Browsing Category

Health

News related to complete physical, mental and social well-being

ଏଣିକି ରାଜ୍ୟର ସବୁ ମେଡିସିନ ଷ୍ଟୋର ଆଗରେ ଲାଗିବ ରେଟ୍ ଚାର୍ଟ

ଏଣିକି ରାଜ୍ୟର ସବୁ ମେଡିସିନ ଷ୍ଟୋର ଆଗରେ ଲାଗିବ ରେଟ୍ ଚାର୍ଟ । ସାରା ଓଡ଼ିଶା ପାଇଁ ଗୋଟିଏ ଦର । କେନ୍ଦ୍ର ସରକାର ୩୯ଟି ମେଡିସିନ ଦର ଧାର୍ଯ୍ୟ କରିବା ପରେ ଓଡ଼ିଶା ସରକାରଙ୍କ ନିଷ୍ପତ୍ତି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏ ନେଇ ସୂଚନା ଦେଇଛନ୍ତି । କେନ୍ଦ୍ର ରସାୟନ…

ଆନ୍ଧ୍ରପ୍ରଦେଶରେ ପୁଣି କାୟା ମେଲାଇଲାଣି କୋଭିଡ,୨ ମୃତ୍ୟୁ ପରେ ସୀମାନ୍ତ ଓଡ଼ିଶାରେ ହାଇଆଲର୍ଟ

ଆନ୍ଧ୍ରପ୍ରଦେଶରେ ପୁଣି କାୟା ମେଲାଇଲାଣି କୋଭିଡ । ଆନ୍ଧ୍ରରେ ୨ ମୃତ୍ୟୁ ପରେ ସୀମାନ୍ତ ଓଡ଼ିଶାରେ ହାଇଆଲର୍ଟ। ରାଜ୍ୟରେ ସବୁ ସମୟରେ କୋଭିଡ ସତର୍କତା ରହିଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ସବୁବେଳେ ଟେଷ୍ଟ ହେଉଛି । ଆନ୍ଧ୍ର ସୀମାନ୍ତ ଓଡ଼ିଶାର ସମସ୍ତ ଜିଲ୍ଲାର CDMOଙ୍କୁ…

ମେଡିକାଲରେ ମିଳୁଛି ପୋକରା ଔଷଧ

ମେଡିକାଲରେ ମିଳୁଛି ପୋକରା ଔଷଧ । ଜଣେ ନାବାଳକକୁ ଦିଆଯାଇଥିବା ଆଣ୍ଟିଵାୟୋଟିକ ଔଷଧରୁ ବାହାରିଲା ପୋକ । ଏଭଳି ଘଟଣା ସାମ୍ନାକୁ ଆସିଛି ମୟୂରଭଂଜ ଉଦଳା ଥାନା ବେଗୁନିଆଡିହା ଅଂଚଳରୁ । ବେଗୁନିଆ ଡିହା ଗ୍ରାମର ରାଜା ହେମ୍ବ୍ରମଙ୍କ ୯ ବର୍ଷ ନାବାଳକ ପୁଅଙ୍କୁ ଥଣ୍ଡା ଜ୍ୱର ହୋଇଥିଲା । ଯେଉଁଥି…

୩୯ ନୂଆ ଔଷଧ ଫର୍ମୂଲେସନର ଖୁଚୁରା ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି ଏନପିପିଏ

ନ୍ୟାସନାଲ ଫାର୍ମାସ୍ୟୁଟିକଲ ପ୍ରାଇସିଂ ଅଥରିଟି (ଏନପିପିଏ) ୩୯ ନୂଆ ଔଷଧ ଫର୍ମୂଲେସନର ଖୁଚୁରା ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି। ଏହି ସବୁ ଔଷଧରେ ଉଚ୍ଚରକ୍ତଚାପ, ଡାୟବେଟିଜ୍, ଏଚଆଇଭି, ହୃଦରୋଗ ଓ ଆଖି ସଂକ୍ରମଣ ଭଳି ରୋଗ ଚିକିତ୍ସାରେ ଉପଯୋଗ ହେଉଥିବା ଔଷଧ ରହିଛି। ଡ୍ରଗସ୍ (ପ୍ରାଇସ…

ଏଣିକି ସପ୍ତାହକୁ ମାତ୍ର ଥରେ ମଧୁମେହ ରୋଗୀ ନେବେ ଇନସୁଲିନ୍

ମଧୁମେହ ରୋଗୀଙ୍କ ପାଇଁ ଖୁସି ଖବର । ଏଣିକି ପ୍ରତିଦିନ ନେବାକୁ ପଡିବନି ଇନସୁଲିନ୍ । ସପ୍ତାହକୁ ମାତ୍ର ଥରେ ନେବେ ଇଞ୍ଜେକ୍ସନ। ଭାରତରେ ଲଞ୍ଚ ହେଲା ବିଶ୍ୱର ପ୍ରଥମ ଏବଂ ଏକମାତ୍ର ସପ୍ତାହକୁ ଥରେ ନେଉଥିବା ଇନସୁଲିନ୍ । ଡେନମାର୍କର ଔଷଧ ନିର୍ମାତା କମ୍ପାନୀ ନୋଭୋ ନରଡିସ୍କ ଲଞ୍ଚ କରିଥିବା ଏହି…

