ନଡିଏ ଏବଂ ସିଡିଏସ ପରୀକ୍ଷା ୨୦୨୬ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ
ଭାରତୀୟ ସେନାରେ ଅଫିସର ହେବାର ସ୍ୱପ୍ନ ହଜାର ହଜାର ଯୁବକ ଦେଖିଥାନ୍ତି, ଯେଉଁ କାରଣରୁ ସେମାନେ ଏଥିପାଇଁ ବହୁତ କଠିନ ପରିଶ୍ରମ କରନ୍ତି ଏବଂ ପରୀକ୍ଷା ସହ ଏସଏସବି ଦେଇଥାନ୍ତି । ବର୍ତ୍ତମାନ ୟୁପିଏସସି ପକ୍ଷରୁ ଏନଡିଏ ଏବଂ ସିଡିଏସ ପରୀକ୍ଷା ୨୦୨୬ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ…