Trending
- ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣା: ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କଲା NHRC ଟିମ୍
- ରୁପାଲି ଛକ ନିକଟରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର
- ଦିଲ୍ଲୀର ମାଲବ୍ୟ ନଗରରେ ଥିବା ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗି ୨୦ ଜଣଙ୍କ ମୃତ୍ୟୁ,ଏକାଧିକ ଗୁରୁତର
- ଆଜିଠୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ସମ୍ମିଳନୀ,ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା
- STF ର DIG ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ ଡକ୍ଟର କନୱର ବିଶାଲ ସିଂହ
- ସବୁଠୁ ଅଧିକ ସମୟ ଯାଏ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ଭାଙ୍ଗିବେ ନେହରୁଙ୍କ ରେକର୍ଡ
- ଫାର୍ମ ହାଉସରୁ ମିଳିଲା ହାତୀର ମୃତଦେହ
- ରାଜ୍ୟ କ୍ୟାବିନେଟ: ଆସିବ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ
- ଦିଲ୍ଲୀ ଗଲେ ନବୀନ
- ଓଡ଼ିଶା ସରକାରଙ୍କ ନୂଆ ନିର୍ଦ୍ଦେଶନାମା ,ଆଜି ଠାରୁ କେବଳ କିଣାହେବ ଇଭି ଯାନ
Browsing Category
Market
All market-related news and information will update here
ଜୋମାଟୋ ଗ୍ରାହକଙ୍କ ପାଇଁ ଖୁସି ଖବର
ଜୋମାଟୋ କେବଳ ଦେଶ ନୁହେଁ ବରଂ ବିଦେଶରେ ମଧ୍ୟ ବେଶ ପରିଚିତ । ନିକଟରେ ଜୋମାଟୋ କମ୍ପାନୀ ଏହାର ଗ୍ରାହକଙ୍କ ପାଇଁ ଏକ ନୂତନ ଫିଚର ଲଞ୍ଚ୍ କରିଛି । ଫଳରେ ଅନେକ ଗ୍ରାହକ ଲାଭାନ୍ୱିତ ହୋଇପାରିବେ ।କମ୍ପାନୀର ପ୍ରତିଷ୍ଠାତା ଏବଂ ସିଇଓ ଦୀପିନ୍ଦର ଗୋୟଲ ଜୋମାଟୋର ନୂତନ ଫିଚରକୁ ନେଇ ‘ଏକ୍ସ’ରେ ଏକ…
ପୋକୋ ଲଞ୍ଚ କଲା ନିଜର ପ୍ରଥମ ଟାବଲେଟ୍
ଭାରତୀୟ ବଜାରକୁ ପୋକେ ନିଜର ପ୍ରଥମ ଟାବଲେଟ୍ ନେଇ ଆସିଛି । ସାଓମୀର ଏହି ସବ-ବ୍ରାଣ୍ଡ ଏକ ଦମଦାର ଟାବଲେଟରେ ୧୦୦୦୦ଏମଏଏଚର ଶାନଦାର ବ୍ୟାଟେରୀ ସୁବିଧା ରହିଛି । କମ୍ପାନୀ ପକ୍ଷରୁ ଟାବଲେଟର ଡିଜାଇନ ଓ ଡିସପ୍ଲେର ସ୍ପେସିଫିକେସନ୍ସ ମଧ୍ୟ ଶେୟାର କରାଯାଇଛି । ଏହି ଡିଭାଇସ୍ କେବଳ ୱାଇ-ଫାଇ…
ଜିଓ ପଛରେ ପଡିଲା ବିଏସ୍ଏନ୍ଏଲ୍
ଟେଲିକମ୍ କମ୍ପାନୀ ‘ରିଲାଏନ୍ସ ଜିଓ’ ଓଡ଼ିଶାର ସର୍ବାଧିକ ପସନ୍ଦର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ଉଭା ହୋଇଛି। ଏପରିକି ରାଜ୍ୟରେ ଜିଓ ତା’ର ୧ ନମ୍ବର ସ୍ଥାନକୁ ଆହୁରି ସୁଦୃଢ଼ କରିଛି। ଉଲ୍ଲେଖଯୋଗ୍ୟ, ଟେଲିକମ୍ ରେଗୁଲେଟୋରି ଅଥରିଟି ଅଫ୍ ଇଣ୍ଡିଆ(ଟ୍ରାଇ) ଦ୍ୱାରା ପ୍ରକାଶିତ ସର୍ବଶେଷ…
ଓଡ଼ିଶାରେ ସୁନାଖଣି , ନିଲାମ ପାଇଁ ପ୍ରସ୍ତୁତ