OMSA ଡାକ୍ତରଙ୍କ ଦାବି ପୂରଣ ଦିଗରେ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ ,  ଗଠନ ହେଲା ଉଚ୍ଚସ୍ତରୀୟ ଆନ୍ତଃ-ବିଭାଗୀୟ କମିଟି

OMSA ଡାକ୍ତରଙ୍କ ଦାବି ପୂରଣ ଦିଗରେ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ ।  ଗଠନ ହେଲା ଉଚ୍ଚସ୍ତରୀୟ ଆନ୍ତଃ-ବିଭାଗୀୟ କମିଟି । ସରକାରୀ ଡାକ୍ତରମାନଙ୍କ ଦୀର୍ଘଦିନର ସମସ୍ୟା ଓ ଅସନ୍ତୋଷର ସମାଧାନ ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ ବା OMSA…

ଭାରତରେ ଔଷଧ ର ଦାମ ୨,୫୦୦ ଆମେରିକାରେ ତାହା ୪୨,୦୦୦ ଟଙ୍କା

ଆମେରିକାର ବ୍ୟୟବହୁଳ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ନେଇ ଭାରତରେ ଚର୍ଚ୍ଚା । ଜଣେ ଭାରତୀୟ ବରିଷ୍ଠ ନାଗରିକଙ୍କ ଅନୁଭୂତି ଏବେ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି। ଭାରତରେ ମାତ୍ର ୨,୫୦୦ ଟଙ୍କାରେ ମିଳୁଥିବା ଔଷଧ ପାଇଁ ତାଙ୍କୁ ଆମେରିକାରେ ପ୍ରାୟ ୪୨,୦୦୦ ଟଙ୍କା ଗଣିବାକୁ ପଡ଼ିଛି । ଏହା…

ରାଜ୍ୟରେ ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ,ଆଜିଠୁ କାର୍ଯ୍ୟରେ ଯୋଗ ଦେବା ନେଇ ସୂଚନା

ରାଜ୍ୟରେ ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଓମ୍‌ସାର ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରଖିଲା ସଂଘ । ଏ ନେଇ ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ତେବେ ଡାକ୍ତର ମାନେ ଆଜିଠୁ କାର୍ଯ୍ୟରେ ଯୋଗ ଦେବା ନେଇ ସୂଚନା ରହିଛି । ଓମ୍‌ସାର ଦାବିର ସମାଧାନ…

ଆନ୍ଦୋଳନ ଛାଡି ୧୨ ଘଣ୍ଟା ଭିତରେ କାର୍ଯ୍ୟରେ ଯୋଗ ଦେବା ପାଇଁ ଡ଼ାକ୍ତରଙ୍କୁ ନିର୍ଦ୍ଦେଶ

ଡାକ୍ତରଙ୍କୁ ୧୨ ଘଣ୍ଟାର ମହଲତ । ଡାକ୍ତରଙ୍କ ଆନ୍ଦୋଳନ ପ୍ରସଙ୍ଗ । ସରକାରଙ୍କ କଠୋର ଆଭିମୁଖ୍ୟ ପରେ ଆକ୍ସନ ମୋଡରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ଆନ୍ଦୋଳନରତ ଡାକ୍ତରଙ୍କୁ ସିଡିଏମ୍ଓଙ୍କ ଚେତାବନୀ । ଆନ୍ଦୋଳନ ଛାଡି ୧୨ ଘଣ୍ଟା ଭିତରେ କାର୍ଯ୍ୟରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ । ନଚେତ୍…

ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ କୋଳଥ ଡାଲି

ଭାରତୀୟଙ୍କ ପ୍ରଥମ ପସନ୍ଦ ଭାତ ଓ ଡାଲି ହୋଇଥାଏ । ଆପଣ ବିଭିନ୍ନ ପ୍ରକାର ଡାଲି ଖାଇଥିବେ। ହରଡ, ମୁଗ, ମସୁର, ବୁଟ ଇତ୍ୟାଦି ଡାଲି ନିଶ୍ଚିତ ଖାଇଥିବେ । ଯାହା ଆମକୁ ଅନେକ ପ୍ରୋଟିନ ଯୋଗାଇଥାଏ । କିନ୍ତୁ ଏହିସବୁ ଡାଲି ବ୍ୟତୀତ କୋଳଥ ଡାଲି ମଧ୍ୟ ରହିଛି । ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍‌…