Trending
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
Browsing Category
National
୫୭ ବର୍ଷରେ ପାଦ ଥାପିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି…
୫୭ ବର୍ଷରେ ପାଦ ଥାପିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ପିଏମ୍ ମୋଦି ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ କାମନା କରଛନ୍ତି । ଏହା ସହିତ ଜାତୀୟ ଶିକ୍ଷା ନୀତିର ସଫଳ…
ଭେନେଜୁଏଲାରେ ଶକ୍ତିଶାଳୀ ଭୂମିକମ୍ପ,ଦୁଃଖ ପ୍ରକାଶ କରିବା ସହିତ ସହାୟତାର ହାତ ବଢାଇଲେ ମୋଦୀ
ଭେନେଜୁଏଲାରେ ଆସିଥିବା ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ଝଟ୍କାରେ ସବୁକିଛି ଛାରଖାର ହୋଇଛି । ରାଜଧାନୀ କାରାକାସ ସମେତ ଅନେକ ସହରରେ ବଡ଼ ବଡ଼ ବିଲିଡିଂ ଧ୍ବଂସ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେନେଜୁଏଲାରେ ଆସିଥିବା ଭୂକମ୍ପ ଯୋଗୁଁ ଦୁଃଖ ପ୍ରକାଶ କରିଛନ୍ତି । ଭେନେଜୁଏଲାର ସହାୟତା…
ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ମୃତ୍ୟୁ ମାମଲା: ମାନସିକ ସ୍ତରରେ ବିବାହ ପାଇଁ ଆଦୌ ପ୍ରସ୍ତୁତ ନଥିଲେ- ପୋଲିସ
ପୁଣେର ୨୬ ବର୍ଷୀୟ ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ମୃତ୍ୟୁ ମାମଲାରେ ପୋଲିସ ଏକ ଚାଞ୍ଚଲ୍ୟକର ଖୁଲାସା କରିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ୨୦ ବର୍ଷୀୟା ସିୟା ଏହି ବିବାହ ପାଇଁ ମାନସିକ ସ୍ତରରେ ଆଦୌ ପ୍ରସ୍ତୁତ ନଥିଲେ। ପରିବାର ଚାପରେ ସେ ଏହି ସମ୍ପର୍କକୁ ଗ୍ରହଣ କରିବାକୁ…
ଲକ୍ଷ୍ନୌ ଅଲିଗଞ୍ଜରେ ଥିବା କୋଚିଂ ସେଣ୍ଟରରେ ନିଆଁ ଲାଗିବା ଘଟଣା: ନିଜେ ବିଲିଡିଂ ଭାଙ୍ଗ ନଚେତ ଏହାକୁ ଭାଙ୍ଗିବ ବିକାଶ…
ଲକ୍ଷ୍ନୌ ଅଲିଗଞ୍ଜରେ ଥିବା କୋଚିଂ ସେଣ୍ଟରରେ ନିଆଁ ଲାଗିବା ଯୋଗୁଁ ୧୫ ଜଣଙ୍କ ଜୀବନ ଚାଲିଯାଇଛି । ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତଦନ୍ତ ପାଇଁ ଏକ ଦୁଇ ସଦସ୍ୟ ବିଶିଷ୍ଟ ସ୍ୱତନ୍ତ୍ର ତଦନ୍ତ ଦଳ (SIT) ଗଠନ କରିଛନ୍ତି । ଲକ୍ଷ୍ନୌ ବିକାଶ ପ୍ରାଧିକରଣ ଅଲ୍ଲୀଗଂଜ ବିଲିଡିଂକୁ ଭାଙ୍ଗିବା…
ସରିଲା NEET-UG ୨୦୨୬ ପୁନଃ ପରୀକ୍ଷା, ଆଜି ଠୁ ପୁଣି ଥରେ ସମ୍ପୂର୍ଣ୍ଣ ଭାବେ ସ୍ଵାଭାବିକ ହୋଇଛି ଟେଲିଗ୍ରାମ୍ ସେବା
ଭାରତର କୋଟି କୋଟି ଟେଲିଗ୍ରାମ୍ ୟୁଜର୍ସଙ୍କ ପାଇଁ ବଡ଼ ଆଶ୍ଵସ୍ତିକର ଖବର। ସାରା ଦେଶରେ ଟେଲିଗ୍ରାମ୍ ସେବା ପୁଣିଥରେ ସମ୍ପୂର୍ଣ୍ଣ ଭାବେ ସ୍ଵାଭାବିକ ହୋଇଛି। ଆଜି ଠାରୁ ବ୍ୟବହାରକାରୀମାନେ କୌଣସି VPN ବିନା ଆପ୍ କୁ ସହଜରେ ବ୍ୟବହାର କରିପାରୁଛନ୍ତି। NEET-UG ୨୦୨୬ ପୁନଃ ପରୀକ୍ଷା ପୂର୍ବରୁ…
