Trending
- ଜନଗଣନା କର୍ମଚାରୀଙ୍କୁ ଆକ୍ରମଣ,କାମାକ୍ଷାନଗର ଏନଏସି ତିନି ନମ୍ବର ୱାର୍ଡ ମହିମାନଗର ସାହିରେ ଘଟିଛି ଘଟଣା।
- ଏସ୍ସିବି ମେଡିକାଲ ବିଲ୍ଡିଙ୍ଗରୁ ଖସିଲା ସିଲିଂ,କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ପୂର୍ତ୍ତ ବିଭାଗ
- ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦିନ ୧୧ଟାରୁ ୩ଟା ଯାଏଁ ଜନଗଣନା କରିବେନି ଜନଗଣନା ଅଧିକାରୀ
- ପହଲଗାମ ନରସଂହାରକୁ ପୂରିଲା ବର୍ଷେ: ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇବ ନାହିଁ ଭାରତ, ‘ଅପରେସନ ସିନ୍ଦୂର’ର ସେହି ସଂକଳ୍ପକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ
- ଆଜି ବସୁଛି ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୯ରୁ ଅଧିକ ପ୍ରସ୍ତାବ ଉପରେ ଲାଗିପାରେ ମୋହର
- ୨୮ ଫେବୃଆରୀରୁ ୯ ଏଲପିଜି ଓ ୧ ଅଶୋଧିତ ତୈଳ ଜାହାଜ ସୁରକ୍ଷିତ ଭାବେ ହର୍ମୁଜ୍ ପ୍ରଣାଳୀ ପାର କରିଛି
- ପହଲଗାମ ଆକ୍ରମଣର ପ୍ରଥମ ବାର୍ଷିକୀ ପୂର୍ବରୁ ଭାରତୀୟ ସେନା ସେୟାର କରିଛି ଏକ ଗୁରୁତ୍ୱପୂର୍ଣ୍ଣ ପୋଷ୍ଟ
- ମହିଳାଙ୍କୁ ଖରାପ ଚାଟିଂ ଏବଂ ଫୋନ୍ କରି ଅଶାଳୀନ ବ୍ୟବହାର କରିବା ଅଭିଯୋଗରେ ଖଣ୍ଡପଡ଼ା SDPOଙ୍କୁ ବଦଳି
- ଆସନ୍ତାକାଲି ବିଜେପିର ବିଶାଳ ମହିଳା ଜନଆକ୍ରୋଶ ସମାବେଶ,ଅପରାହ୍ଣ ୪ଟାରୁ ପ୍ରଦର୍ଶନୀ ପଡ଼ିଆରୁ ଲୋୟର ପିଏମଜି ଯାଏଁ ବିଶାଳ ରାଲି
- ‘ଫାଇଟର’ ସିକ୍ସେଲ ଆଣିବା ପାଇଁ ଆଗଧାଡ଼ିର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କର ଯୋଜନା କରିଥିବା ଜଣାପଡ଼ିଛି
Browsing Category
Business
All business-related news will news will upload
ଏସବିଆଇ ପକ୍ଷରୁ ଅନଲାଇନ ଋଣ ସୁବିଧାର ଶୁଭାରମ୍ଭ
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ) ପକ୍ଷରୁ ଏହାର ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ଓ ୟୋନୋ ଆପ ମାଧ୍ୟମରେ ମ୍ୟୁଚୁଆଲ୍ ଫଣ୍ଡ ବଦଳରେ ଅନଲାଇନ୍ ଋଣ ସୁବିଧାର ଶୁଭାରମ୍ଭ କରାଯାଇ ଗ୍ରାହକମାନଙ୍କୁ ଡିଜିଟାଲ୍ ସଶକ୍ତ କରାଯାଇଥିବା ବେଳେ ସେମାନଙ୍କ ଲାଗି ସୁବିଧାରେ ବୃଦ୍ଧି କରାଯାଇଛି । ଏହି ଡିଜିଟାଲ୍…
ମୁମ୍ବାଇରେ ଆଇଏନ୍ଏସ୍ ଟାୱାର ଉଦ୍ଘାଟିତ
ଇଣ୍ଡିଆନ ନ୍ୟୁଜପେପର ସୋସାଇଟି (ଆଇଏନଏସ)ର ମୁମ୍ବାଇସ୍ଥିତ କାର୍ଯ୍ୟାଳୟ ଆଇଏନ୍ଏସ୍ ଟାୱାରକୁ ଆଜି ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିଛନ୍ତି। ପରିବର୍ତ୍ତିତ ପରିସ୍ଥିତିରେ ଏହି ନୂଆ କାର୍ଯ୍ୟାଳୟ ଆଇଏନ୍ଏସ୍ ସଦସ୍ୟମାନଙ୍କର ଆବଶ୍ୟକତାକୁ…
ଶେୟାର ବଜାର ବୃଦ୍ଧି
ଶେୟାର ବଜାରର ନିବେଶକ ଓ ପୁଞ୍ଜିବଜାର କାରବାରରେ ଅଭିବୃଦ୍ଧି ହୋଇଛି। ଏପରିକି ଚଳିତ ସପ୍ତାହର ଶେଷ ଦିନର ଫଳାଫଳ ଅନୁଯାୟୀ ଉଭୟ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ) ଏବଂ ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ)ର ନିବେଶକ ପ୍ରାୟ ୧.୨ଲକ୍ଷ କୋଟି ଟଙ୍କା ପୁଞ୍ଜି ବଜାରରେ ଯୋଡ଼ିଛନ୍ତି।…
ଲାଭାର ନୂତନ ଉତ୍ପାଦ
ଲାଭା ବ୍ଲେଜ୍ ଏକ୍ସ’ର ସର୍ବଭାରତୀୟ ଉନ୍ମୋଚନ (ଲଞ୍ଚିଂ) ନିକଟରେ ହୋଇଯାଇଛି। ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ମଡେଲ ସ୍ମାର୍ଟଫୋନ ସେଗ୍ମେଣ୍ଟ୍ର ପ୍ରଥମ କର୍ଭଡ ଆମୋଲେଡ୍ ଡିସ୍ପ୍ଲେ ସହ ଆସୁଛି। ବିଶେଷକରି ଏହା ଦୁଇଟି ଆକର୍ଷଣୀୟ ରଙ୍ଗ ଷ୍ଟାରଲାଇଟ୍ ପର୍ପଲ ଓ ଟାଇଟାନିୟମ ଗ୍ରେ’…
ଆସନ୍ତା ୨୫ ତାରିଖରେ ବଜେଟ୍ ଉପସ୍ଥାପନ ହେବ – ମୁଖ୍ୟମନ୍ତ୍ରୀ ମୋହନ ମାଝି
ବଜେଟକୁ ନେଇ ଶେଷ ହେଲା ସରକାରଙ୍କ ବୈଠକ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚଳିତ ବଜେଟ ପ୍ରସ୍ତୁତି ପାଇଁ ବୈଠକ ହୋଇଯାଇଛି । ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝି କହିଛନ୍ତି, ଆସନ୍ତା ୨୫ ତାରିଖରେ ୨୦୨୪ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ ହେବ। ସମସ୍ତଙ୍କ ଆଶା,…
ସାଉଦି ଆରବ ବିକ୍ରି କଲା ଆରାମକୋ ସେୟାର
