Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Browsing Category
Market
All market-related news and information will update here
ନେଟେନିଜେନ୍ସ ମାନେ କ୍ରିପ୍ଟୋ ଟ୍ୟାକ୍ସ ହ୍ରାସ କରିବାକୁ ଦାବି କରୁଛନ୍ତି
ମେଟ୍ରୋ ଟିଭି ଓଡିଶା,୩/୨ : ବଜେଟ୍ ୨୦୨୨ ଅଧିବେଶନରେ ସମ୍ପ୍ରତି ଘୋଷଣା ପରେ 'କ୍ରିପ୍ଟୋ ଟ୍ୟାକ୍ସ ହ୍ରାସ' କରୁଥିବା ହେତୁ ନେଟେନିଜେନ୍ସ ଟିକସ ହ୍ରାସ କରିବାକୁ ଦାବି କରୁଛନ୍ତି । ବଜେଟ୍ ୨୦୨୨ ଘୋଷଣା କ୍ରିପ୍ଟୋକରେନ୍ସି ଉପରେ ଟିକସ ପାଇଁ ଅନେକ ଫ୍ଲାକ୍ ପାଇଲା ।ଏକ ୩୦% ଟ୍ୟାକ୍ସ ନିଶ୍ଚିତ!-->…
୨୦୨୨ ବଜେଟ୍ ଉପସ୍ଥାପନା : କଣ ସବୁ ଫୋକସ୍ରେ ରହିଛି
ମେଟ୍ରୋ ଟିଭି ଓଡିଶା,୧/୨ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟରେ ଖାସ୍ କରି ମହିଳା, କୃଷକ, ତଫସିଲଭୁକ୍ତ ଜାତି ଏବଂ ଯୁବଗୋଷ୍ଠୀଙ୍କ ଉପରେ ଫୋକସ୍ କରାଯାଇଛି। ଏଥି ସହିତ ନିର୍ମଳା ସୀତାରମଣ କହିଛନ୍ତି କି, ସମସ୍ତଙ୍କ କଲ୍ୟାଣ!-->!-->!-->…
କମିଲା ରନ୍ଧନ ଗ୍ୟାସ ଦର
ମେଟ୍ରୋ ଟିଭି ଓଡିଶା,୧/୨ : କିଛି ଦିନ ପରେ ୫ ରାଜ୍ୟରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ତେବେ ନିର୍ବାଚନ ପୂର୍ବରୁ ମଧ୍ୟବିତ୍ତଙ୍କୁ ବଡ଼ ଆଶ୍ଵସ୍ତି ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର। ବାଣିଜ୍ୟିକ ଉଦ୍ଦେଶ୍ୟରେ ବ୍ୟବହୃତ ଏଲପିଜି ସିଲିଣ୍ଡର ଶସ୍ତା ହୋଇଛି।ଗ୍ୟାସ୍ ଦରଦାମ୍!-->!-->!-->…
ଗ୍ରାହକଙ୍କ ପାଇଁ ଖୁସି ଖବର:ଏବେ ୫୦ଟଙ୍କାରୁ କମରେ ହେବ ରିଚାର୍ଜ
ମେଟ୍ରୋ ଟିଭି ଓଡିଶା,୨୭/୧ : ଗ୍ରାହକଙ୍କ ପାଇଁ ଖୁସିଖବର। ବିଏସଏନଏଲ୍ ଆଣିଛି ଅନେକ ଆକର୍ଷଣୀୟ ରିଚାର୍ଜ ପ୍ଲାନ୍। ଯାହାଦ୍ୱାରା ଗ୍ରାହକ ମାନେ ଖୁବ୍ ଲାଭବାନ୍ ହୋଇପାରିବା । ସରକାରୀ ଟେଲିକମ୍ କମ୍ପାନୀ ପାଖରେ ୫୦ ଟଙ୍କାରୁ କମ୍ ରେ ୨ଟି ଜବରଦସ୍ତ ରିଚାର୍ଜ ପ୍ଲାନ୍ ରହିଛି। ଏହି ପ୍ଲାନ୍!-->!-->!-->…
ସେୟାର ମାର୍କେଟ୍ରେ ହ୍ରାସ ପାଇଛି ୧୫୪୫ ପଏଣ୍ଟ ସେନ୍ସେକ୍ସ
ମେଟ୍ରୋ ଟିଭି ଓଡିଶା,୨୫/୧ : କରୋନା ଯୋଗୁ ସେୟାର ମାର୍କେଟ୍ର ସ୍ଥିତି ଖରାପ । ଏହି ସପ୍ତାହରେ ସବୁଠାରୁ ବଡ ହ୍ରାସ ଦେଖିବାକୁ ମିଳିଛି । ଉଭୟ ସେନ୍ସେକ୍ସ ଏବଂ ନିଫ୍ଟିରେ ପାଖାପାଖି ୨.୫ ପ୍ରତିଶତରୁ ଅଧିକ ହ୍ରାସ ଘଟିଛି । ସେନ୍ସେକ୍ସ ୧୫୪୫.୬୭ ଅଙ୍କ ଖସି ୫୭,୪୯୧.୫୧ରେ ବନ୍ଦ ରହିଛି ।!-->!-->!-->…
ଡିଜିଟାଲ ମିଡିଆରେ ରାଜ୍ କରୁଛି ନେଟୱର୍କ ଜୀ ମିଡିଆ
ମେଟ୍ରୋ ଟିଭି ଓଡିଶା,୨୫/୧ : ଦେଶରେ ସବୁଠୁ ବଡ ମିଡିଆ ନେଟଓ୍ୱର୍କ ଜୀ ମିଡିଆ ନିଜର ଆଧିପତ୍ୟ ବିସ୍ତାର କରିସାରିଲାଣି । କମ୍ପାନୀ ଦେଶର ଦକ୍ଷିଣ ପ୍ରାନ୍ତରେ ୪ଟି ନୂଆ ଡିଜିଟାଲ ନ୍ୟୁଜ ଚ୍ୟାନେଲ ଲଞ୍ଚ କରିବ । ପ୍ରମୁଖ ୪ଟି ଭାଷାରେ ଏହି ଚ୍ୟାନେଲର ପ୍ରସାରଣ ହେବ । ଏହି ସବୁ ଚ୍ୟାନେଲ!-->!-->!-->…
ରିଲାଏନ୍ସ ଉପରେ ଉତ୍ସାହିତ ଅଛନ୍ତି ବିଶେଷଜ୍ଞ
ମେଟ୍ରୋ ଟିଭି ଓଡିଶା,୨୪/୧ : ରିଲାଏନ୍ସ ଜିଓ ଗ୍ରାହକମାନଙ୍କ ମଧ୍ୟରେ ଘୁଞ୍ଚିବାତ୍ତ ସତ୍ତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଡିସେମ୍ବର ତ୍ରମାସିକ ଫଳାଫଳଗୁଡିକ ବିଶ୍ଳେଷଣକାରୀଙ୍କ ଆକଳନ ସହିତ ମେଳ ଖାଉଛି । ହାତଗଣତି କିଛି ବିଶ୍ଳେଷକ ସେମାନଙ୍କର 'କ୍ରୟ' କଲ୍ ବଜାୟ ରଖିଛନ୍ତି, ଯାହାର ମୂଲ୍ୟ!-->…
ଗ୍ୟାସ ହେଲା ଶସ୍ତା
ମେଟ୍ରୋ ଟିଭି ଓଡିଶା,୨୦/୧ : କରୋନା ମହାମାରୀ ପରେ ଅର୍ଥନୀତିର ଅବସ୍ଥା ଅସନ୍ତୁଳିତ ହୋଇଯାଇିଛି । ଏହି ସବୁ ମଧ୍ୟରେ ସବୁ ଜିନିଷର ଦରଦାମ ବଢିବାରେ ଲାଗିଛି । ପରିବା ରୋଷେଇ ଗ୍ୟାସ ସିଲିଣ୍ଡର ଆଦିର ଦର ଆକାଶ ଛୁଆଁ ହୋଇଛି । ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକ ଏଥିରେ ବିଶେଷ ଭାବେ ପ୍ରଭାବିତ!-->…