Browsing Category

Business

All business-related news will news will upload

ଓବରୟ ପରିବାରରେ ଝଗଡ଼ା

ଓବରୟ ଓ ଟ୍ରାଇଡେଣ୍ଟ ଭଳି ହୋଟେଲ୍‌ ଶୃଙ୍ଖଳାର ମାଲିକାନା ରଖିଥିବା ଓବରୟ ପରିବାରରେ ସମ୍ପତ୍ତିକୁ ନେଇ ଝଗଡ଼ା ଆରମ୍ଭ ହୋଇଛି। ସ୍ବର୍ଗତ ପିଆରଏସ୍‌ ଓବରୟଙ୍କ ଝିଅ ଅାନାସ୍ତାସିୟା ଓବରୟ ନିଜ ଭାଇ ବିକ୍ରମଜିତ ଓବରୟ, ଭଉଣୀ ନତାଶା ଓବରୟ ଓ ପୁତୁରା ଅର୍ଜୁନ ଓବରୟଙ୍କ ବିରୋଧରେ ଦିଲ୍ଲୀ…

ବୈଷୟିକ ସମସ୍ୟା ଉପୁଜିବା ହେତୁ ମୁମ୍ବାଇରୁ ଦୋହା ଅଭିମୁଖେ ଉଡ଼ାଣ ଭରିବାକୁ ଥିବା ବିମାନ ବାତିଲ୍‌

ବାରମ୍ବାର ବୈଷୟିକ ସମସ୍ୟା ଉପୁଜିବା ହେତୁ ମୁମ୍ବାଇରୁ ଦୋହା ଅଭିମୁଖେ ଉଡ଼ାଣ ଭରିବାକୁ ଥିବା ୬ଇ୧୩୦୩ ବିମାନକୁ ୫ ଘଣ୍ଟା ବିଳମ୍ବ ପରେ ବାତିଲ୍‌ କରାଯାଇଛି। ବିମାନଟିକୁ ଉଡ଼ାଣ ଭରିବା ପାଇଁ ବିଭିନ୍ନ ପ୍ରକାରର ଚେଷ୍ଟା କରାଯିବା ସତ୍ତ୍ବେ ଏଥିରେ ସଫଳ ନହେବାରୁ ‌ଶେଷରେ ବିମ‌ାନ ବିତିଲ୍‌…

ଆସନ୍ତା ବର୍ଷ ଶେଷ ସୁଦ୍ଧା ୯୦ ହଜାର ଛୁଇଁବ ସୁନା

ସୁନା ଦର ପୁଣି ଥରେ ରେକର୍ଡ ସ୍ତରରେ ପହଞ୍ଚିଛି। ଆମେରିକୀୟ ଫେଡେରାଲ ରିଜର୍ଭ ଦ୍ୱାରା ସୁଧ ହାର ହ୍ରାସ ଆଶା ବଢ଼ୁଥିବା ବେଳେ ଗୁରୁବାର ସୁନା ଦର ୧ ପ୍ରତିଶତରୁ ଅଧିକ ବୃଦ୍ଧି ପାଇ ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଆନ୍ତର୍ଜାତିକ ବଜାରରେ ସ୍ପଟ୍ ସୁନା ୧.୬ ପ୍ରତିଶତ ବୃଦ୍ଧି ପାଇ…

ଫେରୁଛି ଫୋର୍ଡ କମ୍ପାନି

ଆମେରିକୀୟ ଅଟୋମୋବାଇଲ କମ୍ପାନି ଫୋର୍ଡ ଏହାର ତାମିଲନାଡ଼ୁର ଚେନ୍ନାଇ ନିକଟ କାରଖାନାକୁ ପୁନର୍ବାର ଚାଲୁ କରିବ। ରପ୍ତାନି ଉଦ୍ଦେଶ୍ୟରେ କମ୍ପାନି ଏଠାରୁ କାର୍‌ ଉତ୍ପାଦନ କରିବ। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ ଆମେରିକାରେ କମ୍ପାନି କର୍ତ୍ତୃପକ୍ଷଙ୍କୁ ଭେଟିବାର ଦୁଇଦିନ ପରେ…

ଆସନ୍ତା ୨୧ ତାରିଖରେ ପ୍ରଦାନ କରାଯିବ ‘ଓଡ଼ିଶା ଜର୍ନାଲିଜିମ୍‌ ଆଓ୍ବାର୍ଡ’

