Browsing Category

Entertainment

All entertainment related news will be uploaded here

ଲୋକପ୍ରିୟ ଓଡ଼ିଆ ହାସ୍ୟ ଅଭିନେତା ଗୁଲୁଆଙ୍କୁ ମିଳିଛି ହତ୍ୟା ଧମକ , ସୋସିଆଲ ମିଡିଆରେ କଲେ ପୋଷ୍ଟ

ଲୋକପ୍ରିୟ ଓଡ଼ିଆ ହାସ୍ୟ ଅଭିନେତା ଗୁଲୁଆଙ୍କ ଜୀବନ ପ୍ରତି ବିପଦ। ଏନେଇ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ସେ ଜଣାଇବା ସହ ପ୍ରଶାସନଠାରୁ ତୁରନ୍ତ ସାହାଯ୍ୟ ଲୋଡ଼ିଛନ୍ତି। ଭିଡିଓରେ ଗୁଲୁଆ ଅଭିଯୋଗ କରିଛନ୍ତି ଯେ କିଛି ଲୋକ ତାଙ୍କୁ ଧମକ ଦେଉଛନ୍ତି। ପ୍ରଥମେ କୋଟିଏ ଟଙ୍କା ମାଗିଥିଲେ ଏବେ…

ୟଶଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ “ଟକ୍ସିକ”ରେ କିଆରା ଆଡଭାନୀଙ୍କ ଫାଷ୍ଟ ଲୁକ୍ ରିଲିଜ୍

ୟଶଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ଟକ୍ସିକ' ଏବେ ସିନେମା ହଲରେ ମୁକ୍ତିଲାଭ କରିବା ପାଇଁ ପ୍ରସ୍ତୁତ । ନିର୍ମାତାମାନେ ଫିଲ୍ମର ଷ୍ଟାରକାଷ୍ଟ ଉପରୁ ଧୀରେ ଧୀରେ ପରଦା ଉଠାଇଛନ୍ତି । ଫିଲ୍ମରେ କିଆରା ଆଡଭାନୀଙ୍କ ଏଣ୍ଟ୍ରି ହୋଇଛି । ଗତକାଲି ଡିସେମ୍ବର ୨୨ରେ, ଫିଲ୍ମ ନିର୍ମାତା କିଆରା ଆଡଭାନୀଙ୍କ…

ଓଡ଼ିଆ ଅସ୍ମିତା ଓ ଅକୁହା କାହାଣୀର ନୂଆ ପରିଚୟ: ମେଟ୍ରୋ ଟିଭିର ନୂଆ ପଡ଼କାଷ୍ଟ ‘ଓ ଓଡ଼ିଶା’

https://www.youtube.com/watch?v=-OR1rxdm_HY ଭୁବନେଶ୍ୱର: ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଏବଂ ଏହି ମାଟିର ଅକୁହା କାହାଣୀକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି ପ୍ରମୁଖ ଗଣମାଧ୍ୟମ ସଂସ୍ଥା ମେଟ୍ରୋ ଟିଭି। ଲୋକାର୍ପିତ ହୋଇଛି ନୂଆ…

ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ରାଜ କୁନ୍ଦ୍ରାଙ୍କ ଘରେ ଆୟକର ବିଭାଗର ଚଢ଼ାଉ

ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ରାଜ କୁନ୍ଦ୍ରାଙ୍କ ଘରେ ଆୟକର ବିଭାଗର ଚଢ଼ାଉ । ବାଷ୍ଟିଅନ୍ ରେଷ୍ଟୁରାଣ୍ଟ ସହିତ ଜଡିତ ଆର୍ଥିକ କାରବାର ଏବଂ କଥିତ ଟିକସ ଅନିୟମିତତାର ତଦନ୍ତ ଲାଗି ସେମାନଙ୍କ ମୁମ୍ବାଇ ଘର ଉପରେ ଚଢାଉ କରିଛି ଆୟକର ବିଭାଗ । ଶିଳ୍ପା ସେଟ୍ଟୀଙ୍କ ଘର ଏବଂ ତାଙ୍କ…

ସ୍ୱାମୀଙ୍କଠାରୁ ୧୦୦ କୋଟି ଟଙ୍କା କ୍ଷତିପୂରଣ ଏବଂ ଭରଣପୋଷଣ ଦାବି କଲେ ଅଭିନେତ୍ରୀ ସେଲିନା ଜେଟଲୀ

ବଲିଉଡ୍ ଅଭିନେତ୍ରୀ ସେଲିନା ଜେଟଲୀ ଗତ କିଛି ଦିନ ଧରି ଖବରରେ ଅଛନ୍ତି। ତାଙ୍କ ବ୍ୟକ୍ତିଗତ ଜୀବନରେ କିଛି ଠିକ୍ ଚାଲିନାହିଁ। ସେଲିନାଙ୍କୁ ନେଇ ସୋସିଆଲ ମିଡିଆରୁ ଆରମ୍ଭ କରି ଖବରକାଗଜ ପର୍ଯ୍ୟନ୍ତ ବ୍ୟାପକ ଆଲୋଚନା ହେଉଛି। ସେଲିନା ତାଙ୍କ ସ୍ୱାମୀ ପିଟର ହାଗଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ…

ରଣବୀରଙ୍କ ଅଭିନୀତ ଧୁରନ୍ଧରକୁ ଦର୍ଶକେ ବେଶ ପସନ୍ଦ କରୁଛନ୍ତି

ରଣବୀରଙ୍କ ଅଭିନୀତ ଧୁରନ୍ଧରକୁ ଦର୍ଶକେ ବେଶ ପସନ୍ଦ କରୁଛନ୍ତି । ଏଥିରେ ରଣବୀରଙ୍କ ବିପକ୍ଷରେ ଅଭିନୟ କରିଥିବା ସାରା ଅର୍ଜୁନଙ୍କ ଅଭିନୟକୁ ବେଶ ଭଲ ପାଇବା ମିଳିଛି । ରଣବୀରଙ୍କ ଠାରୁ ବହୁତ କମ ବୟସର ହେଉଛନ୍ତି ସାରା । ସାର ଏବେ ମାତ୍ର ୨୦ ବର୍ଷୀୟ ଅଭିନେତ୍ରୀ । ହିନ୍ଦୀ ଏବଂ ତାମିଲ ଫିଲ୍ମରେ…

ସୋ ରୁମ୍ ଉଦଘାଟନ ଅବସରରେ ଭୁବନେଶ୍ଵରରେ ସୁପରଷ୍ଟାର ଅକ୍ଷୟ କୁମାର୍

ଭୁବନେଶ୍ଵରରେ ସୁପରଷ୍ଟାର ଅକ୍ଷୟ କୁମାର୍। କଲ୍ୟାଣ ସୋ ରୁମ୍ ଉଦଘାଟନ ଅବସରରେ ଭୁବନେଶ୍ବରରେ ପହଞ୍ଚିଥିଲେ ଅକ୍ଷୟ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅକ୍ଷୟ କୁମାର ନିଜ ଫ୍ୟାନ ମାନଙ୍କ ସହ କଥା ହୋଇଛନ୍ତି । ନିଜ ବାପା ମାଆଙ୍କୁ ସମ୍ମାନ ଦିଅନ୍ତୁ ଏବଂ ନିଶା ଠାରୁ ଦୂରେଇ ରୁହନ୍ତୁ…

 ବକ୍ସ ଅଫିସରେ ରାଜ କରୁଛି ରଣଭୀର ସିଂଙ୍କ ଆକ୍ସନ-ସ୍ପାଏ ଥ୍ରୀଲର’ଧୁରନ୍ଧର’ ,୧୫୦ କୋଟିରୁ ଅଧିକ ଆୟ

 ରଣଭୀର ସିଂଙ୍କ ଆକ୍ସନ-ସ୍ପାଏ ଥ୍ରୀଲର'ଧୁରନ୍ଧର' ବକ୍ସ ଅଫିସରେ ରାଜ କରୁଛି। ୨୦୨୫ର ସବୁଠାରୁ ବଡ଼ ବକ୍ସ ଅଫିସ ସଫଳ ଫିଲ୍ମ ମଧ୍ୟରୁ ଗୋଟିଏ। । ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ଏହି ହାଇ ପ୍ରୋଫାଇଲ ଫିଲ୍ମଟି ଡିସେମ୍ବର ୫ ତାରିଖରେ ଥିଏଟରରେ ରିଲିଜ୍ ହୋଇଥିଲା ଏବଂ ଏପର୍ଯ୍ୟନ୍ତ ପ୍ରଶଂସାଯୋଗ୍ୟ…

ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଟିଭି ଅଭିନେତ୍ରୀ ରୂପଲ ତ୍ୟାଗୀ

ଟିଭି ଅଭିନେତ୍ରୀ ରୂପଲ ତ୍ୟାଗୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ତାଙ୍କର ଦୀର୍ଘଦିନର ପ୍ରେମିକ ନୋମିଶ ଭାରଦ୍ୱାଜଙ୍କୁ ଡିସେମ୍ବର ୫ ତାରିଖରେ ବାହା ହୋଇଥିଲେ। ଏହି ଦମ୍ପତିଙ୍କର ଏକ ଇଣ୍ଟିମେଣ୍ଟ ବିବାହ ହୋଇଥିଲା। ଯେଉଁଥିରେ କେବଳ ଉଭୟ ପରିବାର ଏବଂ ନିକଟତର ବନ୍ଧୁମାନେ ସାମିଲ…

ଟିଭି ସୁପରଷ୍ଟାର ତଥା ଗୌରବ ଖାନ୍ନା ବିଗ୍ ବସ୍-୧୯ର ବିଜେତା

ବିଗ୍ ବସ୍-୧୯ ଫାଇନାଲ ଶେଷ ହୋଇଛି । ସିଜିନ୍କୁ ମିଳି ସାରିଛି ବିଜେତା । ଟିଭି ସୁପରଷ୍ଟାର ତଥା ଗୌରବ ଖାନ୍ନା ବିଗ୍ ବସ୍-୧୯ ବିଜେତା ହୋଇଛନ୍ତି । ତାଙ୍କୁ ଟ୍ରଫି ସହ ୫୦ ଲକ୍ଷ ଟଙ୍କାର ପ୍ରାଇଜ ମନି ମିଳିଛି । ଫରହାନା ଭଟ୍ଟ ପ୍ରଥମ ରସର-ଅପ୍ ହୋଇଥିବା ଦ୍ଵିତୀୟ ରନର-ଅପ ପ୍ରଣୀତ ମୋରେ…