Trending
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
Browsing Category
Jobs
ଆସୋସିଏଟ୍ ପ୍ରଫେସର ପଦ ପୂରଣ ପାଇଁ ବିଜ୍ଞପ୍ତି ଜାରି
ଆସୋସିଏଟ୍ ପ୍ରଫେସର ପଦ ପୂରଣ ପାଇଁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ସେପ୍ଟେମ୍ବର ୪ରୁ ଅକ୍ଟୋବର ୪ ତାରିଖ ମଧ୍ୟରେ ଏଥିପାଇଁ ଅନଲାଇନରେ ଆବେଦନ ଗ୍ରହଣ କରାଯିବ । ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧିନରେ କଳାହାଣ୍ଡି ସରକାରୀ…
ଦକ୍ଷତା ବିକାଶ, ଚାକିରି କ୍ଷେତ୍ରରେ ସହାୟକ ହେବ ପିଏମ୍ ଉଷା: ମୁଖ୍ୟମନ୍ତ୍ରୀ
ରାଜ୍ୟରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ‘ପିଏମ୍- ଉଷା’ର ଶୁଭାରମ୍ଭ ହୋଇଛି। କୃଷି ଭବନରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପିଏମ୍-ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଆଜି କୃଷିଭବନରେ ଆୟୋଜିତ ଉତ୍ସବରେ …
ଶେଷ ୪ ମାସ ପାଇଁ ୧୫ଟି ପରୀକ୍ଷା ତାରିଖ ଘୋଷଣା
ଚଳିତ ବର୍ଷର ଶେଷ ଚାରି ମାସ ପାଇଁ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ନିଯୁକ୍ତି କ୍ୟାଲେଣ୍ଡର ଜାରି କରାଯାଇଛି । ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସରେ କେଉଁ ସବୁ ପରୀକ୍ଷା ହେବ ତା’ର ତାରିଖ ଘୋଷଣା କରାଯାଇଛି । ସେପ୍ଟେମ୍ବରରେ ୩ଟି, ଅକ୍ଟୋବରରେ ୨ଟି,…
ଦ୍ୱାଦଶ ବୋର୍ଡରେ ଅନ୍ତର୍ଭୁକ୍ତ ହେବ ନବମ, ଦଶମ ଓ ଏକାଦଶ ଶ୍ରେଣୀର ମାର୍କ
ରାଷ୍ଟ୍ରୀୟ ଶୈକ୍ଷିକ ଗବେଷଣା ଓ ଟ୍ରେନିଂ ପରିଷଦ (ଏନସିଇଆରଟି) ପକ୍ଷରୁ ଆସିଛି ଏକ ବଡ଼ ଅପଡେଟ୍ । ଦ୍ୱାଦଶ ବୋର୍ଡ ଫଳାଫଳରେ ନବମ, ଦଶମ ଓ ଏକାଦଶ ଶ୍ରେଣୀର ମାର୍କକୁ ଅନ୍ତର୍ଭୁକ୍ତ କରାଯିବ । ଦ୍ୱାଦଶ ବୋର୍ଡ ପରୀକ୍ଷାରେଁ ଏକ ନୂଆ ମୂଲ୍ୟାଙ୍କନ ମଡେଲ ଲାଗୁ କରିବାକୁ ଏନସିଇଆରଟି ପକ୍ଷରୁ…
ଖୁବଶୀଘ୍ର ଜାରି କରିବ କନଷ୍ଟେବଳ ପଦବୀରେ ନିଯୁକ୍ତି
ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି ସେମାନଙ୍କୁ ଶୀଘ୍ର ଭଲ ଖବର ମିଳିବାକୁ ଯାଉଛି । ବାସ୍ତବରେ ଷ୍ଟାଫ୍ ସିଲେକସନ କମିଶନ (ଏସଏସସି) ଖୁବ୍ ଶୀଘ୍ର ଖାଲି ପଦବୀ ପାଇଁ ବିଜ୍ଞପ୍ତି ବାହାର କରିବାକୁ ଯାଉଛି, ଯେଉଁଥିରେ ଆସାମ ରାଇଫଲ୍ସରେ ସିଏପିଏଫ, ଏନଆଇଏ, ଏସଏସଏଫ ରେ କନଷ୍ଟେବଳ (ଜିଡି) ଏବଂ…