ଲକ୍ଷ୍ନୌର ଅଲିଗଞ୍ଜସ୍ଥିତ ପୁରନିୟା ଅଞ୍ଚଳ ଅଗ୍ନିକାଣ୍ଡ , ୧୪ ମୃତ
ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଅଲିଗଞ୍ଜସ୍ଥିତ ପୁରନିୟା ଅଞ୍ଚଳରେ ସୋମବାର ହୋଇଥିବା ଭୀଷଣ ଅଗ୍ନିକାଣ୍ଡ ସାରା ସହରକୁ ସ୍ତବ୍ଦ କରିଦେଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ପୁଷ୍ଟି ହୋଇଛି। ମୃତମାନଙ୍କ ବୟସ ୨୦ରୁ ୨୪ ବର୍ଷ ମଧ୍ୟରେ କୁହାଯାଉଛି ।…
ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ୍ ଲିକ , ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬୦ଜଣଙ୍କଠାରୁ ଊର୍ଦ୍ଧ୍ବ ଗୁରୁତର
ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬୦ଜଣଙ୍କଠାରୁ ଊର୍ଦ୍ଧ୍ବ ଗୁରୁତର ହୋଇଛନ୍ତି । ଏହି ଅଘଟଣ ତାମିଲନାଡ଼ୁ ତିରୁଭାଲୁର୍ ଜିଲ୍ଲା ପେରିୟାପାଲାୟାମ ସ୍ଥିତ ଏକ ଚୁଙ୍ଗୁଡ଼ି କମ୍ପାନୀରେ…
ଭାରତୀୟ ନୌସେନାରେ ସାମିଲ ହେଲା INS ଅଗ୍ରୟ, INS ସଂଶୋଧନ ଏବଂ INS ଦୁନାଗିରି
ଭାରତୀୟ ନୌସେନାରେ ସାମିଲ ହେଲା ୩ ଯୁଦ୍ଧ ଜାହାଜ । INS ଅଗ୍ରୟ, INS ସଂଶୋଧନ ଏବଂ INS ଦୁନାଗିରିକୁ ଭାରତୀୟ ନୌସେନାକୁ ହସ୍ତାନ୍ତର କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଯାହା ଭାରତୀୟ ନୌସେନାର କାର୍ଯ୍ୟକ୍ଷମ କ୍ଷମତାକୁ ଆହୁରି ମଜବୁତ କରିବ । ପ୍ରଧାନମନ୍ତ୍ରୀ ମୋଦି କୋଲକାତାର ଏକ ବନ୍ଦରରେ…
‘ଆନ୍ତର୍ଜାତୀୟ ଯୋଗ ଦିବସ: ‘ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ’
ଆଜି ଦେଶ ତଥା ସମଗ୍ର ବିଶ୍ୱରେ ୧୨ତମ 'ଆନ୍ତର୍ଜାତୀୟ ଯୋଗ ଦିବସ' (International Day of Yoga) ମହାସମାରୋହରେ ପାଳିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଲକାତାର ଐତିହାସିକ 'ରେଡ୍ ରୋଡ୍' (Red Road) ଠାରେ ଆୟୋଜିତ ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏହାର…
ଜୁନ୍ ୨୨ ପର୍ଯ୍ୟନ୍ତ ଟେଲିଗ୍ରାମକୁ ଅବରୋଧ କରିବା ପାଇଁ ସରକାରଙ୍କ ନିଷ୍ପତ୍ତିକୁ ଦିଲ୍ଲୀ ହାଇକୋର୍ଟ ସମର୍ଥନ ଜଣାଇଛନ୍ତି
ଦିଲ୍ଲୀ ହାଇକୋର୍ଟ ଟେଲିଗ୍ରାମ ଉପରେ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି । NEET ପୁନଃପରୀକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ଲାଗୁ କରାଯାଇଥିବା ଅସ୍ଥାୟୀ ପ୍ରତିବନ୍ଧକକୁ ଚ୍ୟାଲେଞ୍ଜ କରି ଦାଖଲ କରାଯାଇଥିବା ଟେଲିଗ୍ରାମ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଯାହା…