ବାରବାଟୀ ଲଢ଼େଇ ଆଜିଠୁ ଅନ୍‌ଲାଇନ୍‌ ଟିକେଟ୍

ବାରବାଟୀ ଲଢ଼େଇ ପାଇଁ ଆଜିଠୁ ଅନ୍‌ଲାଇନ୍‌ ଟିକେଟ୍ ନେଇପାରିବେ । ଆଜି ଅନଲାଇନରେ ଉପଲବ୍ଧ ହେବ ମ୍ୟାଚ୍ ଟିକେଟ । ଗତ ମ୍ୟାଚ୍ ତୁଳନାରେ ଏଥର ଟିକେ୍‌ଟ ସଂଖ୍ୟା ହ୍ରାସ ପାଇଛି । ଅର୍ଥାତ୍ ୪ହଜାର ପରିବର୍ତ୍ତେ ଏଥର ମାତ୍ର ୨ହଜାର ଟିକେଟ୍‌ ଦର୍ଶକଙ୍କ ପାଇଁ ଅନଲାଇନରେ ଉପଲବ୍ଧ ହେବ । ସେହିପରି…

ରାଶିଫଳ

ମେଷ: ସକାରାତ୍ମକ ଦୃଷ୍ଟିକୋଣରେ ଜରୁରୀ କାମ ପୂରା ହେବ। ଡ଼ାକ୍ତରଙ୍କର ସମାଜରେ ନାମ ଉଚ୍ଚା ରହିବ। କାହାରି ମାମଲାରେ ଦଖଲ ଦିଅନ୍ତୁ ନାହିଁ। ଏକାନ୍ତରେ ଅଧ୍ୟୟନ କରନ୍ତୁ ପଢ଼ିବାରେ ମନ ଲାଗିବ। ‌ ବୃଷ: ପୂର୍ବରୁ କରିଥିବା ନିବେଶର ଲାଭ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର…

ଭାରତ ବିଜୟୀ : କିଙ୍ଗ୍‌ କୋହଲିଙ୍କ ଶତକ , ରୋହିତଙ୍କ ରେକର୍ଡ ଛକା

ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୫୦ ଓଭରରେ ୮ ୱିକେଟ ହରାଇ ୩୪୯ ରନ୍ ସଂଗ୍ରହ କରିଥିଲା। ଏଥିସହ ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ୩୫୦ ରନ୍‌ର ବିଶାଳ ଲକ୍ଷ୍ୟ ମିଳିଥିଲା। ତେବେ ଏତେ ବଡ଼ ସ୍କୋରକୁ ଅତିକ୍ରମ କରିନପାରି ସାଉଥ ଆଫ୍ରିକା ପରାଜୟ ବରଣ କରିଛି । ବିରାଟ କୋହଲି ୧୨୦ ବଲ୍‌ରେ ୧୩୫…

ରାହୁଲ, ସୋନିଆଙ୍କ ସହ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ

ନ୍ୟାସନାଲ ହେରାଲ୍ଡ ମାମଲାରେ ନୂଆ ଏଫଆଇର ରୁଜୁ କଲା ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖା ।  ରାହୁଲ, ସୋନିଆଙ୍କ ସହ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ଦିଲ୍ଲୀ ପୁଲିସର ଇଓଡବ୍ଲ୍ୟୁ। ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଅପରାଧିକ ଷଡ଼ଯନ୍ତ୍ରର ଅଭିଯୋଗ ଲଗାଯାଇଛି । ୯୮୮…

ଗୋଟିଏ ଦିନରେ ବିଜେଡି ସମର୍ଥିତ ୩ ଜଣ ବ୍ଲକ୍‌ ଅଧ୍ୟକ୍ଷ ଦଳରୁ ଇସ୍ତଫା ଦେଲେ

ଗୋଟିଏ ଦିନରେ ବିଜେଡି ସମର୍ଥିତ ୩ ଜଣ ବ୍ଲକ୍‌ ଅଧ୍ୟକ୍ଷ ଦଳରୁ ଇସ୍ତଫା ଦେଇଛନ୍ତି । ପ୍ରଥମେ ବନ୍ତ ବ୍ଲକ୍‌ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ ଇସ୍ତଫା ଦେଇଥିଲେ । ବିଜେଡି ମଧ୍ୟ ତାଙ୍କୁ ଦଳରୁ ନିଲମ୍ବିତ କରିଥିଲା । ଇସ୍ତଫା ନା ନିଲମ୍ବନ-କିଏ ଆଗ ତାହାକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ…