ହାଇକୋର୍ଟ ତରଫରୁ ଆସିଛି ନିଯୁକ୍ତି ସୁଯୋଗ
ଓଡ଼ିଶା ହାଇକୋର୍ଟ ତରଫରୁ ନିଯୁକ୍ତି ସୁଯୋଗ । ରିସର୍ଚ୍ଚ ଆସିଷ୍ଟାଣ୍ଟ ପଦ ପୂରଣ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଯୋଗ୍ୟ ପ୍ରାର୍ଥୀଙ୍କୁ ମାସିକ ୩୦ ହଜାର ଟଙ୍କା ବେତନ ଆକାରରେ ପ୍ରଦାନ କରାଯିବ । ଏହି ପଦରେ ଆବେଦନ କରିବାକୁ ହେଲେ ଚଳିତ ବର୍ଷ ଜାନୁଆରୀ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର…
ରାଜ୍ୟରେ ପୁଣି ଖାଲି ହେଲା ଗ୍ରାମ ରୋଜଗାର ସେବକ ପଦ
ଜିଆରଏସ ପଦ ପୂରଣ ପାଇଁ କୋରାପୁଟ ଜିଲ୍ଲା ତରଫରୁ ନିଯୁକ୍ତି ସୁଯୋଗ ଆସିଥିଲା । ତେବେ ଏହା ମଧ୍ୟରେ ପୁଣି କିଛି ଜିଆରଏସ ପଦ ପୂରଣ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଗଞ୍ଜାମ ଜିଲ୍ଲାରେ ୩୭୫ଟି ଗ୍ରାମ ରୋଜଗାର ସେବକ ପଦ ପୂରଣ ହେବ । ଏଥିପାଇଁ ଆବେଦନ କରିବାର ଅନ୍ତିମ ତାରିଖ ସେପ୍ଟେମ୍ବର ମାସ…
କନଷ୍ଟେବଲ୍ ଫାୟାରମ୍ୟାନ୍ ନିଯୁକ୍ତି
ସିଆଇଏସଏଫ୍ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ଦେଶର ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଅସ୍ଥାୟୀ ଭିତ୍ତିରେ ମୋଟ ୧୧୩୦ କନଷ୍ଟେବଳ / ଫାୟାର ନିଯୁକ୍ତି (ସିଆଇଏସଏଫ୍ କନଷ୍ଟେବଲ୍ ଫାୟାରମ୍ୟାନ୍ ନିଯୁକ୍ତି ୨୦୨୪) କରାଯିବ ସିଆଇଏସଏଫ କନଷ୍ଟେବଲ୍ ଫାୟାରମ୍ୟାନ୍…
ନିଯୁକ୍ତି ସୁଯୋଗ
ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପୁଣି ଆସିଛି ଏକ ବଡ଼ ସୁଯୋଗ । ଗ୍ରାମ ରୋଜଗାର ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ମୋଟ ୧୬୭ଟି ପଦ ପୂରଣ ହେବ । କୋରାପୁଟ ଜିଲ୍ଲା ପରିଷଦ ପକ୍ଷରୁ ଏନେଇ ଏକ ନୋଟିଫିକେସନ ଜାରି କରାଯାଇଥିବା ବେଳେ ଆବେଦନନର ଅନ୍ତିମ ତାରିଖ…
ବିନା ପରୀକ୍ଷାରେ ସେଣ୍ଟ୍ରାଲ ବ୍ୟାଙ୍କରେ ନିଯୁକ୍ତି ସୁଯୋଗ
ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ(CBI) ଏହାର ଅଧ୍ୟାପକ ଏବଂ ଗାର୍ଡ଼ ସହ ଗାର୍ଡ଼େନର ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି । ଇଚ୍ଛୁକ ପ୍ରାର୍ଥୀ ସେଣ୍ଟ୍ରାଲ ବ୍ୟାଙ୍କର ଅଫିସିଆଲ ୱେବସାଇଟ୍ centralbankofindia.co.inକୁ ଯାଇ ଆବେଦନ କରିପାରିବେ । ଉପରୋକ୍ତ ପଦବୀ ପାଇଁ ଆବେଦନ କରିବାର ଶେଷ…