Browsing Category

Entertainment

All entertainment related news will be uploaded here

‘ଖଳନାୟକ ରିଟର୍ଣ୍ଣସ୍ ର ଟିଜର ରିଲିଜ,ଟିଜରରେ ସଞ୍ଜୟଦତ୍ତ ଖୁବ୍ ଭୟଙ୍କର ଦେଖା ଯାଉଛନ୍ତି

ଅନେକ ବର୍ଷ ପରେ ପୁଣି ବଲିଉଡ୍ ର ସବୁଠୁ ଖତରନାକ ଭିଲେନ୍ ବଲ୍ଲୁ ଅର୍ଥାତ ସଞ୍ଜୟ ଦତ୍ତ ଚର୍ଚ୍ଚାରେ। ଏବେ ତାଙ୍କ ଅନ୍ଦାଜ ପୂର୍ବ ଅପେକ୍ଷା ଆହୁରି ବେଶି ଭୟଙ୍କର ଦେଖାଯାଉଛି। ୨୪ ଏପ୍ରିଲରେ ‘ଖଳନାୟକ ରିଟର୍ଣ୍ଣସ୍’ର ଟିଜର ରିଲିଜ ହୋଇଥିଲା। ଯାହା ସୋସିଆଲ୍ ମିଡିଆରେ ଛାଇ ଯାଇଛି। ଟିଜରରେ…

ମୁମ୍ବାଇର ସାଣ୍ଟାକ୍ରୁଜ୍ରରେ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଲେ ବଲିଉଡ୍ ପ୍ଲେବ୍ୟାକ୍ ଗାୟିକା ଶ୍ରେୟା…

ବଲିଉଡ୍ ପ୍ଲେବ୍ୟାକ୍ ଗାୟିକା ଶ୍ରେୟା ଘୋଷାଲ୍। ପ୍ରାୟତଃ କୌଣସି ନା କୌଣସି ଗୀତ କିମ୍ବା ଷ୍ଟେଜ୍ ପରଫମାନ୍ସ ପାଇଁ ଖବରରେ ରହିଥାଆନ୍ତି। ସେ ବର୍ତ୍ତମାନ ତାଙ୍କ ସଙ୍ଗୀତ ପାଇଁ ନୁହେଁ, ବରଂ ଏକ ନୂତନ ସମ୍ପତ୍ତି କିଣିବା ପାଇଁ ଶିରୋନାମାରେ ଅଛନ୍ତି। ରିପୋର୍ଟ ଅନୁଯାୟୀ ଗାୟିକା ମୁମ୍ବାଇର…

ଛତ୍ରପତି ଶିବାଜୀ ମହାରାଜ ଫିଲ୍ମର ଟ୍ରେଲର ରିଲିଜ

ଛତ୍ରପତି ଶିବାଜୀ ମହାରାଜଙ୍କ ଉପରେ ଆଉ ଏକ ପ୍ରମୁଖ ଫିଲ୍ମ ଆସୁଛି । ରାଜା ଶିବାଜୀ, ଯାହା ବୀର ମରାଠା ଯୋଦ୍ଧା ଏବଂ ହିନ୍ଦ ସ୍ବରାଜ୍ଯର ପ୍ରତିଷ୍ଠାତାଙ୍କ ଜୀବନୀକୁ ବର୍ଣ୍ଣନା କରିଥାଏ । ଏହି ଫିଲ୍ମଟି ରିତେଶ ଦେଶମୁଖଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ ଟ୍ରେଲର ଏବେ ମୁକ୍ତିଲାଭ କରିଛି ।…

‘ଫାଇଟର’ ସିକ୍ସେଲ ଆଣିବା ପାଇଁ ଆଗଧାଡ଼ିର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କର ଯୋଜନା କରିଥିବା…