ଲକ୍ଷ୍ନୌରେ ମେଜର ଜେନେରାଲ ସୈୟଦ ତକି ଆବ୍ବାସ ରିଜଭୀଙ୍କ ଦେହାନ୍ତ

ଲକ୍ଷ୍ନୌ: ଭାରତୀୟ ସେନାର ମେଜର ଜେନେରାଲ ଆର୍ମି ସର୍ଭିସ କର୍ପ୍ସ (ଏମ୍‌ଜି ଏଏସ୍‌ସି) କମାଣ୍ଡ ହେଡକ୍ୱାର୍ଟର୍ସ ଲକ୍ଷ୍ନୌର ଇନ୍‌-ଚାର୍ଜ ମେଜର ଜେନେରାଲ ସୈୟଦ ତକି ଆବ୍ବାସ ରିଜଭୀ (୫୨)  ଦୀର୍ଘଦିନର ରୋଗ ସହ ଲଢ଼ି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ରିଜଭୀଙ୍କ ପରଲୋକ ପରେ ଗଭୀର ଶୋକ…

ରାଞ୍ଚିରେ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ମୁକାବିଲା

ରାଞ୍ଚି: ୨୦୨୩ ବିଶ୍ୱକପ୍ ଫାଇନାଲ୍ ହାରିବା ପରେ ଏସିଆ କପ୍ ଓ ଚାମ୍ପିଅନ୍ସ ଟ୍ରଫି ବିଜୟୀ ହୋଇଥିବା ଶକ୍ତିଶାଳୀ ଟିମ୍ ଇଣ୍ଡିଆ ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଆରମ୍ଭ କରୁଛି। ବିଶ୍ୱର ଏକ ନମ୍ବର ଦଳ ଭାରତ ଏହି ଶୃଙ୍ଖଳାରେ ବିଜୟୀ ହେବାକୁ ଆଶା…

ଗ୍ରାହକଙ୍କ ପାଇଁ ଖୁସି ଖବର: ଟିଭିଏସ୍ ଏକ୍ସଏଲ୍ ୧୦୦ରେ ଆସିଲା ଟ୍ୟୁବଲେସ୍ ଟାୟାର୍

ଭାରତର ସବୁଠାରୁ ଲୋକପ୍ରିୟ ମୋପେଡ୍ ମଧ୍ୟରୁ ଅନ୍ୟତମ ଟିଭିଏସ୍ ଏକ୍ସଏଲ୍ ୧୦୦ (TVS XL 100) ଏବେ ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସହିତ ବଜାରକୁ ଆସିଛି। କମ୍ପାନୀ ଏହାର ଏହି ଲୋକପ୍ରିୟ ମଡେଲରେ ଏବେ ଟ୍ୟୁବଲେସ୍ ଟାୟାର୍ସ (Tubeless Tyres) ବ୍ୟବସ୍ଥା ଯୋଗାଇ ଦେବାକୁ ଘୋଷଣା କରିଛି। ଟିଭିଏସ୍…

ଆସୁଛି ନୂଆ ଟେକ୍ନୋଲୋଜି- ହାତ ଛାଡିଲେ ଗାଡ଼ି ଚାଲିବନି

ସରକାରୀ ରିପୋର୍ଟ ଅନୁସାରେ ଦୁଇଚକିଆ ଯାନ ଦୁର୍ଘଟଣା ବଢିବାରେ ଲାଗିଛି। ୨୦୨୧ ମସିହାରେ ଦୁଇଚକିଆ ଯାନ ଦୁର୍ଘଟଣାରେ ୬୯,୩୮୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୨୩ରେ ଏହି ସଂଖ୍ୟା ବୃଦ୍ଧି ପାଇ ୭୭,୫୩୯ ହୋଇଥିଲା। ୨୦୨୩ରେ ଦୁଇଚକିଆ ଯାନ ଚାଳକଙ୍କ ଅବହେଳାପୂର୍ଣ୍ଣ ଚାଳନା ଯୋଗୁଁ ୪୮,୧୮୧ ଜଣଙ୍କ…

ଭଦ୍ରକରେ ଭାଙ୍ଗୁଛି ବିଜେଡି ଗଡ଼, ଜଣଙ୍କ ପରେ ଜଣେ ବ୍ଲକ ଅଧ୍ୟକ୍ଷ ଦେଇ ଚାଲିଛନ୍ତି ଇସ୍ତଫା

ଭଦ୍ରକରେ ଭାଙ୍ଗୁଛି ବିଜେଡି ଗଡ଼। ଜଣଙ୍କ ପରେ ଜଣେ ବ୍ଲକ ଅଧ୍ୟକ୍ଷ ଦେଇ ଚାଲିଛନ୍ତି ଇସ୍ତଫା। ବିଜେଡିରୁ ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ ଇସ୍ତଫା ଦେଇଥିବାବେଳେ ଭଣ୍ଡାରିପୋଖରୀ ବ୍ଲକ ଅଧ୍ୟକ୍ଷା ସୁମତୀ ସେଠୀ ମଧ୍ୟ ଇସ୍ତଫା ଦେଇଛନ୍ତି। ଦଳର ପ୍ରାଥମିକ ସଦସ୍ୟ ପଦରୁ ଉଭୟେ ଇସ୍ତଫା…