ସାଉଦି ଆରବର ଜାତୀୟ ତୈଳ କମ୍ପାନୀ ଆରାମକୋ ଅତିରିକ୍ତ ସେୟାର ବିକ୍ରି ପରେ ୧୨ ବିଲିୟନ ଡଲାର ପାଇଛି । ଏହି ଯୋଜନାକୁ ସାଉଦି ଆରବ ସରକାରଙ୍କ ପ୍ରୟାସ ଭାବରେ ଦେଖାଯାଉଛି, ଯାହା ଅଧୀନରେ ଏହା ନିଜର ଅର୍ଥନୀତିରେ ବିବିଧତା ଆଣିବାକୁ ଚାହୁଁଛି । ୨୦୧୯ରେ ଆରାମକୋର ସେୟାର ବିକ୍ରି ପାଇଁ…
ଗ୍ରସେରୀ ମାର୍କେଟରେ ଏଣ୍ଟ୍ରି କରିବ ଓଲା
ଖୁବ ଶୀଘ୍ର ଗ୍ରସେରୀ ମାର୍କେଟରେ ଏଣ୍ଟ୍ରି କରିବ Ola । ଓପେନ୍ ନେଟୱାର୍କ ଫର୍ ଡିିଜିଟାଲ କମର୍ସ(ONDC) ମାଧ୍ୟମରେ Ola ଗ୍ରସେରୀ ମାର୍କେଟରେ ଏଣ୍ଟ୍ରି କରିବ । ଭାରତରେ ଗ୍ରୋସେରୀ ଡେଲିଭେରୀ ମାର୍କେଟ ଦୃତ ଗତିରେ ଏହାର କାୟା ବିସ୍ତାର କରୁଛି । ଦିଲ୍ଲୀ NCR ସମେତ ମେଟ୍ରୋ ସିଟିରେ ଏଭଳି…
ଓଡ଼ିଶାରେ ହେବ ପାୱାର ପ୍ଲାଣ୍ଟ
ଓଡ଼ିଶାରେ ଆଉ ଏକ ନୂଆ ପାୱାର ପ୍ଲାଣ୍ଟ ସ୍ଥାପନ ହେବାକୁ ଯାଉଛି। ସିଙ୍ଗାରେନି କଲିଅରିଜ୍ କମ୍ପାନି ଲିମିଟେଡ୍ (ଏସ୍ସିସିଏଲ୍) ଏହି ପ୍ଲାଣ୍ଟ ସ୍ଥାପନ କରିବା ଉପରେ ବିଚାର କରୁଛି। କମ୍ପାନିକୁ ଛେଣ୍ଡିପଦାରେ ଆବଣ୍ଟନ କରାଯାଇଥିବା ନଇନି କୋଇଲା ଖଣି ପାଖାପାଖି ଅଞ୍ଚଳରେ ସେହି ପ୍ଲାଣ୍ଟକୁ…
ଏହି ଦିନ ହେବ ଆମାଜନ ପ୍ରାଇମ ଡେ ବା ଏପିଡିର ୮ମ ସଂସ୍କରଣର ଶୁଭାରମ୍ଭ
ଆମାଜନ ଇଣ୍ଡିଆର ବହୁ ପ୍ରତୀକ୍ଷିତ ସେଲ୍ ‘ଆମାଜନ ପ୍ରାଇମ ଡେ ବା ଏପିଡିର ୮ମ ସଂସ୍କରଣର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି ସେଲ ୨୦୨୪ ଜୁଲାଇ ୨୦ ରାତି ୧୨ ଘଟିକାରୁ ଆରମ୍ଭ ହୋଇ ଜୁଲାଇ ୨୧ ରାତି ୧୧ଟା ୫୯ ମିନିଟ ପର୍ଯ୍ୟନ୍ତ ଚାଲିବ। ସେହିଭଳି ଭାରତରେ ଦୁଇଦିନ ଧରି…
ଏଫ୍ଏସ୍ଏସ୍ଏଆଇ ନୂଆ ନିୟମ ଆଣିବ
ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ(ଏଫ୍ଏସ୍ଏସ୍ଏଆଇ) ପ୍ୟାକେଜ ଖାଦ୍ୟ ସାମଗ୍ରୀ ବିକ୍ରୟ କରୁଥିବା କମ୍ପାନୀଗୁଡିକ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିବାକୁ ନିଷ୍ପତ୍ତି ନେଇଛି। ବୋଲ୍ଡ ଅକ୍ଷରରେ ପ୍ୟାକେଜ ଖାଦ୍ୟ ପଦାର୍ଥରେ ଲୁଣ, ଚିନି ଏବଂ ସାଚୁରେଟେଡ୍ ଫ୍ୟାଟ୍ ବିଷୟରେ…