ଆଗଧାଡ଼ିର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କର ଫିଲ୍ମ 'ଫାଇଟର' ୨୦୨୪ ମସିହାରେ ରିଲିଜ୍ ହୋଇଥିଲା। ଏଥିରେ ହ୍ରିତିକ୍ ରୋଶନ ଓ ଦୀପିକା ପାଦୁକୋନ୍ ଲିଡ୍ ରୋଲରେ ନଜର ଆସିଥିଲେ । ଏହା ବକ୍ସ ଅଫିସ୍ରେ ଦମ୍ଦାର ବିଜନେସ କରିଥିଲା । ଏବେ ସିଦ୍ଧାର୍ଥ ଏହାର ସିକ୍ସେଲ ଆଣିବା ପାଇଁ ଯୋଜନା କରିଥିବା…

ଫେମିନା ମିସ୍ ଇଣ୍ଡିଆ ୱାର୍ଲଡ ୨୦୨୬’କୁ ନିଜ ନାଁରେ କଲେ ଗୋଆର ପ୍ରତିଭାବାନ ସୁନ୍ଦରୀ ସାଧ୍ୱୀ ସତୀଶ ସାଇଲ୍

UBC ଡିଗ୍ରୀରୁ ମିସ୍ ଇଣ୍ଡିଆ ମୁକୁ ଟ! ସୌନ୍ଦର୍ଯ୍ୟ ଜଗତର ସବୁଠାରୁ ପ୍ରତିଷ୍ଠିତ ମୁକୁଟ ‘ଫେମିନା ମିସ୍ ଇଣ୍ଡିଆ ୱାର୍ଲଡ ୨୦୨୬’କୁ ନିଜ ନାଁରେ କଲେ ଗୋଆର ପ୍ରତିଭାବାନ ସୁନ୍ଦରୀ ସାଧ୍ୱୀ ସତୀଶ ସାଇଲ୍। ଶନିବାର ଠିକ୍ ରାତି ୧୨ଟା ବେଳକୁ ଘୋଷଣା ହେଲା ତାଙ୍କ ନାଁ । ଭୁବନେଶ୍ୱର ସ୍ଥିତ କଳିଙ୍ଗ…

ଫିଲ୍ମ ନିର୍ମାତା ଆଟଲିଙ୍କ ଘଏ ପୁଣି ଶୁଭିଛି କୁଆଁ କୁଆଁ ରାବ,କନ୍ୟା ସନ୍ତାନ ସ୍ୱରୂପ ଆଶୀର୍ବାଦ ପାଇଛନ୍ତି…

ଫିଲ୍ମ ନିର୍ମାତା ଆଟଲିଙ୍କ ଘଏ ପୁଣି ଶୁଭିଛି କୁଆଁ କୁଆଁ ରାବ । ଘରକୁ ଆସିଛନ୍ତି କୁନି ଅତିଥୀ । କାରଣ ତାଙ୍କ ପତ୍ନୀ, ପ୍ରଯୋଜକ-ଅଭିନେତା ପ୍ରିୟା ଏଟଲି, କୁନି ପରୀଙ୍କୁ ଜନ୍ମ ଦେଇଛନ୍ତି । ଜାନୁଆରୀ ୨୦୨୩ରେ ସେମାନଙ୍କ ପୁଅ ମିରଙ୍କୁ ସ୍ୱାଗତ କରିବା ପରେ, ଦମ୍ପତି ଇନଷ୍ଟାଗ୍ରାମରେ ଘୋଷଣା…

ପୁଣି ମା’ ହେବାକୁ ଯାଉଛନ୍ତି ବଲିଉଡର ‘ମସ୍ତାନୀ’ ଦୀପିକା ପାଦୁକୋଣ,ଝିଅ ହାତରେ ଧରାଇ ଦେଲେ ଖୁସି ଖବର

ପୁଣି ମା’ ହେବାକୁ ଯାଉଛନ୍ତି ବଲିଉଡର ‘ମସ୍ତାନୀ’। ଝିଅ ହାତରେ ଧରାଇ ଦେଲେ ଖୁସି ଖବର। ସୁନ୍ଦରୀ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋଣ ତାଙ୍କର ଦ୍ୱିତୀୟ ସନ୍ତାନର ଅପେକ୍ଷାରେ ଅଛନ୍ତି। ତାଙ୍କ ଝିଅ ଦୁଆ ବଡ଼ ଭଉଣୀ ହେବାକୁ ଯାଉଛନ୍ତି। ଏହି ଖବର ଶୁଣି ତାଙ୍କ ପ୍ରଶଂସକମାନେ ବହୁତ ଖୁସି…

ଭାରତୀୟ ଜାତୀୟ ସିନେ ଏକାଡେମୀ ପୁରସ୍କାର ହାତେଇଲା ବୋଉ ବୁଟୁ ଭୂତ

ପୁଣି ଆଉ ଏକ ବଡ଼ ସଫଳତା ସାଉଁଟିଲା ବୋଉ ବୁଟୁ ଭୂତ । ବୋଉ ବୁଟୁ ଭୂତ ଭାରତୀୟ ଜାତୀୟ ସିନେ ଏକାଡେମୀ ପୁରସ୍କାର ହାତେଇଲା । ଏହି ଚଳଚ୍ଚିତ୍ର ଗତ ବର୍ଷ ରଜ ଅବସରରେ ସିନେମା ହଲରେ ରିଲିଜ ହୋଇଥିବା ହରର୍ -କମେଡି ଫିଲ୍ମ ମାତ୍ର ୨୮ ଦିନ ମଧ୍ୟରେ ବକ୍ସ ଅଫିସରେ ୧୫ କୋଟିର କଲେକ୍ସନ୍ କରିଥିଲା ।…

ଫିଲ୍ମ ଫ୍ରାଇଡ଼େ ରେ ରିଲିଜ ହେଲା ଭୂତ ବଙ୍ଗଳା’

ଆଜି ସାରା ବିଶ୍ୱରେ ରିଲିଜ ହୋଇଛି ‘ଭୂତ ବଙ୍ଗଳା’ । ସକାଳ ୧୧ଟା ସୁଦ୍ଧା ଫିଲ୍ମଟି ୧ କୋଟି ସଂଗ୍ରହ କରିଛି । ସନ୍ଧ୍ୟାର ଶୋ ଦ୍ୱାରା ଏହାର ସଂଗ୍ରହ ଯଥେଷ୍ଟ ବୃଦ୍ଧି ପାଇବାର ଆଶା କରାଯାଉଛି । ଏହାରି ମଧ୍ୟରେ ‘ଭୂତ ବଙ୍ଗଳା’ ପେଡ୍ ପ୍ରିଭ୍ୟୁରେ ଭଲ ପ୍ରତିକ୍ରିୟା ହାସଲ କରିଛି । ଏହା…

ପିଲାଦିନର ବାନ୍ଧବୀଙ୍କ ହାତ ଧରିଲେ ଲୋକପ୍ରିୟ ଗାୟକ ଜୁବିନ ନୌଟିଆଲ

ବଲିଉଡର ଲୋକପ୍ରିୟ ଗାୟକ ଜୁବିନ ନୌଟିଆଲ ବିବାହ କରିଛନ୍ତି । ତାଙ୍କ ବିବାହ ନେଇ ଧିରେ ଧିରେ ଖବର ସାମ୍ନାକୁ ଆସୁଛି । ପୂର୍ବରୁ ଜୁବିନଙ୍କ ବିବାହ ନେଇ କାହା ପାଖରେ କୌଣସି ସୂଚନା ନଥିଲା । ଜୁବିନ ନୌଟିଆଲ ଉତ୍ତରାଖଣ୍ଡରେ ନିଜ ସଂପର୍କୀୟଙ୍କ ଉପସ୍ଥିତିରେ ପିଲାଦିନର ବାନ୍ଧବୀଙ୍କ ହାତ…