Browsing Category

Health

News related to complete physical, mental and social well-being

ଆଜିଠୁ ୧୦ ଦଫା ଦାବି ନେଇ ଡାକ୍ତରଙ୍କ ଆନ୍ଦୋଳନ,ଅନିର୍ଦ୍ଦିଷ୍ଟକାଳ ପାଇଁ ରାଜ୍ୟରେ ରୋଗୀ ସେବା ବନ୍ଦ

ଆଜିଠୁ ଡାକ୍ତରଙ୍କ ଆନ୍ଦୋଳନ । ଜାତୀୟ ଡାକ୍ତର ଦିବସରେ ଆନ୍ଦୋଳନକୁ ଓହ୍ଲାଇବେ ଡାକ୍ତର । ଆଜିଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ରାଜ୍ୟରେ ରୋଗୀ ସେବା ବନ୍ଦ । ୧୦ ଦଫା ଦାବି ନେଇ ଓଡ଼ିଶା ମେଡିକାଲ ସେବା ସଂଘ (ଓମସା)ର ଆହ୍ବାନକ୍ରମେ ସରକାରୀ କ୍ଷେତ୍ରରେ କାର୍ଯ୍ୟରତ ଡାକ୍ତର କାର୍ଯ୍ୟବନ୍ଦ…

ରସଗୋଲା ଖାଇବା ଶରୀର ଅସୁସ୍ଥ ନୁହଁ ବରଂ ଏହାକୁ ସୁସ୍ଥ ରଖିବାରେ ସହାୟକ , ଆସନ୍ତୁ ଜାଣିବା ରସଗୋଲା ଖାଇବାର ଜବରଦସ୍ତ…

ସ୍ବାଦିଷ୍ଟ ମିଠା ଅନେକ ପ୍ରକାରର ରହିଥିଲେ ମଧ୍ୟ ରସଗୋଲା ସବୁଠାରୁ ଭିନ୍ନ । ସାଧାରଣତଃ ରସଗୋଲା ସମସ୍ତଙ୍କୁ ବହୁତ ପସନ୍ଦ ରହିଥାଏ। କିନ୍ତୁ ମିଠା ନାଁ ଶୁଣିବା ମାତ୍ରେ ଶରୀର ପ୍ରତି ସଜାଗ ବ୍ୟକ୍ତି ଏହା ଖାଇବାକୁ ପସନ୍ଦ କରିନଥାନ୍ତି ।  ଆଜି ଆମେ ରସଗୋଲା ପ୍ରେମୀଙ୍କ ପାଇଁ ଆଣିଛୁ ଖୁସି ଖବର…

ଫଙ୍ଗାଲ ଇନଫେକ୍ସନରୁ ରକ୍ଷା ପାଇବା କିପରି

ବର୍ଷା ଋତୁରେ ଫଙ୍ଗାଲ ଇନଫେକ୍ସନର ଆଶଙ୍କା ବଢ଼ିଯାଇଥାଏ । ଏହି ଋତୁରେ ବେଶୀ ଫଙ୍ଗାଲ ସଂକ୍ରମଣ ବୃଦ୍ଧି ପାଇଥାଏ । ଜୋତା, ମୋଜା କିମ୍ବା ପୋଷାକ ପ୍ରାୟତଃ ବର୍ଷାରେ ଓଦା ହୋଇଯାଏ, ଫଳରେ ସଂକ୍ରମଣ ବୃଦ୍ଧି ପାଏ । ଏହି ଆର୍ଦ୍ରତାରେ ସଂକ୍ରମଣ ଶୀଘ୍ର ବ୍ୟାପିଥାଏ । ଚର୍ମ, ନଖ ଏବଂ କେଶ…

ଅଣ୍ଡା ବନାମ ସୋୟା ଚଙ୍କ୍ସ

ଯେତେବେଳେ ପ୍ରୋଟିନ୍ କଥା ଆସେ, ଲୋକମାନେ ପ୍ରାୟତଃ ଦ୍ୱନ୍ଦ୍ୱରେ ପଡ଼ିଯାଆନ୍ତି ବେଷ୍ଟ ଅପସନ୍ କଣ ? ପଶ୍ଚିମବଙ୍ଗର ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ଅଣ୍ଡା ବଦଳରେ ସୋୟା ଚଙ୍କ୍ସ ବା ମିଲମେକର ଅନ୍ତର୍ଭୁକ୍ତ କରିବାର ନିଷ୍ପତ୍ତି ଏକ ନୂଆ ବିତର୍କ ସୃଷ୍ଟି କରିଛି। ଏହି ବିବାଦ କେବଳ ଖାଦ୍ୟ…

ରାଜଧାନୀରେ ଖୋଲିବା ଯାଉଛି କିଡ୍‌ନି ଓ ୟୁରୋଲୋଜି ବିଭାଗର ଏକ ସ୍ବତନ୍ତ୍ର ହସ୍ପିଟାଲ୍‌

କିଡ୍‌ନି ଓ ୟୁରୋଲୋଜି ବିଭାଗର ଏକ ସ୍ବତନ୍ତ୍ର ହସ୍ପିଟାଲ୍‌ ଖଣ୍ଡଗିରିରେ ଖୋଲିବାକୁ ଯାଉଛି। ହାଇଦ୍ରାବାଦର ସଂସ୍ଥା ଏସିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ‌ନେଫ୍ରୋଲୋଜି ଆଣ୍ଡ୍‌ ନ୍ୟୁରୋଲୋଜି (ଏଆଇଏନ୍‌ୟୁ) ଏହି ହସ୍ପିଟାଲ୍‌କୁ ଖୋଲିବ। ଏଥିରେ ୪୦ଟି ଶଯ୍ୟା ରହିବ। କିଡ୍‌ନି ସମ୍ପର୍କିତ…

ପୁରୁଷମାନେ ଦୈନିକ ୩୦ ଗ୍ରାମରୁ ଅଧିକ ଏବଂ ମହିଳାମାନେ ୨୦ ଗ୍ରାମରୁ ଅଧିକ ସନ୍ତୃପ୍ତ ଚର୍ବି ଗ୍ରହଣ କରିବା ଉଚିତ ନୁହେଁ:…

ସୁସ୍ଥ ଜୀବନଶୈଳୀ ପାଇଁ ସନ୍ତୁଳିତ ଖାଦ୍ୟାଭ୍ୟାସ ଅତ୍ୟନ୍ତ ଜରୁରୀ। ଶରୀର ପାଇଁ ଚର୍ବି ଆବଶ୍ୟକ ହୋଇଥିଲେ ମଧ୍ୟ ଏହାର ପରିମାଣ ଓ ପ୍ରକାର ପ୍ରତି ସଚେତନ ରହିବା ଆବଶ୍ୟକ। ବିଶେଷଜ୍ଞମାନଙ୍କ ମତରେ, ଅତ୍ୟଧିକ ପରିମାଣରେ ସନ୍ତୃପ୍ତ ଚର୍ବି ଓ ଚିନିଯୁକ୍ତ ଖାଦ୍ୟର ସେବନ ରକ୍ତରେ କୋଲେଷ୍ଟେରଲ୍‌ର…

ଶିଶୁକୁ ଜ୍ଵର ଇଞ୍ଜେକ୍ସନ ବଦଳରେ ନର୍ସ ଦେଲେ କୁକୁର କାମୁଡା ଇଞ୍ଜେକ୍ସନ , ଶିଶୁ ମୃତ

ରୋଗୀଙ୍କୁ ହୋଇଥିଲା ଜର, ଦେଇଦେଲେ କୁକୁର କାମୁଡ଼ା ଇଞ୍ଜେକ୍ସନ । ଶିଶୁକୁ ଜ୍ଵର ଇଞ୍ଜେକ୍ସନ ବଦଳରେ ନର୍ସ ଦେଲେ କୁକୁର କାମୁଡା ଇଞ୍ଜେକ୍ସନ । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ । ଧାମନଗର ଥାନା ଦଲାଙ୍ଗ ଗ୍ରାମର ପୁରୁଷୋତ୍ତମ ତ୍ରିପାଠୀ ନିଜ…

‘ଆନ୍ତର୍ଜାତୀୟ ଯୋଗ ଦିବସ: ‘ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ’

ଆଜି ଦେଶ ତଥା ସମଗ୍ର ବିଶ୍ୱରେ ୧୨ତମ 'ଆନ୍ତର୍ଜାତୀୟ ଯୋଗ ଦିବସ' (International Day of Yoga) ମହାସମାରୋହରେ ପାଳିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଲକାତାର ଐତିହାସିକ 'ରେଡ୍ ରୋଡ୍' (Red Road) ଠାରେ ଆୟୋଜିତ ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏହାର…

ଦେଶରେ ବଢ଼ୁଛି ମାନସିକ ସ୍ୱାସ୍ଥ୍ୟ ସଙ୍କଟ

ବର୍ତ୍ତମାନର ଆଧୁନିକ ତଥା ବ୍ୟସ୍ତବହୁଳ ଜୀବନଶୈଳୀ ଭିତରେ ମାନସିକ ସ୍ୱାସ୍ଥ୍ୟ ସାରା ଦେଶ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ନ୍ୟାସନାଲ କ୍ରାଇମ ରେକର୍ଡସ ବ୍ୟୁରୋ ପକ୍ଷରୁ ପ୍ରକାଶିତ ସାମ୍ପ୍ରତିକ ୨୦୨୪ ରିପୋର୍ଟରେ ଏହି ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ମୁତାବକ,…

୧୨୮ ଜଣ ମେଡିକାଲ ଅଫିସର ଓ ଡେଣ୍ଟାଲ ସର୍ଜନଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ୍ବାସ୍ଥ୍ୟ ବିଭାଗକୁ…

ଦୀର୍ଘଦିନ ଧରି ଡାକ୍ତରଖାନା ନଆସି, ରୋଗୀ ସେବାରୁ ବିରତ ରହୁଥିବା ଡାକ୍ତର ମାନଙ୍କ ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଓଡିଶାର ବିଭିନ୍ନ ଡାକ୍ତରଖାନାରେ ୧୨୮ ଜଣ ମେଡିକାଲ ଅଫିସର ଓ ଡେଣ୍ଟାଲ ସର୍ଜନ ଦୀର୍ଘ ୫ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟରେ…