍ଭ କରିବେ। ମଣିପୁର, ନାଗାଲାଣ୍ଡ, ଆସାମ, ମେଘାଳୟ,…

ଡିସେମ୍ବର ୨୮ ଏବଂ ୨୯ ରେ ଦିଲ୍ଲୀରେ ମୁଖ୍ୟ ଶାସନ ସଚିବଙ୍କ ତୃତୀୟ ଜାତୀୟ ସମ୍ମିଳନୀ

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଡିସେମ୍ବର ୨୮ ଏବଂ ୨୯, ୨୦୨୩ ରେ ଦିଲ୍ଲୀରେ ମୁଖ୍ୟ ଶାସନ ସଚିବମାନଙ୍କର ତୃତୀୟ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ । ସମବାୟ ସଂଘୀୟତାର ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣରୁ ପ୍ରେରିତ ହୋଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ…

୨୪ ଘଣ୍ଟାରେ ୬୩ ଜେଏନ୍.୧ ମାମଲା

ଭାରତରେ କୋଭିଡ୍-୧୯ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଭାରତରେ ୬୩ ଜଣ କୋଭିଡ୍‌ର ନୂତନ ସବ୍‌ଭାରିଆଣ୍ଟ ଜେଏନ୍.୧ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ଏହାଦ୍ବାରା ବର୍ତ୍ତମାନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪,୦୫୪କୁ ବୃଦ୍ଧି ପାଇଥିବା ବେଳେ କେରଳରୁ ସର୍ବାଧିକ ମାମଲା ସାମ୍ନାକୁ…

ନୂଆବର୍ଷ ପୂର୍ବରୁ ଗ୍ରାହକଙ୍କୁ ଖୁସି ଖବର

ମାର୍କେଟରେ ବିଲ୍ଡିଂ ମାଟେରିଆଲର ମୂଲ୍ୟବୃଦ୍ଧି ଯୋଗୁଁ ଏଥିପ୍ରତି ପଛଘୁଞ୍ଚା ଦେଉଛନ୍ତି ସାଧାରଣ ଲୋକେ । ତେଣୁ ଏହିସବୁ ଜିନିଷର ଦାମ୍ କମିବା ପର୍ଯ୍ୟନ୍ତ ଅପେକ୍ଷା କରି ରହିଛନ୍ତି । ନୂଆ ଘର ନିର୍ମାଣ କରୁଥିବା ଲୋକମାନଙ୍କ ପାଇଁ ନୂଆବର୍ଷ ପୂର୍ବରୁ ଆସିଛି ବଡ଼ ଖୁସିଖବର । ଘର ତିଆରିରେ…

ଜମ୍ମୁ କଶ୍ମୀର ଅଖନୁରରେ ଆତଙ୍କୀ ଅନୁପ୍ରବେଶ ଉଦ୍ୟମ

ଜମ୍ମୁ କଶ୍ମୀର ଅଖନୁରରେ ଆତଙ୍କୀ ଅନୁପ୍ରବେଶ ଉଦ୍ୟମ ପଣ୍ଡ । ୪ ଜଣ ଆତଙ୍କବାଦୀ ସୀମା ପାର କରିବାକୁ ଉଦ୍ୟମ କରିବାବେଳେ ସୁରକ୍ଷା ବାହିନୀଙ୍କ ଜବାବ । ଏନକାଉଣ୍ଟରରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି । ଅନ୍ୟ ୩ ଆତଙ୍କବାଦୀ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି । ମୃତ ଆତଙ୍କବାଦୀର ଶବକୁ…