ପଲ୍ଲୀବାଣୀ ମିଶନ ପକ୍ଷରୁ ପ୍ରତିଭାସମ୍ପନ୍ନ ସାମ୍ବାଦିକମାନଙ୍କୁ ଦିଆଯାଉଥିବା ‘ଓଡ଼ିଶା ଜର୍ନାଲିଜିମ୍‌ ଆଓ୍ବାର୍ଡ’ର ଷଷ୍ଠ ସଂସ୍କରଣ ଆସନ୍ତା ୨୧ ତାରିଖରେ ପ୍ରଦାନ କରାଯିବ। ନୂଆଦିଲ୍ଲୀର ଲୋଧିରୋଡ୍‌ସ୍ଥିତ ସାଇ ଇଣ୍ଟରନ୍ୟାଶନାଲ ସଭାଗୃହରେ ଏନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି…

ବଢ଼ିଲା ଖୁଚୁରା ମୁଦ୍ରାସ୍ଫୀତି

ଚଳିତବର୍ଷ ଅଗଷ୍ଟ ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାର ୪ ପ୍ରତିଶତରୁ କମ୍‌ ରହିଛି। ଜୁଲାଇ ତୁଳନାରେ ଅଗଷ୍ଟରେ ଏହି ହାରରେ  ବୃଦ୍ଧି ଘଟିଛି। ଜୁଲାଇରେ ଏହି ହାର ୩.୫୪ ପ୍ରତିଶତ ରହିଥିବାବେଳେ ଅଗଷ୍ଟରେ ୩.୬୫ ପ୍ରତିଶତ ରହିଛି। ଗତ ୫ ବର୍ଷ ମଧ୍ୟରେ ଖୁଚୁରା ମୁଦ୍ରାସ୍ଫୀତିର ଏହା ହେଉଛି ଦ୍ୱିତୀୟ…

ଆଦାନୀ ହାତକୁ ଗଲା ଗୋପାଳପୁର ବନ୍ଦର

ଶେଷ ହୋଇଛି କ୍ୟାବିନେଟ ବୈଠକ । ରାଜ୍ୟ କ୍ୟାବିନେଟ୍‌ରେ ବସିଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ୩ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । ସୂଚନା ଅନୁଯାୟୀ, ଲୋକସେବା ଭବନରେ ବସିଥିବା ଏହି ବୈଠକରେ ୩ଟି…

ବଜାରରେ ସ୍କୋଡାର ଅଲ୍‌ ନ୍ୟୁ ମଣ୍ଟେ କାର୍ଲୋ

ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ ନ୍ୟୁ ସ୍କୋଡା ମଣ୍ଟେ କାର୍ଲୋର ଅନାବରଣ ସର୍ବଭାରତୀୟ ସ୍ତରରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଏହି ମଡେଲ ନିକଟରେ ବଜାର ପ୍ରବେଶ ହୋଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଟ୍ରିନିଟି ସ୍କୋଡା ଭୁବନେଶ୍ୱର…

ଟୋଲ୍‌ ପ୍ଲାଜାରେ ଆଉ ଅଟକିବନି ଗାଡ଼ି

ଦେଶରେ ଗାଡ଼ିଗୁଡ଼ିକରୁ ସାଟେଲାଇଟ୍‌ ଆଧାରିତ ଟୋଲ୍‌ ଆଦାୟ ବ୍ୟବସ୍ଥାକୁ ମଞ୍ଜୁରି ମିଳିଯାଇଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ଜାତୀୟ ରାଜପଥ ଫି ନିୟମରେ ପରିବର୍ତ୍ତନ ଆଣିଛନ୍ତି। କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ, ଟୋଲ୍‌ ଆଦାୟ ପାଇଁ ବର୍ତ୍ତମାନ ଗ୍ଲୋବାଲ ନାଭିଗେସନ…

୨୦୨୭ ସୁଦ୍ଧା ବିଶ୍ବର ପ୍ରଥମ ଟ୍ରିଲିୟନେୟାର ହେବେ ଏଲୋନ୍ ମସ୍କ

ଦୁବାଇ ସ୍ଥିତ ଇନଫର୍ମା କନେକ୍ଟ ଏକାଡେମିର ଏକ ନୂତନ ରିପୋର୍ଟ ଅନୁଯାୟୀ ଟେସଲା ସିଇଓ ଏଲୋନ୍ ମସ୍କ ୨୦୨୭ ସୁଦ୍ଧା ବିଶ୍ବର ପ୍ରଥମ ଟ୍ରିଲିୟନେୟାର ହେବା ଦୌଡ଼ରେ ଅଛନ୍ତି।ତାଙ୍କ ସଂପତ୍ତି ବାର୍ଷିକ ୧୧୦%ରୁ ଅଧିକ ବୃଦ୍ଧି ପାଇବା ସହିତ ବ୍ଲୁମବର୍ଗର ବିଲିୟନେୟାର ସୂଚକାଙ୍କ ଅନୁଯାୟୀ ମସ୍କଙ୍କ…