ଷ୍ଟକ୍ ଏକ୍ସଚେଞ୍ଜରେ ଖୁସିର ଲହରି ଖେଳିଯାଇଛି । ଆଜିର ଟ୍ରେଡରେ ମିଡ୍ କ୍ୟାପ୍ ଏବଂ ସ୍ମଲ କ୍ୟାପ୍ ଶେୟାରରେ ବୃଦ୍ଧି ଦେଖିବାକୁ ମିଳିଥିଲା । ବଜାର ବନ୍ଦ ହେବା ପୂର୍ବରୁ BSE ସେନସେକ୍ସ ୫୮୪ ପଏଣ୍ଟ ବୃଦ୍ଧି ପାଇ ୮୧, ୬୩୪ ଏବଂ NSE ନିଫ୍ଟି ୨୪୦ ପଏଣ୍ଟ ବୃଦ୍ଧି ପାଇ ୨୫, ୦୧୩ରେ ସ୍ଥିର ରହିଛି ।ଆଜିର ଟ୍ରେଡରେ ମିଡକ୍ୟାପ୍ ଷ୍ଟକ୍ସରେ ବଡ଼ କ୍ରୟ ଦେଖିବାକୁ ମିଳିଥିଲା । ନିଫ୍ଟିର ମିଡକ୍ୟାପ୍ ଇଣ୍ଡେକ୍ସ ୧୨୩୫ ପଏଣ୍ଟ ବୃଦ୍ଧି ସହ ୫୮, ୫୩୫ ପଏଣ୍ଟରେ ବନ୍ଦ ହୋଇଥିଲା । ସେହିପରି ନିଫ୍ଟି ସ୍ମଲକ୍ୟାପ୍ ଇଣ୍ଡେକ୍ସ ୩୭୪ ପଏଣ୍ଟ ବା ୨.୦୫% ବୃଦ୍ଧି ସହ ୧୮, ୬୧୭ ପଏଣ୍ଟରେ ବନ୍ଦ ହୋଇଥିଲା । ବ୍ୟାଙ୍କି, ଅଟୋ, ଆଇଟି, ଫାର୍ମା ଏଫଏସିଜି, ରିୟଲ ଇଷ୍ଟେଟ, ଏନର୍ଜି ଇନଫ୍ରା, କନଜ୍ୟୁମର ଡ୍ୟୁରେବଲ୍ସ,ହେଲଥ କେୟାର ଏବଂ ତୈଳ ଓ ଗ୍ୟାସ୍ ସେକ୍ଟରରେ ବଜାର ବିପୁଳ ଲାଭ ସହ ବନ୍ଦ ହୋଇଥିଲା ।
Trending
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
- ୨୦ ଦିନ ଧରି ଅନଶନରେ ଥିବା ଶିକ୍ଷା ଓ ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଉଠାଇ ନେଲା ପୋଲିସ
- ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ମାମଲା: ମିଳିଛି ଡିଜିଟାଲ ଏଭିଡେନ୍ସ
- ଚିଲିକାରେ ଅନନ୍ୟ ‘ଜଳ ରଥଯାତ୍ରା’ , ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ
Prev Post
Next Post