ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ…

ରାଜ୍ୟର ଜିଲ୍ଲା, ଉପଖଣ୍ଡ, ତହସିଲ, ବ୍ଲକ୍ ଏବଂ ସହରାଞ୍ଚଳମାନଙ୍କର ନାମର ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ ତୁରନ୍ତ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏ ସଂକ୍ରାନ୍ତରେ ରାଜସ୍ୱ ଓ…

ବଡ଼ ନୌକା ଦୁର୍ଘଟଣା, ବୁଡ଼ି ଗଲେ ,ବୁଡ଼ିଗଲେ ୧୧୬ ଜଣ ଯାତ୍ରୀ, ଏ ପର୍ଯ୍ୟନ୍ତ ୫୩ ଜଣ ସୁରକ୍ଷିତ ଉଦ୍ଧାର

ଦକ୍ଷିଣ ଆମେରିକୀୟ ଦେଶ ଗୁଏନାରେ ରବିବାର ଏକ ବଡ଼ ନୌକା ଦୁର୍ଘଟଣା ଘଟିଛି। ୧୧୬ ଜଣ ଯାତ୍ରୀ ଓ ଚାଳକଦଳଙ୍କୁ ନେଇ ଯାଉଥିବା ଏକ ଫେରି ସମୁଦ୍ରରେ ଓଲଟିପଡି ବୁଡି ଯାଇଛି। ଦୁର୍ଘଟଣା ପରେ ପରେ ତୁରନ୍ତ ଉଦ୍ଧାର ଅଭିଯାନ ଆରମ୍ଭ କରିଦିଆଯାଇଛି। ଏ ପର୍ଯ୍ୟନ୍ତ ୫୩ ଜଣଙ୍କୁ ସୁରକ୍ଷିତ ସମୁଦ୍ରରୁ…

ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି

ତ୍ରିପୁରା ଡିଜିପି ଅନୁରାଗ ଧନଖଡ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଜୀବନ ହାରିଛନ୍ତି । ଅଫିସ୍ କ୍ୟାବିନ ଭିତରୁ ମୃତଦେହ ଉଦ୍ଧାର କରାଯାଇଥିଲା । ଏହି ଘଟଣା ପରେ ତାଙ୍କୁ ତୁରନ୍ତ ଅଗରତାଲର ଜିବି ହସପିଟାଲରେ ଭର୍ତ୍ତି କରାଯାଇଥିଲ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।…

ଭାରତକୁ ମିଳିଲା ପ୍ରଥମ ଡେଙ୍ଗୁ ଟିକା, ଜାପାନ ଟାକେଡା ଫାର୍ମା ପ୍ରସ୍ତୁତ ଟିକା ‘କ୍ୟୁଡେଙ୍ଗା’କୁ ମଞ୍ଜୁରୀ

ଡେଙ୍ଗୁ ବିରୋଧୀ ଅଭିଯାନରେ ଭାରତକୁ ବଡ଼ ସଫଳତା । ଭାରତକୁ ମିଳିଲା ପ୍ରଥମ ଡେଙ୍ଗୁ ଟିକା । ଜାପାନ ଟାକେଡା ଫାର୍ମା ପ୍ରସ୍ତୁତ ଟିକା ‘କ୍ୟୁଡେଙ୍ଗା’କୁ ମଞ୍ଜୁରୀ । ୪୩ ଦେଶ ପରେ ଭାରତରେ QDENGA ଟିକାକୁ ମିଳିଲା ସବୁଜ ସଙ୍କେତ । ୪ରୁ ୬୦ ବର୍ଷ ବୟସର ବ୍ୟକ୍ତି ନେଇପାରିବେ ଟିକା । ୨୦୨୨ରେ…

ଦୀର୍ଘ ବେଢ଼ ମାସର ରୋମାଞ୍ଚ ମଧ୍ୟରେ ଶେଷ ହୋଇଛି ଫିଫା,ଚାମ୍ପିଅନ୍ ଆଖ୍ୟା ଅର୍ଜନ କଲା ସ୍ପେନ୍

ଦୀର୍ଘ ବେଢ଼ ମାସର ରୋମାଞ୍ଚ ମଧ୍ୟରେ ଶେଷ ହୋଇଛି ଫିଫା ବିଶ୍ଵକପ୍। ଅର୍ଜେଣ୍ଟିନାର ସବୁ ସ୍ୱପ୍ନକୁ ମଉଳାଇ ସ୍ପେନ୍ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଛି । ମେଟ୍ ଲାଲଫ ଷ୍ଟାଡ଼ିୟମରେ ଅନୁଷ୍ଠିତ ଫାଇନଲ୍ ମୁକାବିଲାରେ ଦଳ ୧-୦ ଗୋଲରେ ବିଜୟ ହାସର କରିଥିଲା । ଦୀର୍ଘ ୧୬ ବର୍ଷ ପରେ ସ୍ପେନ୍ ଦ୍ଵିତୀୟ…

