ମହାଙ୍ଗା ହେବ ଘର ତିଆରି, ସିମେଣ୍ଟ ବ୍ୟାଗ୍ ପିଛା ଦାମ୍ ୪୦ ଟଙ୍କା ବଢ଼ିପାରେ
ମୌସୁମୀ ଯୋଗୁ ଅଗଷ୍ଟ ମାସରେ ନିର୍ମାଣ କାର୍ଯ୍ୟ କିଛିମାତ୍ରାରେ ପ୍ରଭାବିତ ହୋଇଥିଲା । ଏହି କାରଣରୁ ଅଧିକାଂଶ ସ୍ଥାନରେ ସିମେଣ୍ଟ ଚାହିଦା ବି କମ୍ ରହିଥିଲା। କିନ୍ତୁ ସେପ୍ଟେମ୍ବରରେ ସ୍ଥିତିରେ ସୁଧାର ଆସିପାରେ । ଆଉ ମୂଲ୍ୟରେ ବି ବୃଦ୍ଧି ହୋଇପାରେ । ବ୍ରୋକରେଜ୍ ଫାର୍ମ ନ୍ୟୁଭାମା…