Trending
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
- ୨୦ ଦିନ ଧରି ଅନଶନରେ ଥିବା ଶିକ୍ଷା ଓ ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଉଠାଇ ନେଲା ପୋଲିସ
- ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ମାମଲା: ମିଳିଛି ଡିଜିଟାଲ ଏଭିଡେନ୍ସ
- ଚିଲିକାରେ ଅନନ୍ୟ ‘ଜଳ ରଥଯାତ୍ରା’ , ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ
- ସ୍ବଦେଶୀ ନିର୍ମିତ ପ୍ରଥମ ହାଇଡ୍ରୋଜେନ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- ସାମାଜିକ କର୍ମୀ ତଥା ଜଳବାୟୁ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କ ଅନଶନ ୨୦ ଦିନରେ ପହଞ୍ଚିଛି
- ଶେଷ ହେଲା ରଥ ଟଣା, ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିରେ ପହଞ୍ଚିଛି ତିନି ରଥ
Browsing Category
Entertainment
All entertainment related news will be uploaded here
‘ରାମାୟଣ’ ଫିଲ୍ମ ସମ୍ପର୍କରେ ଏକ ବଡ଼ ଅପଡେଟ୍,ରାମ ଏବଂ ରାବଣଙ୍କ ମଧ୍ୟରେ ମୁକାବିଲା ଦେଖିବା ପାଇଁ ଦ୍ୱିତୀୟ ପାର୍ଟକୁ…
‘ରାମାୟଣ’ ଫିଲ୍ମ ସମ୍ପର୍କରେ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ଏହି ଫିଲ୍ମରେ ରାବଣ ଭୂମିକାରେ ଅଭିନୟ କରୁଥିବା କନ୍ନଡ ସୁପରଷ୍ଟାର ୟଶଙ୍କର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ସେ ତାଙ୍କ ଅଭିନୀତ ଚରିତ୍ର ସମ୍ପର୍କର ଏକ ରହସ୍ୟର ଖୁଲାସା କରିଛନ୍ତି ।…
ଟ୍ରୋଲର ଶୀକାର ହେଲେ ଅଭିନେତ୍ରୀ କରୀନା କପୁର
ମୁମ୍ବାଇ ଏୟାରପୋର୍ଟରେ କରୀନା କପୁରଙ୍କ ଖାନଙ୍କ ଏକ ଭିଡିଓ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି । ଯାହା ଦ୍ବାରା ଅଭିନେତ୍ରୀ ଟ୍ରୋଲର ଶୀକାର ହୋଇଛନ୍ତି ।
ଏହି ଭାଇରାଲ ଭିଡିଓରେ କରୀନା କପୁର ଚେକ୍ ଇନ୍ ଲାଇନ ଭାଙ୍ଗି ସିଧାସଳଖ ଭିତରକୁ ଏଣ୍ଟ୍ରି କରୁଥିବାର ଦେଖିବାକୁ ମିଳିଛି । ସୋସିଆଲ…
୯୨ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଲେ ‘କ୍ୱିନ୍ ଅଫ୍ ମେଲୋଡିଜ୍’ ଏବଂ ପ୍ରସିଦ୍ଧ ଗାୟିକା ଆଶା ଭୋସଲେ
'କ୍ୱିନ୍ ଅଫ୍ ମେଲୋଡିଜ୍' ଏବଂ ପ୍ରସିଦ୍ଧ ଗାୟିକା ଆଶା ଭୋସଲେ ଆଉ ନାହାନ୍ତି। ସେ ୯୨ ବର୍ଷ ବୟସରେ ଦୁନିଆକୁ ବିଦାୟ ଦେଇଛନ୍ତି। ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ହୃଦ୍ରୋଗରେ ଆକ୍ରାନ୍ତ ହୋଇ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି…
ବିବାହର ଚାରି ବର୍ଷ ପରେ ମୌନିଙ୍କ ଗର୍ଭବତୀ ଥିବା ନେଇ ନା ନା କଳ୍ପନାଜଳ୍ପନା ପ୍ରକାଶ ପାଇଛି
ଟେଲିଭିଜନ ଏବଂ ବଲିଉଡ୍ ଡିଭା ମୌନୀ ରୟ । ଏବେ ସେ ପୁଣି ଥରେ ଚର୍ଚ୍ଚାର ଶିରୋନାମାରେ ଅଛନ୍ତି। ତାଙ୍କ ଗର୍ଭଧାରଣକୁ ନେଇ ଗୁଜବ ହେଉଛି ।ବିବାହର ଚାରି ବର୍ଷ ପରେ ମୌନିଙ୍କ ଗର୍ଭବତୀ ଥିବା ନେଇ ନା ନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଗତକାଲି ରାତିରେ ଏହି ଅଭିନେତ୍ରୀଙ୍କୁ ମୁମ୍ବାଇରେ…
ମୁକ୍ତିଲାଭ ଅପେକ୍ଷାରେ ଥିବା ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ର କିଛି ଦୃଶ୍ୟ ଅନଲାଇନରେ ଲିକ…
ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ କାରଣରୁ ଏହି ଫିଲ୍ମଟି ଅନେକ ଥର ସ୍ଥଗିତ ରଖାଯାଇଛି। ଏବେ ଫିଲ୍ମର କିଛି ଦୃଶ୍ୟ ଅନଲାଇନରେ ଲିକ ହୋଇଛି। ଏହା…
ପରଲୋକରେ ଜରୀନଙ୍କ ମା’ ପରବୀନ ଖାନ
‘ବୀର’ ଫିଲ୍ମର ଲୋକପ୍ରିୟ ଅଭିନେତ୍ରୀ ସଲମାନ ଖାନଙ୍କ ହିରୋଇନ ଜରୀନ ଖାନ ଦୁଃଖରେ ଭାଙ୍ଗିପଡିଛନ୍ତି । ଜରୀନଙ୍କ ମା’ ପରବୀନ ଖାନଙ୍କ ପରଲୋକ ହୋଇଛି । ଦୀର୍ଘଦିନରୁ ସେ ରୋଗରେ ପଡିଥିଲେ । ଆଜି ତାଙ୍କର ମୁମ୍ବାଇରେ ପରଲୋକ ହୋଇଛି । ଜରୀନଙ୍କ ମା’ଙ୍କ ଦେହାନ୍ତ ପରେ ବଲିଉଡ ଏବଂ ତାଙ୍କ ପ୍ରଶଂସକ…
‘ରାମାୟଣ’ରେ ଲକ୍ଷ୍ମଣ ଭୂମିକାରେ ନଜର ଆସିବେ ଟିଭି ଇଣ୍ଡଷ୍ଟ୍ରିର ଏକ ଜଣାଶୁଣା ନାମ ରବି ଦୁବେ
ରବି ଦୁବେ ଟିଭି ଇଣ୍ଡଷ୍ଟ୍ରିର ଏକ ଜଣାଶୁଣା ନାମ। ଯିଏ ତାଙ୍କ କ୍ୟାରିୟରରେ ଅନେକ ସ୍ମରଣୀୟ ଚରିତ୍ରରେ ଅଭିନୟ କରିଛନ୍ତି। ‘ସ୍ତ୍ରୀ ତେରୀ କାହାଣୀ’ ସହିତ ଅଭିନୟ କ୍ୟାରିୟର ଆରମ୍ଭ କରିଥିବା ରବି ଦୁବେ, ‘ଡୋଲି ସଜାକେ’ ଏବଂ ‘ୟହାଁ କେ ହମ୍ ସିକନ୍ଦର’ ରେ କାମ କରିଥିଲେ। ଏହାପରେ ‘ସାସ୍ ବିନା…
ପରଲୋକରେ ଓଡ଼ିଶାର ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ରବି ସ୍ୱାଇଁ ,ଲିଭର ସିରୋସିସ ରୋଗରେ ପୀଡ଼ିତ ଥିଲେ
ପରଲୋକରେ ଓଡ଼ିଶାର ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ରବି ସ୍ୱାଇଁ । ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ସେ ଚିକିତ୍ସିତ ହେଉଥିଲେ। ସେ ଦୀର୍ଘ ଦିନ ଧରି ଲିଭର ସିରୋସିସ ରୋଗରେ ପୀଡ଼ିତ ଥିଲେ। ୧୩ ଜୁନ୍ ୧୯୫୧ରେ ଜନ୍ମଗ୍ରହଣ କରିଥିବା ରବି ସ୍ୱାଇଁ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକ ସ୍ୱତନ୍ତ୍ର…
ଓଡ଼ିଶାର ଯାତ୍ରା ମଞ୍ଚରେ ଦେଖାଯିବେ ମହାଭାରତର ଦୁର୍ଯ୍ୟୋଧନ – ସୋସିଆଲ ମିଡିଆରେ ସୂଚନା ଦେଲେ ରାଣୀ ପଣ୍ଡା
ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ ଅଭିନେତା ପୁନିତ ଇସର । ମହାଭାରତ ଧାରାବାହିକରେ ଦୁର୍ଯ୍ୟୋଧନ ଭୂମିକାରେ ଅଭିନୟ କରି ସେ ବେଶ ଲୋକପ୍ରିୟତା ହାସଲ କରିଥିଲେ। ଏବେ ସେ ଓଡ଼ିଶାର ଯାତ୍ରା ମଞ୍ଚରେ ଦେଖାଯିବେ। ତାଙ୍କ ଦମଦାର ସଂଳାପ ଓ ଅଭିନୟ ଯାତ୍ରା ପ୍ରେମୀଙ୍କୁ ଆକର୍ଷିତ କରିବ । ଆସନ୍ତା…
ବିବାହର ମାସ ପରେ ଖୁସି ଖବର ଦେଲେ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା,ଇନଷ୍ଟାଗ୍ରାମରେ କଲେ ପୋଷ୍ଟ
ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ବିବାହକୁ ଗୋଟିଏ ମାସ ହୋଇଗଲାଣି । ଉଭୟେ ଫେବୃଆରୀ ୨୬ ତାରିଖରେ ଉଦୟପୁରର ଆଇଟିସି ମେମେଣ୍ଟୋସ୍ ହୋଟେଲରେ ବିବାହ କରିଥିଲେ । ଯାହାର ଫଟୋ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଥିଲା । ଉଭୟେ ସମସ୍ତ ବନ୍ଧୁ, ପରିବାର ବର୍ଗ ଓ ସାଙ୍ଗମାନଙ୍କ…