ଓଡିଶାରେ ସୁନା ଖଣିର ସନ୍ଧାନ ମିଳିଛି। ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ତୃତୀୟ ଦିନରେ ପ୍ରଶ୍ନକାଳ ସମୟରେ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନରେ ଖଣି ମନ୍ତ୍ରୀ ବିଭୂତି ଜେନା ଉତ୍ତର ରଖି ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ଦେବଗଡ ଜିଲା…
ଛୋଟ ଦୋକାନକୁ ବିପଦ
ଖୁଚୁରା ବିକ୍ରି କ୍ଷେତ୍ରରେ ଯେତେବେଳେ ନୂଆ ବିପ୍ଳବ ଦେଖାଯିଏ ତାହାର ସିଧାସଳଖ ପ୍ରଭାବ ତେଜରାତି ଦୋକାନଗୁଡ଼ିକ ଉପରେ ପଡ଼ିଥାଏ। ତେଜରାତି ଦୋକାନଗୁଡ଼ିକ ଅତୀତରେ ଏଭଳି ଅନେକ ଆହ୍ବାନକୁ ସାମ୍ନା କରିଛନ୍ତି। ଏବେ ସେମାନଙ୍କ ସାମ୍ନାରେ ଆଉ ଏକ ନୂଆ ବିପଦ ଉଭା ହୋଇଛି। ତାହା ହେଉଛି ‘କ୍ବିକ୍…
ରିଜିଓନାଲ ଟିଶାର୍ଟ କଲେକ୍ସନ
ରୟାଲ ଏନ୍ଫିଲ୍ଡର ନୂତନ ଅଭିଯାନ ‘ରିଜିଓନାଲ ଟିଶାର୍ଟ କଲେକ୍ସନ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହି ନୂତନ ଆଞ୍ଚଳିକ/ରିଜିଓନାଲ ଟିସାର୍ଟ କଲେକ୍ସନକୁ ମଧ୍ୟ ସର୍ବଭାରତୀୟସ୍ତରରେ ଉନ୍ମୋଚନ (ଅନାବରଣ) କରାଯାଇଛି। ଅପରପକ୍ଷରେ ମୋଟରସାଇକ୍ଲିଙ୍ଗ୍ ପାଇଁ ବିବିଧତା ଓ ମିଳିତ ଆଗ୍ରହର ଏକ…
ପିଆଜ ଟପିଲା ୫୦
ବଢିଲା ପିଆଜ ଦର। ଆଳୁ ପରେ ଏବେ ପିଆଜ ଦର ବୃଦ୍ଧି ଚିନ୍ତା ବଢାଇଛି। ପିଆଜ କିଲୋପ୍ରତି ୫୦ରୁ ୫୫ ଟଙ୍କାରେ ବିକ୍ରି ହେଉଥବା ବେଳେ ଆଗକୁ ଦରବୃଦ୍ଧି ଆଶଙ୍କା ରହିଛି। ବଜାରରେ ଆଳୁ ଆଉ ପିଆଜ ଦରକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ଗ୍ରାହକ ଓ ବ୍ୟବସାୟୀ। ଆଳୁ ଏବେ ବଜାରରେ ଚାଳିଶ ଟଙ୍କା ଥିବାବେଳେ…
ୟୁପିରୁ ଟ୍ରେନ୍ରେ ଆସିବ ଆଳୁ
ଭୁବନେଶ୍ୱର: ରାଜ୍ୟରେ ଥମିବାର ନାଁ ନେଉନି ଆଳୁ ସଂକଟ। ବଜାରରୁ ଗାଏବ ହେଲାଣି ଆଳୁ, ଚଢା ଦର ଦେଖି ଖାଉଟି ନିରାଶ । ଏହାରି ଭିତରେ ଓଡ଼ିଶାରେ ଆଳୁ ସଂକଟ ଦୂର କରିବା ପାଇଁ ସରକାର ବଡ଼ ପଦକ୍ଷେପ ନେଉଥିବା ସୂଚନା ରୁ ଜଣାପଡିଛି। ଉତ୍ତରପ୍ରଦେଶରୁ ଟ୍ରେନ୍ରେ ଆଳୁ ଆସିବ ବୋଲି ଖାଦ୍ୟ ଯୋଗାଣ…
ଭାରତରେ ଲଞ୍ଚ ହେଲା ହୁୱାୱେ ୱାଚ
ଭାରତୀୟ ବଜାରରେ ହୁୱାୱେନିଜର ନୂଆ ସ୍ମାର୍ଟୱାଚ ଲଞ୍ଚ କରିଛି । ଏହି ୱାଚ ଅତ୍ୟନ୍ତ ଆକର୍ଷକ ହେବା ସହିତ ବଢ଼ିଆ ପ୍ରାଇସରେ ଏହା ପ୍ଲିପକର୍ଟରେ ଉପଲବ୍ଧ ହୋଇଛି । ପ୍ରଥମ ୧୦୦ ଜଣ ଗ୍ରାହକଙ୍କ ପାଇଁ କମ୍ପାନୀ ରିହାତି ଅଫର କରିଛି । ଏହି ସ୍ମାର୍ଟ ୱାଚକୁ ଥରେ ଚାର୍ଜ କଲେ ୧୪ ଦିନ ପର୍ଯ୍ୟନ୍ତ…
ବଜାର ଆସିଲା ମହିନ୍ଦ୍ରା ‘ଥାର୍ ରକ୍ସ’
ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂତନ ଏସ୍ୟୁଭି ‘ମହିନ୍ଦ୍ରା ଥାର୍ ରକ୍ସ’ର ଓ୍ବାର୍ଲଡ ପ୍ରିମିୟର ସହ ଅନାବରଣ ନିକଟରେ ହୋଇଯାଇଛି। ଏପରିକି ‘ମହିନ୍ଦ୍ରା ଥାର୍ ରକ୍ସ’ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି।ଉଲ୍ଲେଖଯୋଗ୍ୟ, ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ…