Browsing Category

Health

News related to complete physical, mental and social well-being

ଓଡ଼ିଶାର ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ମୋଟ ୩.୧୦ କୋଟିର ଖର୍ଚ୍ଚ ପାଇଁ LADS ପାଣ୍ଠିକୁ ସୁପାରିଶ କଲେ ଆଇଟି ମନ୍ତ୍ରୀ…

ଓଡ଼ିଶାରେ ସରକାରୀ ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବା ଦିଗରେ ବଡ଼ ପଦକ୍ଷେପ । କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏମପି-LADS ପାଣ୍ଠିରୁ ଓଡ଼ିଶାର ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ମୋଟ ୩.୧୦ କୋଟିର କାମ ସୁପାରିସ କରିଛନ୍ତି ।…

ଓଡ଼ିଶାର ୩ଟି ସରକାରୀ ମେଡିକାଲ କଲେଜରେ ୧୧ଟି ପୋଷ୍ଟ-ଡିପ୍ଲୋମା ଡିଏନବି ସିଟ୍ କୁ ଅନୁମୋଦନ

ଓଡ଼ିଶାର ୩ଟି ସରକାରୀ ମେଡିକାଲ କଲେଜରେ ୧୧ଟି ପୋଷ୍ଟ-ଡିପ୍ଲୋମା ଡିଏନବି (DNB) ସିଟ୍କୁ ଅନୁମୋଦନ ମିଳିଛି । ନୂଆଦିଲ୍ଲୀ ସ୍ଥିତ ନ୍ୟାସନାଲ ବୋର୍ଡ ଅଫ୍ ଏଗଜାମିନେସନ ଇନ ମେଡିକାଲ ସାଇନ୍ସ (NBEMS) ପକ୍ଷରୁ ରାଜ୍ୟର ୩ଟି ସରକାରୀ ମେଡିକାଲ କଲେଜରେ ୫ଟି ବ୍ରଡ୍ ସ୍ପେସିଆଲିଟିରେ ମୋଟ୍ ୧୧ଟି…

ଶରୀର ପାଇଁ ଖୁବ୍ ଉପଯୋଗୀ ଟମାଟୋ ଜୁସ୍

ଟମାଟୋକୁ ଆମେ ସାଧାରଣତଃ ବିଲାତି ବୋଲି କହିଥାଉ । ଯାହା ଶରୀର ପାଇଁ ଖୁବ୍ ଉପଯୋଗୀ ହୋଇଥାଏ । ଘରେ ଘରେ ଟମାଟୋର ବ୍ୟବହାର ଖୁବ୍ ମାତ୍ରାରେ ହୋଇଥାଏ । ଟମାଟୋ ଏମିତି ଏକ ପରିବା ଯାହା ସ୍ବାଦକୁ ବଢାଇବା ସହ ସ୍ବାସ୍ଥ୍ୟଗତ ସମସ୍ୟାରୁ ମୁକ୍ତି ଦେଇଥାଏ । ଟମାଟୋକୁ ସାଲାଡ୍, ସୁପ୍ ଏବଂ ଜୁସ୍ ତିଆରି…

ସାଧାରଣ ଗହମ ରୁଟି ବଦଳରେ ରାଗି, ଯଅ, ଚଣା, ମଲ୍ଟିଗ୍ରେନ୍ ଏବଂ ଓଟ୍ସରୁ ପ୍ରସ୍ତୁତ ରୁଟି ଡାଇବେଟିସ୍ ରୋଗୀଙ୍କ ପାଇଁ…

ଡାଇବେଟିସ୍‌ରେ ପୀଡ଼ିତ ଲୋକଙ୍କ ପାଇଁ ଔଷଧ ଯେତେ ଜରୁରୀ, ସେତିକି ଜରୁରୀ ସଠିକ୍ ଖାଦ୍ୟାଭ୍ୟାସ। ବିଶେଷ କରି ପ୍ରତିଦିନ ଖାଉଥିବା ରୁଟି ପାଇଁ ଠିକ୍ ଅଟା ବାଛିବା ବ୍ଲଡ ସୁଗାର ନିୟନ୍ତ୍ରଣରେ ବଡ଼ ଭୂମିକା ନେଇପାରେ। ଡାଏଟିସିଆନ୍ ଓ ନ୍ୟୁଟ୍ରିସନିଷ୍ଟଙ୍କ ମତ ଅନୁସାରେ, ସାଧାରଣ ଗହମ ରୁଟି ବଦଳରେ…

ବନ୍ୟା ପାଣି ଛାଡ଼ିବା ପରେ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା, ପାନୀୟ ଜଳର ଗୁଣବତ୍ତା ଏବଂ ସଂକ୍ରାମକ ରୋଗ ନିୟନ୍ତ୍ରଣ…

ବନ୍ୟା ପରେ ଧାମନଗର ବ୍ଲକର ବିଭିନ୍ନ ଗ୍ରାମରେ ସ୍ୱାସ୍ଥ୍ୟ ସେବାର ସ୍ଥିତି ପରଖିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଧାମନଗରରେ ପହଞ୍ଚି ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିଥିଲେ। ବନ୍ୟା ପାଣି ଛାଡ଼ିବା ପରେ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା, ପାନୀୟ ଜଳର…

