ଭୂକମ୍ପ ଝଟକାରେ ଥରିଲା ଜାପାନ
ଭୂକମ୍ପ ଝଟକାରେ ଥରିଲା ଜାପାନ। ଜାପାନର ଆଓମୋରିର ହାଚିନୋହେରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୬.୭ ରେକର୍ଡ କରାଯାଇଛି। ଶୁକ୍ରବାର ଜାପାନରେ ଆଉ ଏକ ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି । ଏହି ଭୂକମ୍ପର ଗଭୀରତା ୧୦.୭…