Trending
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
Browsing Category
Entertainment
All entertainment related news will be uploaded here
ପାୱାର ଷ୍ଟାର ରାମଚରଣ ଫିଲ୍ମ ଆକ୍ସନ ଡ୍ରାମା ଫିଲ୍ମ ‘ପେଡ୍ଡି’ର ଡ୍ୟାନ୍ସ ନମ୍ବର “ରାଇ ରାଇ ରା ରା”…
ପାୱାର ଷ୍ଟାର ରାମଚରଣ ଫିଲ୍ମ ଆକ୍ସନ ଡ୍ରାମା ଫିଲ୍ମ ‘ପେଡ୍ଡି’ର ଘୋଷଣା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ରାମ ଚରଣଙ୍କ ଏହି ଫିଲ୍ମର ସବୁ ଅପଡେଟ୍ କୁ ଚାହିଁ ରହିଛନ୍ତି ଦର୍ଶକ। ଏହାର ପ୍ରଥମ ଗୀତ ‘ଚିକିରୀ ଚିକିରୀ’ ରିଲିଜ ହେବା ମାତ୍ରକେ ଛାଇ ଯାଇଥିଲା । କେବଳ ୨୪ଘଣ୍ଟାରେ ଏହାକୁ…
ଦୁବାଇରେ ଫସି ରହିଛନ୍ତି ଭାରତୀୟ ସେଲିବ୍ରିଟି,ଆସନ୍ତୁ ଜାଣିବା କିଏ କ’ଣ କହିଛନ୍ତି
ଇରାନ ଉପରେ ଇସ୍ରାଏଲ ଏବଂ ଆମେରିକାର ଆକ୍ରମଣ ପରେ, ମଧ୍ୟପ୍ରାଚ୍ୟରେ ଉତ୍ତେଜନା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଏହି ଆକ୍ରମଣରେ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ମୃତ୍ୟୁ ଘଟିଛି। ଇରାନ ସାଉଦି ଆରବ ଏବଂ ଦୁବାଇରେ ଥିବା ସ୍ଥାନ, ଏବଂ କତାର, ଇରାକ ଏବଂ ବାହାରିନରେ ଥିବା ଇସ୍ରାଏଲ…
ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବେ ସୁପରଷ୍ଟାର ଥାଲାପତି ବିଜୟ
ତାମିଲ ସିନେମାର ସୁପରଷ୍ଟାର ଥାଲାପତି ବିଜୟ ବର୍ତ୍ତମାନ ବିବାଦରେ ଘେରି ରହିଛନ୍ତି। ତାଙ୍କର ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନ ସବୁବେଳେ ଖବରର ଶିରୋନାମା ପାଲଟିଛି। ପ୍ରଥମେ, ତାଙ୍କ ଫିଲ୍ମ ଜନ ନାୟାଗନକୁ ନେଇ ବିବାଦ ଥିଲା, ଏବଂ ଏବେ ତାଙ୍କର ୨୭ ବର୍ଷ ପୁରୁଣା ବୈବାହିକ ଜୀବନ ଭାଙ୍ଗିବାକୁ…
ଏହି ଷ୍ଟାରଙ୍କ ପାଇଁ ଏକ୍ସଟ୍ରା ମ୍ୟାରିଟାଲ ଆଫେୟାର୍ସ ହେଲା ଛାଡ଼ପତ୍ରର କାରଣ ,ସୋସିଆଲ ମିଡିଆରେ ବିଭିନ୍ନ କଳ୍ପନା…
ଥଲାପତି ବିଜୟଙ୍କ ପତ୍ନୀ ସଙ୍ଗୀତା ସୋରନାଲିଙ୍ଗମ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। କାରଣ ହେଉଛି ଅଭିନେତାଙ୍କ ଏକ୍ସଟ୍ରା ମ୍ୟାରିଟାଲ ଆଫେୟାର୍ସ ଚାଲିଛି। ଏହି ଖବର ସାମ୍ନାକୁ ଆସିବା ପରଠାରୁ, ସୋସିଆଲ ମିଡିଆରେ ବିଭିନ୍ନ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି…
ଦି କେରଳ ଷ୍ଟୋରି ୨- ଗୋଜ୍ ବିୟଣ୍ଡ’ ଚଳଚ୍ଚିତ୍ରର ମୁକ୍ତିଲାଭ ଉପରେ ରୋକ ଲଗାଇଲେ କେରଳ ହାଇକୋର୍ଟ
ଦି କେରଳ ଷ୍ଟୋରି ୨- ଗୋଜ୍ ବିୟଣ୍ଡ’ ଚଳଚ୍ଚିତ୍ରର ମୁକ୍ତିଲାଭ ଉପରେ କେରଳ ହାଇକୋର୍ଟ ଅନ୍ତରୀଣ ସ୍ଥଗିତାଦେଶ ଲଗାଇଛନ୍ତି । ଉକ୍ତ ଚଳଚ୍ଚିତ୍ରକୁ ସେନ୍ସର ବୋର୍ଡ ସାର୍ଟିଫିକେଟ ଦେବାବେଳେ ଠିକ୍ଭାବେ ବିଚାର କରି ନ ଥିବା ଅନୁଧ୍ୟାନରୁ ଜଣାପଡ଼ିଥିବା ଜଷ୍ଟିସ୍ ବେଚୁ କୁରିଅନ୍ ଥୋମାସ୍…
ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା
ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏପର୍ଯ୍ୟନ୍ତ ପ୍ରଶଂସକମାନେ କେବଳ ରିଲ୍ ଲାଇଫ୍ରେ ସେମାନଙ୍କୁ ଏକାଠି ଦେଖି ଖୁସି ଥିଲେ, କିନ୍ତୁ ଶେଷରେ, ଏହି ପ୍ରଶଂସକ-ପ୍ରିୟ ଯୋଡି ଏବେ ରିଅଲ ଲାଇଫରେ ଏକାଠି ହୋଇଛନ୍ତି। ସେମାନେ ଉଦୟପୁରରେ ସକାଳ ୧୦;୧୦ରେ…
ଆନୁଷ୍ଠାନିକ ଭାବରେ ବିବାହ ତାରିଖ ଘୋଷଣା କଲେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ କପଲ ରଶ୍ମିକା ମନ୍ଦାନା ଏବଂ…
ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ କପଲ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା । ସେମାନଙ୍କ ସମ୍ପର୍କ ଏବଂ ବିବାହକୁ ନେଇ ବହୁତ ଦିନ ଧରି ଚର୍ଚ୍ଚା ହେଉଛି । ସୂଚନା ଥିଲା ଯେ ଫେବୃଆରୀ ୨୬ ତାରିଖରେ ଉଦୟପୁରରେ ଏକ ବ୍ୟକ୍ତିଗତ ଭାବରେ ବିବାହ କରିବାକୁ ଯାଉଛନ୍ତି। ହେଲେ ଏବେ ଏହି…
ଏହି କାରଣରୁ ପୁଣି ଥରେ ହସ୍ପିଟାଲରେ ଭର୍ତି ହେଲେ ଅଭିନେତ୍ରୀ ଏବଂ ୟୁଟ୍ୟୁବର ଦୀପିକା କକ୍କର
"ସସୁରାଲ ସିମର କା" ଫେମ୍ ଅଭିନେତ୍ରୀ ଏବଂ ୟୁଟ୍ୟୁବର ଦୀପିକା କକ୍କର ପୁଣି ଯନ୍ତ୍ରଣା ଅନୁଭବ କରୁଛନ୍ତି। ଲିଭର କ୍ୟାନସର ଚିକିତ୍ସା ପରେ, ତାଙ୍କର ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଛି। ଦୀପିକା ହଠାତ୍ ପେଟରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ। ଯାହା ଫଳରେ ତାଙ୍କୁ ହସ୍ପିଟାଲ ଯିବାକୁ…
‘ଟକ୍ସିକ୍’ର ଟିଜର ରିଲିଜ୍
ଆକ୍ସନ-ଆଡଭେଞ୍ଚର କନ୍ନଡ଼ ଫିଲ୍ମ ‘ଟକ୍ସିକ୍’ର ଟିଜର ଆଜି ରିଲିଜ୍ ହୋଇଛି । ଏହି ଟିଜରକୁ ଦେଖିବା ପରେ ଏମିତି ମନେ ହେଉଛି ଯେପରି ସୁପରଷ୍ଟାର ୟଶ ତାଙ୍କ ଫ୍ୟାନ୍ସଙ୍କୁ ଇମ୍ପ୍ରେସ୍ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ଏହି ଟିଜର ରିଲିଜ ହେବା ପରେ ଅଭିନେତାଙ୍କ ଟକ୍ସିକ୍ ଲୁକ୍ ଏବଂ…
ବଡ଼ ଘର ତୁମ ବ୍ୟକ୍ତିତ୍ୱ କିମ୍ବା ରାତିରେ ତୁମ ନିଦକୁ ପରିବର୍ତ୍ତନ କରିପାରେ ନାହିଁ – ସୁପରଷ୍ଟାର ସଲମାନ ଖାନ
ସଲମାନ ଖାନ ବଲିଉଡର ବଡ ସୁପରଷ୍ଟାର । ବହୁ ପ୍ରତିକ୍ଷୀତ ଫିଲ୍ମ ‘ବ୍ୟାଟଲ ଅଫ୍ ଗଲୱାନ’ର ରିଲିଜ୍କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି । ଅପୂର୍ବ ଲଖିୟାଙ୍କ ଏହି ଫିଲ୍ମରେ ଚିତ୍ରାଙ୍ଗଦା ସିଂହ ତାଙ୍କ ଯୋଡି ଜମିବ। ଏହାରି ମଧ୍ୟରେ ଦୁବାଇରେ ଏକ କାର୍ଯ୍ୟକ୍ରମରେ ଫ୍ୟାନ୍ଙ୍କୁ ଚକିତ କରିଛନ୍ତି…