ଗୁଜରାଟରେ ଚାନ୍ଦିପୁରା ଭାଇରସ୍ ଆତଙ୍କ ,  ଏହି ଆତଙ୍କ ଯୋଗୁଁ ୨୨ ଜଣ ଶିଶୁଙ୍କର ମୃତ୍ୟୁ

ଗୁଜରାଟରେ ଚାନ୍ଦିପୁରା ଭାଇରସ୍ ଆତଙ୍କ ।  ଏହି ଆତଙ୍କ ଯୋଗୁଁ ୨୨ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି । ​ଗୁଜରାଟରେ ମାରାତ୍ମକ ଚାନ୍ଦିପୁରା ଭାଇରସର ଗମ୍ଭୀର ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି କରିଛି । ସାଧାରଣ ଜ୍ବର ଭଳି ଦେଖାଯାଉଥିବା ଏହି ରୋଗ କିଛିଦିନ ଭିତରେ ମସ୍ତିଷ୍କକୁ ଆକ୍ରାନ୍ତ କରି ଜୀବନପ୍ରତି…

ଅଙ୍ଗନବାଡ଼ି ପିଲାଙ୍କ ଖାଦ୍ୟରେ ଝିଟିପିଟି: ୭ ରୁ ଉର୍ଦ୍ଧ୍ବ ଗୁରୁତର ,ମେଡିକାଲରେ ହେଲେ ଭର୍ତ୍ତି

ପିଲାଙ୍କ ଖାଇବାରେ ଝିଟିପିଟି ।  ୭ ରୁ ଅଧିକ ଛାତ୍ର ଗୁରୁତର ।  ଅଙ୍ଗନବାଡ଼ି ପିଲାଙ୍କ ଖାଦ୍ୟରେ ଝିଟିପିଟି ପଡି ୭ ରୁ ଉର୍ଦ୍ଧ୍ବ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।  ବାଲେଶ୍ଵର ଜିଲ୍ଲା ସିମୁଳିଆ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି  ପିଲା । ସିମୁଳିଆ ବ୍ଲକ୍ ମଇତାପୁର ପଞ୍ଚାୟତ…

ନିଶା ମୁକ୍ତ ଯୁବ ବିକଶିତ ଭାରତ ସଂକଳ୍ପ ଅଭିଯାନର ଶୁଭାରମ୍ଭ କଲେ ମୋଦୀ ,ନିଶା ବିରୋଧରେ ୧୦୦ ସପ୍ତାହ ପର୍ଯ୍ୟନ୍ତ ଚାଲିବ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଶା ମୁକ୍ତ ଯୁବ(ଯୁବପିଢି) – ବିକଶିତ ଭାରତ ସଂକଳ୍ପ ଅଭିଯାନର ଶୁଭାରମ୍ଭ କରିଛନ୍ତି । ନିଶା ବିରୋଧରେ ୧୦୦ ସପ୍ତାହ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ଶୁଭାରମ୍ଭ କାର୍ଯ୍ୟକ୍ରମରେ ସାରାଦେଶରୁ ୧୦ ହଜାରରୁ ଅଧିକ ସ୍ଥାନରୁ ଯୁବକମାନେ ଯୋଡ଼ି ହୋଇଥିଲେ…

ଚିକିତ୍ସା ଅବହେଳାରୁ ଛୁଆର ମୃତ୍ୟୁ , ଶିଶୁଭବନ ଛକରେ ରାସ୍ତା ଉପରେ ମୃତଦେହ ରଖି ମାଆଙ୍କ ପ୍ରତିବାଦ

ଭୁବନେଶ୍ବର ଶିଶୁଭବନ ଛକରେ ରାସ୍ତା ଉପରେ ମୃତଦେହ ରଖି ମାଆ ପ୍ରତିବାଦ କରିବା ଆରମ୍ଭ କରିଛି । ଚିକିତ୍ସା ଅବହେଳାରୁ ଛୁଆକୁ ମାରିଦେଇଥିବା ଅଭିଯୋଗ ହୋଇଛି । ଅଙ୍କୁରା ହସ୍ପିଟାଲ ସାମ୍ନାରେ ଛୁଆର ମୃତଦେହ ରଖି ପ୍ରତିବାଦ କରିଛନ୍ତି। ଡାକ୍ତର ଓ ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

PG ପରୀକ୍ଷା ପ୍ରଶ୍ନପତ୍ର ଲିକ , ତଦନ୍ତ ପାଇଁ ୩ ସଦସ୍ୟ ବିଶିଷ୍ଟ କମିଟି ଗଠନ

ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଓଡ଼ିଶା ୟୁନିଭର୍ସିଟି ଅଫ୍ ହେଲ୍ଥ ସାଇନ୍ସେସ୍ (OUHS) ଦ୍ୱାରା ପରିଚାଳିତ ପୋଷ୍ଟ ଗ୍ରାଜୁଏଟ୍ (PG) ପରୀକ୍ଷାରେ ଅନିୟମିତତାର ଗଭୀର ତଦନ୍ତ ପାଇଁ ୩ ସଦସ୍ୟ ବିଶିଷ୍ଟ କମିଟି ଗଠନ କରାଯାଇଛି। କମିଟିରେ ଅତିରିକ୍ତ ସଚିବ ବିଜୟ କୁମାର ଦାଶ…