ଅଣ୍ଡା କୋଲାଇନ୍‌ର ସର୍ବୋତ୍ତମ ଉତ୍ସ

ଅଣ୍ଡା ପ୍ରାଚୀନ କାଳରୁ ଖାଦ୍ୟର ଏକ ଅଂଶ ହୋଇଆସିଛି । ଏହା ଶିଶୁଙ୍କ ପୁଷ୍ଟିକର ଆବଶ୍ୟକତା ପୂରଣ କରିବାରେ ଏକ ମୂଲ୍ୟବାନ ଅବଦାନ ଅଟେ। ଅଣ୍ଡାରେ ୧୭ଟି ବିଭିନ୍ନ ଭିଟାମିନ୍ ଏବଂ ଖଣିଜ ପଦାର୍ଥ ସହିତ ପୁଷ୍ଟିକର ତତ୍ତ୍ବ ରହିଥାଏ ।  ଅଣ୍ଡା କେବଳ ପ୍ରାତଃଭୋଜନର ଏକ ମୁଖ୍ୟ ଖାଦ୍ୟ ନୁହେଁ , ବରଂ…

ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଆଡକୁ ଗତି କରୁଛି ବାତ୍ୟା ‘ଦିତ୍‌ୱାହ’

ଶ୍ରୀଲଙ୍କାରେ ପ୍ରଳୟଙ୍କରୀ କ୍ଷୟକ୍ଷତି ଘଟାଇଥିବା ବାତ୍ୟା ‘ଦିତ୍‌ୱାହ’ କ୍ରମାଗତ ଭାବରେ ଉତ୍ତର ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଆଡକୁ ଗତି କରୁଥିବାରୁ କର୍ତ୍ତୃପକ୍ଷ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ସ୍କୁଲ-କଲେଜ ବନ୍ଦ ଘୋଷଣା କରାଯିବା ସହ ରିଲିଫ୍ କାର୍ଯ୍ୟ ପାଇଁ ସରକାର ପ୍ରସ୍ତୁତ…

ଆସନ୍ତା ୪ ଦିନ କମିବ ଶୀତର ପ୍ରକୋପ

ଏବେ ରାଜ୍ୟରେ ଥଣ୍ଡା ଜାରି ରହିଥିବା ବେଳେ ମଙ୍ଗଳ ଓ ବୁଧବାର ରାତି ଅପେକ୍ଷା ସାମାନ୍ୟ ଆଶ୍ବସ୍ତି ମିଳିଛି। ତଥାପି ଦାରିଙ୍ଗବାଡ଼ି ଓ ଫୁଲବାଣୀର ରାତି ତାପମାତ୍ରା ୧୦ ଡିଗ୍ରିରେ ରହିଥିବା ବେଳେ କୋରାପୁଟରେ ୧୦.୨ ଡିଗ୍ରି, ଝାରସୁଗୁଡ଼ାରେ ୧୦.୪ ଡିଗ୍ରି, ନବରଙ୍ଗପୁରରେ ୧୦.୮ ଡିଗ୍ରି ଓ…

ଆଗାମୀ ବର୍ଷ ବହୁତ ସ୍ବତନ୍ତ୍ର ହେବାକୁ ଯାଉଛି, କାରଣ ୨୦୨୬ ରେ ୧୨ ମାସ ବଦଳରେ ହେବ ୧୩ ମାସ

୨୦୨୬ ବର୍ଷ ଆରମ୍ଭ ହେବାକୁ ଆଉ ଅଧିକ ସମୟ ବାକି ନାହିଁ। ଆଗାମୀ ବର୍ଷ ବହୁତ ସ୍ବତନ୍ତ୍ର ହେବାକୁ ଯାଉଛି, କାରଣ ୨୦୨୬ ରେ ୧୨ ମାସ ବଦଳରେ ୧୩ ମାସ ରହିବ। ୨୦୨୬ ବର୍ଷରେ ଏକ ଅତିରିକ୍ତ ମାସ ରହିବ। ଇଂରାଜୀ କ୍ୟାଲେଣ୍ଡରରେ ଏହାକୁ ଅଧିବର୍ଷ କୁହାଯାଏ, ଏବଂ ହିନ୍ଦୀ କ୍ୟାଲେଣ୍ଡରରେ ଏହାକୁ ଏକ…

ପୁଣି ଆତ୍ମସମର୍ପଣ କଲେ ଆଉ ୧୫ ମାଓବାଦୀ

ଦିନକୁ ଦିନ ଭୁଶୁଡ଼ୁଛି ମାଓଗଡ଼। ମହାରାଷ୍ଟ୍ର ଗଡ଼ଚିରୋଲି ଜିଲ୍ଲାରେ ପୁଣି ଆତ୍ମସମର୍ପଣ କଲେ ଆଉ ୧୫ ମାଓବାଦୀ। ଆଇଏମ୍‌ଏମ୍‌ସି ପ୍ରବକ୍ତା ଅନନ୍ତ ଓରଫ ବିକାଶ ନାଗପୁର ସମେତ ୧୫ ହାର୍ଡକୋର୍ ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି। ସମସ୍ତଙ୍କ ମୁଣ୍ଡରେ ମୋଟ ୯୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା…

ଭାରତ ଏବଂ ଆମେରିକା ମଧ୍ୟରେ ୭,୯୯୫ କୋଟି ମୂଲ୍ୟର ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷରିତ

ଭାରତ ଏବଂ ଆମେରିକା ଶୁକ୍ରବାର ₹୭,୯୯୫ କୋଟି (୧.୭ ବିଲିୟନ ଆମେରିକୀୟ ଡଲାର) ମୂଲ୍ୟର ଏକ ପ୍ରମୁଖ ପ୍ରତିରକ୍ଷା ଚୁକ୍ତି କରିଛନ୍ତି। ଏହି ଚୁକ୍ତି ଭାରତୀୟ ନୌସେନାର MH-60R ମଲ୍ଟି ରୋଲ ହେଲିକପ୍ଟର(MH-60R Multi-role Fleet) ରକ୍ଷଣାବେକ୍ଷଣ ଏବଂ ସପୋର୍ଟ ସିଷ୍ଟମକୁ ସୁଦୃଢ଼ କରିବା ପାଇଁ…

ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିବସ: ମନ୍ଦିର ଅନୁଦାନ ବୃଦ୍ଧି ସହ ଅଙ୍ଗନବାଡ଼ି ଗୃହ ପ୍ରସଙ୍ଗରେ ଆଲୋଚନା

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିବସ ଆଜି ଅନୁଷ୍ଠିତ ହୋଇଛି। ଗୃହରେ ମନ୍ଦିର ଅନୁଦାନ ବୃଦ୍ଧି ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ସ୍ଥିତି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି। ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତର ରଖି ଆଇନ…

ବାରବାଟୀରେ ଫ୍ଲଡ ଲାଇଟରେ ସୁଧାର ଆସିବ, ରହିବ ବ୍ୟାକଅପ୍ ବ୍ୟବସ୍ଥା

ଡିସେମ୍ବର ୯ରେ ବାରବାଟୀରେ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି ମୁକାବିଲା । ୫ ତାରିଖରୁ ସାଧାରଣ ଦର୍ଶକଙ୍କ ପାଇଁ ଆରମ୍ଭ ହେବ ଟିକେଟ ବିକ୍ରି । ତେଣୁ ମ୍ୟାଚକୁ ଆଉ ଗୋଟିଏ ସପ୍ତାହ ଥିବାରୁ ଫ୍ଲଡ ଲାଇଟଗୁଡ଼ିକ ଯାଞ୍ଚ କରିଛି ଓସିଏ । ଫ୍ଲଡ ଲାଇଟରେ ଏକ ଡିଜିଟାଲ…

ସୋସିଆଲ ମିଡିଆରେ ବ୍ୟକ୍ତିଗତ କିମ୍ବା ବ୍ୟାଙ୍କିଙ୍ଗ ସମ୍ପର୍କିତ ତଥ୍ୟ ସେୟାର ନ କରିବାକୁ ପରାମର୍ଶ

ମୋବାଇଲ କଲ୍, ମେସେଜ ଏବଂ ସୋସିଆଲ ମିଡିଆରେ ବ୍ୟକ୍ତିଗତ କିମ୍ବା ବ୍ୟାଙ୍କିଙ୍ଗ ସମ୍ପର୍କିତ ତଥ୍ୟ ସେୟାର କରନ୍ତୁ ନାହିଁ । ଏପରି ନ କରିବାକୁ ପରାମର୍ଶ ଦେଇଛି ଟ୍ରାଇ । ସେହିଭଳି ସନ୍ଦେହଜନକ କଲ୍ ପାଇଲେ ଏହାକୁ ଉଠାନ୍ତୁ ନାହିଁ । ଏହାକୁ  କାଟିଦେବା ଲାଗି ମଧ୍ୟ ପରାମର୍ଶରେ କୁହାଯାଇଛି ।…

ଶ୍ରୀଲଙ୍କାରେ ଭୂସ୍କଳଖ ଘଟି 69 ଜଣଙ୍କର ମୃତ୍ୟୁ

ଶ୍ରୀଲଙ୍କାରେ ପ୍ରବଳ ବର୍ଷା ଓ ପବନ ଲାଗି ରହିବାରୁ ଅନେକ ଅଞ୍ଚଳରେ ବନ୍ୟା ଆସିଛି । ପ୍ରବଳ ବର୍ଷା ଯୋଗୁଁ ଶ୍ରୀଲଙ୍କାର ବିଭିନ୍ନ ପାହାଡ଼ିଆ ଅଞ୍ଚଳରେ ଭୟଙ୍କର ଭୂସ୍ଖଳନ ଘଟିଛି। ଫଳରେ, ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା 69କୁ ବୃଦ୍ଧି ପାଇଛି, ଯାହା ସାରା ଦେଶରେ ଶୋକର ଛାୟା…