ଆଜି ପ୍ରକାଶ ପାଇବ ଓଡ଼ିଆ ଭାଷା ପରୀକ୍ଷା ଫଳ

ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ଦ୍ୱିତୀୟ ଦଶମ ଷ୍ଟାଣ୍ଡାର୍ଡ ଏକକ ବିଷୟ ଓଡ଼ିଆ ଭାଷା ଏବଂ ଦ୍ୱିତୀୟ ଅର୍ଦ୍ଧ ବାର୍ଷିକ ଅଷ୍ଟମ ଷ୍ଟାଣ୍ଡାର୍ଡ ଓଡ଼ିଆ ଭାଷା ପରୀକ୍ଷା ୨୦୨୫ର ଫଳ ଜାନୁଆରୀ ୧୭ ତାରିଖ (ଶନିବାର) ଅପରାହ୍ନ ୨ଟାରେ ପ୍ରକାଶ ପାଇବ। ବୋର୍ଡ ଓ୍ବେବ୍‌ସାଇଟ୍‌…

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ: ଆପଣଙ୍କ ମନ ପ୍ରଫୁଲ୍ଲ ରହିବ । ଆପଣ ସ୍ଥାବର ସମ୍ପତ୍ତି କିମ୍ବା କୃଷି ଉଦ୍ୟୋଗ କ୍ରୟ କରିବାରେ ଆଗ୍ରହୀ ହେବେ । ଆପଣ ଆପଣଙ୍କ ପରିବାର ସହିତ ଏକ ମନୋରଞ୍ଜନ ସ୍ଥାନକୁ ଯାତ୍ରା କରିବେ । ପରସ୍ପର ସ୍ନେହ ବୃଦ୍ଧି ପାଇବ । ଭବିଷ୍ୟତ ଯୋଜନା ବିଷୟରେ ଆଲୋଚନା ହେବ । ଆପଣଙ୍କୁ ପ୍ରିୟଜନଙ୍କଠାରୁ…

ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ

ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ ଲକ୍ଷ୍ୟ କରାଯିବା ପରେ ଦଳର ପ୍ରଥମ ପ୍ରତିକ୍ରିୟା ପ୍ରକାଶ ପାଇଛି। ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ନେତା ସୁଧାଂଶୁ ତ୍ରିବେଦୀ କହିଛନ୍ତି ଯେ ମହାରାଷ୍ଟ୍ରର ଲୋକମାନେ ନକାରାତ୍ମକ ରାଜନୀତି କରୁଥିବା ଲୋକଙ୍କୁ ଉପଯୁକ୍ତ ଜବାବ…

ତୈଳରେ ବିଦେଶୀ ନିବେଶକୁ ଭେନେଜୁଏଲାର ଅନୁମତି

ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲସି ରୋଡ୍ରିଗେଜ ଦେଶକୁ ସମ୍ବୋଧିତ କରିଥିଲେ। ଏହି ସମ୍ବୋଧନରେ ରୋଡ୍ରିଗେଜ ବିଦେଶୀ ନିବେଶକଙ୍କ ପାଇଁ ତୈଳ କ୍ଷେତ୍ରକୁ ଖୋଲିବା ଘୋଷଣା କରିଥିଲେ। ଏହି ସମ୍ବୋଧନରେ ରୋଡ୍ରିଗେଜ ଅନେକ ମନ୍ତବ୍ୟ ଦେଇଥିଲେ ଯାହା ସ୍ପଷ୍ଟ ଭାବରେ ଭେନେଜୁଏଲାର ସରକାରଙ୍କ…

ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ

ନିକଟରେ ଦଳ ବିରୋଧି କାର୍ଯ୍ୟ ଲାଗି ବିଜେଡିରୁ ୨ ବିଧାୟକ ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ କରାଯାଇଛି। ଭଲ ଭାବେ ଅନୁଧ୍ୟାନ ସହ ନୀତି ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଦଳ ପକ୍ଷରୁ କୁହାଯାଇଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ଦୁହେଁ।ବିଜେଡିରୁ…

ନିପା ଭାଇରସ୍‌ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍‌ ଗଠନ

ନିପା ଭାଇରସ୍‌କୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ବଡ଼ ସୂଚନା ଦେଇଛନ୍ତି। ଭାଇରସ୍‌କୁ ନେଇ କୌଣସି ଆତଙ୍କିତ ନ ହେବାକୁ ରାଜ୍ୟବାସୀଙ୍କୁ ସେ ଅପିଲ କରିଛନ୍ତି। ଶୁକ୍ରବାର ମନ୍ତ୍ରୀ ମହାଲିଙ୍ଗଙ୍କ ନେତୃତ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ…

ରାଜ୍ୟରେ ଶୀତର ପ୍ରକୋପ ଜାରି,ଆହୁରି ୨ଦିନ ଏଭଳି ସ୍ଥିତି ଲାଗି ରହିବ

ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ପ୍ରବଳ ଥଣ୍ଡାରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବାବେଳେ ଆହୁରି ୨ଦିନ ଏଭଳି ସ୍ଥିତି ଲାଗି ରହିବ। ଏହାପରେ ସର୍ବନିମ୍ନ ତାପମାତ୍ରାରେ ୨ରୁ ୪ ଡିଗ୍ରୀ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଶୁକ୍ରବାର ଓ ଶନିବାର ଦୁଇଦିନ…

ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ

ସୁନ୍ଦରଗଡ଼ରେ ଆଜି ସହରର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିବ । ସମ୍ପୂର୍ଣ୍ଣ ସହରରେ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ ରହିବା ସହ BNSର ଧାରା ୧୬୩ ବଳବତ୍ତର । ସୁନ୍ଦରଗଡ଼ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ରିଜେଣ୍ଟ ବଜାରରେ ଗୋଷ୍ଠୀ ସଂଘର୍ଷ ଘଟଣାରେ ବଡ଼ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । ଦୁଇ…

ମଧୁମେହ ରୋଗର ମେହୌଷଧି ଶାକରକନ୍ଦା

ଶୀତଋତୁରେ ବଜାରକୁ ଆସୁଥିବା ବିଭିନ୍ନ କିସମର ଫଳ ମଧ୍ୟରୁ ଶାକରକନ୍ଦା ଅନ୍ୟତମ । ଯାହାକୁ ଇଂରାଜିରେ ଜିକାମା ବା ମ୍ୟାକ୍ସିକାନ୍ ଟର୍ଣ୍ଣିପ ବୋଲି ମଧ୍ୟ କୁହାଯାଏ । ଏହା ସ୍ବାସ୍ଥ୍ୟ ପାଇଁ ଭାରି ହିତକାରୀ । ଓଜନ ହ୍ରାସ କରିବାଠୁ ନେଇ ପାଚନ ଶକ୍ତି ଉନ୍ନତ କରିବା, ବିଭିନ୍ନ ପ୍ରକାରର କର୍କଟ …

କିପରି କଟିବ ଆଜିର ଦିନ

ମେଷ: ନିଜର ଖାଦ୍ୟପେୟ ପ୍ରତି ସତର୍କ ରୁହନ୍ତୁ । ଆପଣଙ୍କ କାମରେ ଆସୁଥିବା ବାଧା ଦୂର ହେବ, ଏବଂ ପ୍ରଗତି ସମ୍ଭବ ହେବ । ଆପଣଙ୍କ ସମ୍ମାନ ବୃଦ୍ଧି ହେବ । ଆପଣ ଭଲ କାମ ପାଇଁ ରାସ୍ତା ଖୋଲିବେ । ସକାଳୁ ଶୀଘ୍ର ନିଜର ଲାଭଦାୟକ କାର୍ଯ୍ୟଗୁଡ଼ିକ ସମାପ୍ତ କରନ୍ତୁ । ଭବିଷ୍ୟତରେ ଟଙ୍କା କଷ୍ଟକର ହେବ…