Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Browsing Category
Business
All business-related news will news will upload
ଚଳିତ ମାସ ୧୫ରେ ଆରମ୍ଭ କରାଯାଇଥିବା ବର୍ଷିକିଆ ଫାସ୍ଟ୍ୟାଗ୍ ପାସ୍ ବେଶ୍ ଗ୍ରହଣୀୟ, ଚାରି ଦିନରେ ୫ ଲକ୍ଷ ପାସ୍…
ଚଳିତ ମାସ ୧୫ରେ ଆରମ୍ଭ କରାଯାଇଥିବା ବର୍ଷିକିଆ ଫାସ୍ଟ୍ୟାଗ୍ ପାସ୍ ବେଶ୍ ଗ୍ରହଣୀୟ ହୋଇଛି। ମାତ୍ର ଚାରି ଦିନରେ ୫ ଲକ୍ଷ ପାସ୍ ଜାରି କରାଯାଇଛି। ତାମିଲନାଡ଼ୁରେ ସର୍ବାଧିକ ପାସ୍ ଜାରି କରାଯାଇଥିବା ବେଳେ ତା’ପଛକୁ ରହିଛନ୍ତି କର୍ଣ୍ଣାଟକ ଓ ହରିୟାଣା। ତାମିଲନାଡ଼ୁ, କର୍ଣ୍ଣାଟକ ଓ…
ଡିଜିଟାଲ କାରବାର ବୃଦ୍ଧିର ଅନ୍ୟ ଏକ ଲାଭ , ହ୍ରାସ ପାଇଛି ଚିରାଫଟା ନୋଟ୍ ସଂଖ୍ୟା
ଦେଶରେ ଡିଜିଟାଲ କ୍ରାନ୍ତି ଆସିବା ଫଳରେ ୟୁପିଆଇ ଜରିଆରେ ଅଧିକ କାରବାର ହେଉଛି। ରିଜର୍ଭ ବ୍ୟାଙ୍କର ଡିଜିଟାଲ କାରବାର ବୃଦ୍ଧିର ଅନ୍ୟ ଏକ ଲାଭ ମଧ୍ୟ ମିଳିଛି। ତାହା ହେଲା ଚିରାଫଟା ନୋଟ୍ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ୨୦୨୪-୨୫…
ଓଲା ଆଣିଲା ଆଡଭାନ୍ସଡ୍ ଡ୍ରାଇଭର୍ ଆସିଷ୍ଟାନ୍ସ ସିଷ୍ଟମ୍ ସମ୍ପନ୍ନ ସ୍କୁଟର
ଭାରତରେ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନର ଲୋକପ୍ରିୟତା ନିରନ୍ତର ବୃଦ୍ଧି ପାଉଛି। ଲୋକମାନେ ଏବେ ପେଟ୍ରୋଲ ଚାଳିତ ଯାନ ଅପେକ୍ଷା ଇଲେକ୍ଟ୍ରିକ୍ ସ୍କୁଟରକୁ ଅଧିକ ପସନ୍ଦ କରୁଛନ୍ତି। ଏହି ଧାରା ଦେଖି, ଓଲା ଇଲେକ୍ଟ୍ରିକ ନୂତନ ଏସ-୧ ପ୍ରୋ ସ୍ପୋର୍ଟ ମଧ୍ୟ ଲଞ୍ଚ କରିଛି। ବିଶେଷ କଥା ହେଉଛି ଏହା ଦେଶର…
୨ଟି ସ୍ଲାବରେ ହେବ ଜିଏସଟି
ସ୍ବାଧୀନତା ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ମୋଦୀ ନିଜର ଲାଲକିଲ୍ଲା ଅଭିଭାଷଣରେ ଜିଏସଟି ବ୍ୟବସ୍ଥାର ସରଳୀକରଣ ବିଷୟରେ ଘୋଷଣା କରିଥିଲେ । ଆସନ୍ତା ଦୀପାବଳି ଅବସରରେ ଏହି ନୂଆ ସ୍ଲାବ ଲାଗୁ ହେବ ବୋଲି ସେ କହିଥିଲେ । ସୂଚନା ଅନୁସାରେ ଜିଏସଟିକୁ ୨ଟି ସ୍ଲାବ ବିଶିଷ୍ଟ କରାଯିବ । ଗୋଟିଏ ହେଉଛି…
ଓଡ଼ିଶା ହେବ ଫାର୍ମା ହବ – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଓଡ଼ିଶାକୁ ଭାରତର ଫାର୍ମାସିଉଟିକାଲ ରାଜଧାନୀ ଭାବେ ପ୍ରତିଷ୍ଠା କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଏକ ହାଇ-ପ୍ରୋଫାଇଲ ଫାର୍ମା କନକ୍ଲେଭ ଆୟୋଜନ କରିବାକୁ ଯୋଜନା କରୁଛନ୍ତି। ଏହି କନକ୍ଲେଭରେ ଜାତୀୟ ଓ ଆନ୍ତର୍ଜାତୀୟ ଔଷଧ ନିର୍ମାତା ସଂସ୍ଥାମାନେ ଅଂଶଗ୍ରହଣ କରିବେ। ୭୯ତମ ସ୍ବାଧୀନତା ଦିବସ…
ଜିଓ ଉପଭୋକ୍ତାମାନେ ଏଶିକି ମାଗଣା ନେଟଫ୍ଲିକ୍ସ ସବସ୍କ୍ରିପସନ୍ ସୁବିଧା ପାଇବେ
ରିଲାଏନ୍ସ ଜିଓ ତାର ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ଏକ ଭଲ ଅଫର ଆଣିଛି। ଏବେ ଜିଓର କିଛି ମନୋନୀତ ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ସହିତ ଉପଭୋକ୍ତାମାନେ ମାଗଣା ନେଟଫ୍ଲିକ୍ସ ସବସ୍କ୍ରିପସନ୍ ମଧ୍ୟ ପାଇବେ। ଏହା ସହିତ, ଉପଭୋକ୍ତାମାନଙ୍କୁ ପୃଥକ ନେଟଫ୍ଲିକ୍ସ ସବସ୍କ୍ରିପସନ୍ ନେବାକୁ ପଡ଼ିବ…
ରାଜ୍ୟର ମୁଦ୍ରାସ୍ଫୀତି ହାର ବିଯୁକ୍ତ ସ୍ତରକୁ ହ୍ରାସ ପାଇଛି
ଦରଦାମ୍ ସ୍ଥିତିରେ ବ୍ୟାପକ ସୁଧାର ଘଟିଛି। ଗତ ଜୁଲାଇରେ ରାଜ୍ୟରେ ବିଭିନ୍ନ ଜିନିଷର ଦର ବଢ଼ିବା ପରିବର୍ତ୍ତେ କମ୍ ହୋଇଛି। ତାହାର ପ୍ରତିଫଳନ ଖୁଚୁରା ମୁଦ୍ରାସ୍ଫୀତି ତଥ୍ୟରେ ଦେଖିବାକୁ ମିଳିଛି। ଅନେକ ଦିନ ପରେ ପ୍ରଥମ ଥର ପାଇଁ ରାଜ୍ୟର ମୁଦ୍ରାସ୍ଫୀତି ହାର ବିଯୁକ୍ତ ସ୍ତରକୁ ହ୍ରାସ ପାଇଛି।…
ସୁନା ଉପରେ କୌଣସି ଶୁଳ୍କ ଲାଗୁ ହେବ ନାହିଁ – ଟ୍ରମ୍ପ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏକ ବଡ଼ ଘୋଷଣା କରିଛନ୍ତି। ଦି ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲର ଏକ ରିପୋର୍ଟ ଅନୁଯାୟୀ, ଟ୍ରମ୍ପ୍ କହିଛନ୍ତି ଯେ, ସୁନା ଉପରେ କୌଣସି ଶୁଳ୍କ ଲାଗୁ ହେବ ନାହିଁ। ପୂର୍ବରୁ, କଷ୍ଟମ୍ସ ଏବଂ ସୀମା ସୁରକ୍ଷା ବିଭାଗ କହିଥିଲା ଯେ, ସୁନା ଉପରେ ଭାରୀ ଟିକସ ଲାଗୁ…
ଆଗତ ହେଲା ସଂଶୋଧିତ ଆୟକର ବିଲ
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଲୋକସଭାରେ ସଂଶୋଧିତ ଆୟକର ବିଲ ଉପସ୍ଥାପନ କରିଛନ୍ତି। ଏହି ନୂତନ ବିଲରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ସିଲେକ୍ଟ କମିଟିର ଅଧିକାଂଶ ସୁପାରିଶ ଅନ୍ତର୍ଭୁକ୍ତ ରହିଛି। ଗତ ସପ୍ତାହରେ ସରକାର ଆୟକର ବିଲ, ୨୦୨୫ ପ୍ରତ୍ୟାହାର କରିବା…
ଓମାନ ସହିତ ଭାରତର ମୁକ୍ତ ବାଣିଜ୍ୟ ରାଜିନାମା ଖୁବ୍ ଶୀଘ୍ର
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇବା ପରେ ଭାରତର ଚିନ୍ତା ବଢ଼ିଯାଇଛି। ଏହାଦ୍ବାରା ଆମେରିକାକୁ ଭାରତର ରପ୍ତାନି ପ୍ରଭାବିତ ହେବ। ଏଭଳି ସ୍ଥିତିରେ ଓମାନ ସହିତ ଭାରତର ମୁକ୍ତ ବାଣିଜ୍ୟ ରାଜିନାମା ଖୁବ୍ ଶୀଘ୍ର ହେବାକୁ ଯାଉଛି। ପୂର୍ବରୁ ଏହି…