Trending
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
Browsing Category
National
ଗୃହିଣୀଙ୍କ କାର୍ଯ୍ୟର ମୂଲ୍ୟ ପ୍ରତି ମାସ ୩୦,୦୦୦ ଟଙ୍କା – ସର୍ବୋଚ୍ଚ ନ୍ୟାୟାଳୟ
ଗୃହିଣୀ ଓ ସ୍ତ୍ରୀ ମାନଙ୍କ ପାଇଁ ଏକ ବଡ ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ସାରା ଦେଶରେ ସ୍ତ୍ରୀ ଏବଂ ଗୃହିଣୀଙ୍କ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ବିଚାରପତି ସଞ୍ଜୟ କାରୋଲ ଏବଂ ଏନ. କୋଟିଶ୍ୱର ସିଂହଙ୍କ ଖଣ୍ଡପୀଠ କହିଛନ୍ତି ଯେ ମହିଳାମାନଙ୍କୁ ଗୃହିଣୀ ନୁହେଁ, ବରଂ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନଡିଏ ସରକାରର ୧୨ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର କ୍ୟାବିନେଟର…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନଡିଏ ସରକାରର ୧୨ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର କ୍ୟାବିନେଟର ବୈଠକ ହୋଇଛି । ଏହି ବୈଠକରେ ଅହମ୍ମଦାବାଦ ମେଟ୍ରୋ ରେଳ ପ୍ରୋଜେକ୍ଟ ବିସ୍ତାର ସହ ଅନେକ ବଡ଼ ନିଷ୍ପତ୍ତି ନିଆଯାଇଛି । କ୍ୟାବିନେଟ ଅହମଦାବାଦ ମେଟ୍ରୋର ଫେଜ୍ ୨ଏ ଅଧିନରେ ୬…
ଫୈସଲ ଖାନ୍ ଓରଫ ଖାନ୍ ସାରଙ୍କୁ ବଡ଼ ଆଶ୍ବସ୍ତି ,ତାଙ୍କ ଗିରଫଦାରୀକୁ ସ୍ଥଗିତ ରଖିଲେ ପାଟନା ଜିଲ୍ଲା ଜଜ୍
ପାଟନା ଜିଲ୍ଲା ଜଜ୍ ଫୈସଲ ଖାନ୍ ଓରଫ ଖାନ୍ ସାରଙ୍କୁ ବଡ଼ ଆଶ୍ବସ୍ତି ପ୍ରଦାନ କରିଛନ୍ତି । ୨ ଜୁନରେ ତାଙ୍କ କୋଚିଂ ଇନଷ୍ଟିଚ୍ୟୁଟରେ ଗୁଳିକାଣ୍ଡ ଘଟାଇବା ଅଭିଯୋଗରେ ଦାୟର ହୋଇଥିବା ମାମଲାରେ ତାଙ୍କ ଗିରଫଦାରୀ ଉପରେ ମଧ୍ୟ ସ୍ଥଗିତ ରଖିଛନ୍ତି । ଜୁନ୍ ୨ ତାରିଖରେ ଖାନ ଗ୍ଲୋବାଲ ଷ୍ଟଡିଜରେ…
ନିଜ ସ୍ତ୍ରୀକୁ ଛାଡ଼ି ଶାଶୁଙ୍କ ସହ କୋର୍ଟରେ ବାହା ହେଲେ ଜ୍ବାଇଁ
ତ୍ତରପ୍ରଦେଶର କାନପୁର ଦେହାତ ଜିଲ୍ଲାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ନିଜ ସ୍ତ୍ରୀକୁ ଛାଡ଼ି ଶାଶୁଙ୍କ ସହ କୋର୍ଟରେ ବାହା ହେଇଛନ୍ତି। ବିବାହ ପରେ ଉଭୟେ ସୋସିଆଲ୍ ମିଡିଆରେ ଏହାର ଘୋଷଣା କରିବା ସହ ଫେରାର୍ ହୋଇଯାଇଛନ୍ତି।
ଘଟଣାର ବିବରଣୀ:
ଏହି ଘଟଣାଟି କାନପୁର ଦେହାତର…
ଚର୍ଚ୍ଚାରେ ଥିବା ଖାନ୍ ସାରଙ୍କ ବିରୋଧରେ ୨ କୋଟି ଟଙ୍କାର ମାନହାନି ମାମଲା ରୁଜୁ କଲେ ନ୍ୟୁଜ୍ ଆଙ୍କର ଅଞ୍ଜନା ଓମ୍…
ଏବେ ସାରା ଦେଶରେ ଚର୍ଚ୍ଚାରେ ଥିବା ଖାନ୍ ସାରଙ୍କ ବିରୋଧରେ ଜଣାଶୁଣା ନ୍ୟୁଜ୍ ଆଙ୍କର ଅଞ୍ଜନା ଓମ୍ କଶ୍ୟପଙ୍କ ମକଦ୍ଦମା । ଜଣାଶୁଣା ବରିଷ୍ଠ ସାମ୍ବାଦିକା ଅଞ୍ଜନା ଓମ୍ କଶ୍ୟପ୍ ଏବଂ ଟିଭି ଟୁଡେ ନେଟୱର୍କ (ଆଜ୍ ତକ୍ ) ପକ୍ଷରୁ ଲୋକପ୍ରିୟ ୟୁଟ୍ୟୁବର ତଥା ଶିକ୍ଷକ ‘ଖାନ୍ ସାର୍’ ଓରଫ ଫୈଜଲ୍…
ମୁମ୍ବାଇ ବିମାନବନ୍ଦରରୁ ଯାତ୍ରୀଙ୍କ ବ୍ୟାଗରୁ ୨୯ଟି ବିଦେଶୀ ବନ୍ୟଜନ୍ତୁଙ୍କୁ ଜବତ କରିଛି କଷ୍ଟମ ବିଭାଗ
ବ୍ୟାଙ୍କକରୁ ମୁମ୍ବାଇ ଫେରୁଥିବା ଭାରତୀୟଙ୍କୁ ମୁମ୍ବାଇ ବିମାନବନ୍ଦରରେ କଷ୍ଟମ ବିଭାଗ ଅଟକ ରଖିଛି । ତାଙ୍କ ପାଖରେ ୨୯ଟି ବିଦେଶୀ ବନ୍ୟଜନ୍ତୁଙ୍କୁ ଜବତ କରିଛି କଷ୍ଟମ ବିଭାଗ । ବନ୍ୟଜନ୍ତୁଙ୍କ ପରିଚୟ, ସୁରକ୍ଷିତ ରେସକ୍ୟୁ ଏବଂ ଉପଚାର ପାଇଁ ବନ୍ୟଜନ୍ତୁ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ ଏବଂ ବନ…
‘ୱି ଦି ଲିଡର’ ଆନ୍ଦୋଳନର ଶୁଭାରମ୍ଭ କରିଛନ୍ତି କେ. ଆନ୍ନାମଲାଇ,ମାତ୍ର କେଇ ଘଣ୍ଟା ମଧ୍ୟରେ ୧୫ ଲକ୍ଷରୁ ଅଧିକ ଲୋକ…
ଭାରତୀୟ ଜନତା ପାର୍ଟି (BJP)ରୁ ଇସ୍ତଫା ଦେବାର ମାତ୍ର କିଛି ଦିନ ମଧ୍ୟରେ କେ. ଆନ୍ନାମଲାଇ ତାମିଲନାଡୁ ରାଜନୀତିରେ ଏକ ବଡ଼ ବିପ୍ଳବ ସୃଷ୍ଟି କରିଛନ୍ତି। ସେ ରାଜ୍ୟରେ ଏକ ସମ୍ପୂର୍ଣ୍ଣ ନୂତନ ରାଜନୈତିକ ଆନ୍ଦୋଳନର ଶୁଭାରମ୍ଭ କରିଛନ୍ତି, ଯାହାର ନାମ ରଖାଯାଇଛି ‘ୱି ଦି ଲିଡର’ (We The…
ପାଟନା ସିଭିଲ କୋର୍ଟରେ ଗୁଳିକାଣ୍ଡ ମାମଲାରେ ଚର୍ଚ୍ଚିତ ଶିକ୍ଷକ ଖାନ୍ ସାର୍
ଚର୍ଚ୍ଚିତ ଶିକ୍ଷକ ଖାନ୍ ସାର୍ ଗୁଳିକାଣ୍ଡ ମାମଲାରେ ପାଟନା ସିଭିଲ କୋର୍ଟରେ ଆତ୍ମ ସମର୍ପଣ କରିବାକୁ ଯାଇଛନ୍ତି । ଖାନ୍ ସାରଙ୍କ ଗିରଫଦାରୀ ନେଇ ପୋଲିସ ଚଢାଉ କରିଛି । ତାଙ୍କ କୋଚିଂ ସେଣ୍ଟର ବାହାରେ ପୋଲିସ ଫୋର୍ସ ନିୟୋଜିତ ରହିଛି । ଗୁଳିକାଣ୍ଡ ଏବଂ ଅସ୍ତ୍ରଶସ୍ତ୍ର ଆଇନ ଉଲ୍ଲଙ୍ଘନ କରିଥିବା…
ଦିଲ୍ଲୀରେ ‘କକ୍ରୋଚ୍’ ପାର୍ଟିର ଆନ୍ଦୋଳନ,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି
ଦିଲ୍ଲୀରେ ‘କକ୍ରୋଚ୍’ ପାର୍ଟିର ଆନ୍ଦୋଳନ। ଦିଲ୍ଲୀର ଯନ୍ତରମନ୍ତରରୁ ଶୁଭିଛି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି। ଯନ୍ତରମନ୍ତରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରି ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କରିଛି କକ୍ରୋଚ ଜନତା ପାର୍ଟି। ପୋଲିସର ହାଇ-ଆଲର୍ଟ ଘୋଷଣା।। …
ଆଇଡବ୍ଲୁଟି କୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଭାରତ, ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ବନ୍ଦ ନ କରିଛି…
ଭାରତ ସିନ୍ଧୁ ଜଳ ସନ୍ଧି (ଆଇଡବ୍ଲୁଟି) କୁ ନେଇ ଶୁକ୍ରବାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ଏଥିରେ ପାକିସ୍ତାନ ଯେଉଁ ପର୍ଯ୍ୟନ୍ତ ସୀମାପାର ଆତଙ୍କବାଦକୁ ସମ୍ପୂର୍ଣ୍ଣ ଓ ବିଶ୍ୱସନୀୟ ଉପାୟରେ ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ ଏହି ସନ୍ଧି ସ୍ଥଗିତ ରହିବ ବୋଲି କହିଛି। ବିଦେଶ ମନ୍ତ୍ରାଳୟର ଏହି…