ଆଜି BSF ପ୍ରତିଷ୍ଠା ଦିବସ: ସୀମା ସୁରକ୍ଷା ବଳର ବୀରତ୍ୱକୁ ସମ୍ମାନ
ନୂଆଦିଲ୍ଲୀ, ଡିସେମ୍ବର ୧: ଆଜି ହେଉଛି ଭାରତର ସୀମା ସୁରକ୍ଷା ବଳ (Border Security Force - BSF)ର ପ୍ରତିଷ୍ଠା ଦିବସ। ଡିସେମ୍ବର ୧, ୧୯୬୫ ମସିହାରେ ସ୍ଥାପିତ ହୋଇଥିବା BSF, ଦେଶର ସୀମାକୁ ସୁରକ୍ଷା ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। BSFକୁ 'ଭାରତର ପ୍ରଥମ ପ୍ରତିରକ୍ଷା…