ଆସନ୍ତା ୨୩ରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବା ସମ୍ଭାବନା

ରାଜ୍ୟରେ ଏବେ ପାଗ ମୁଖ୍ୟତଃ ଶୁଖିଲା ରହିବ। ମଝିରେ ମଝିରେ କିଛି ସ୍ଥାନରେ ବର୍ଷା ହୋଇପାରେ। ତେବେ ଆସନ୍ତା ୨୩ରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବା ସମ୍ଭାବନା ଅଛି। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱ ବିଦ୍ୟାଳୟର ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ…

ଆଜି ଶ୍ରୀଜିଉଙ୍କ ନବଦିନାତ୍ମକ ଯାତ୍ରାର ପଞ୍ଚମ ଦିନ,ଅଭିମାନୀନି ମହାଲକ୍ଷ୍ମୀ ନନ୍ଦିଘୋଷ ରଥର ଚକ ଭାଙ୍ଗିବେ

ଆଜି ଶ୍ରୀଜିଉଙ୍କ ନବଦିନାତ୍ମକ ଯାତ୍ରାର ପଞ୍ଚମ ଦିନ । ତିଥି ଅନୁଯାୟୀ ଅନୁଷ୍ଠିତ ହେବ ପବିତ୍ର ହେରାପଞ୍ଚମୀ ନୀତି । ଲକ୍ଷ୍ମୀ ଠାକୁରାଣୀଙ୍କୁ ଛାଡ଼ିଦେଇ, ମହାପ୍ରଭୁ ଶ୍ରୀଜଗନ୍ନାଥ ଭଉଣୀ ଭାଇଙ୍କୁ ସାଥୀରେ ଧରି ନବଦିନାତ୍ମକ ଯାତ୍ରା କରିଛନ୍ତି । ତାଙ୍କୁ ସାଙ୍ଗରେ ଆଣି ନ ଥିବାରୁ ଅଭିମାନରେ…

ଆଜି  ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ…

ବିରଜା ପଞ୍ଜିକା ଅନୁସାରେ ଆଜି  ଶ୍ରାବଣ ମାସର ପ୍ରଥମ ସୋମବାର । ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ଦୂର ଦୂରାନ୍ତରୁ ପାଣି ଆଣି କାଉଡ଼ିଆଙ୍କ ଲମ୍ୱାଧାଡ଼ି ବିଭିନ୍ନ ଶୈବ ପୀଠକୁ ଲମ୍ୱିଛି । ଅନେକ…

ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ

ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ । ନୂଆ ଆଇନ ଅନୁଯାୟୀ, ଜାତୀୟ ଗୀତ ‘ବନ୍ଦେ ମାତରମ’ ଗାନ ବେଳେ ଉଦ୍ଦେଶ୍ୟମୂଳକ ଭାବେ ବାଧା ସୃଷ୍ଟି କଲେ କିମ୍ବା ଏହାକୁ ଅପମାନିତ କଲେ ତାହା ଏକ ଦଣ୍ଡନୀୟ ଅପରାଧ ଭାବେ ଗଣା ହେବ । ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ପାଇଁ ଆସୁଛି ମେଗା ବିଲ । UGC ଏବଂ…

ଆଜିର ରାଶିଫଳ

ମେଷ: ଶୁଭଚିନ୍ତକ ବୋଲି ବିବେଚିତ ଲୋକମାନେ ଆପଣଙ୍କ ପଛପଟେ କ୍ଷତି କରିବାକୁ ଚେଷ୍ଟା କରିବେ । ଅଧ୍ୟୟନ ଦୁର୍ବଳ ରହିବ । ଯୁକ୍ତିତର୍କ କିମ୍ବା ବାଦବିବାଦର ଆଶଙ୍କା ରହିବ । ମାନସିକ ଏବଂ ଶାରୀରିକ ଥକ୍କା ଲାଗିବ । ଶୀଘ୍ର ଭୁଲ କରିବାର ସମ୍ଭାବନା ଅଛି । ଆୟ ଏବଂ ଖର୍ଚ୍ଚ ସ୍ୱାଭାବିକ ହେବ ।…