ଶୀତ ଦିନେ କିପରି ନେବେ ଚର୍ମର ଯତ୍ନ

ଶୀତଦିନେ ଅଧିକାଂଶ ଲୋକ ଚର୍ମ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । କେତେବେଳେ ଚର୍ମ ଶୁଷ୍କତା ହୁଏ, କେତେବେଳେ ଫାଟିଯାଏ। ଅଧିକ ଥଣ୍ଡା ଏବଂ ଶୁଷ୍କ ବାୟୁରେ ବହୁତ କମ୍ ଆର୍ଦ୍ରତା ଥାଏ, ଯାହା ଫଳରେ ଚର୍ମର ଆର୍ଦ୍ରତା ଶୀଘ୍ର ଶୁଖିଯାଏ।ଏହି ଋତୁରେ ଚର୍ମର ପ୍ରାକୃତିକ ତେଲ ଉତ୍ପାଦନ ମଧ୍ୟ ହ୍ରାସ…

ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା।, ୯ଟି ସହରରେ ପାରଦ ୧୫  ଡିଗ୍ରୀ ତଳେ

ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା। ଖସିବ ରାତି ପାରଦ। ଶୁକ୍ରବାର  ଦାରିଙ୍ଗିବାଡ଼ିରେ ରାତି ତାପମାତ୍ରା ୧୨ ଡିଗ୍ରୀ  ଥିଲା । ଶନିବାର ଏହା ୧୧ ଡିଗ୍ରୀକୁ ଖସିଛି ।  ଝାରସୁଗୁଡ଼ାରେ ୧୫.୮ରୁ ୧୧.୭ ଡିଗ୍ରୀକୁ  ଖସିଛି । ରାଉରକେଲାରେ ୧୬.୧ରୁ  ୧୩.୨ ଓ ଭଦ୍ରକରେ ୧୫.୫ରୁ ୧୪  ଡିଗ୍ରୀକୁ ଖସିଛି ।…

ଆଜିର ରାଶିଫଳ

ମେଷ- ଅଟକି ରହିଥିବା ଅର୍ଥ ଫେରିପାଇବେ। ଆର୍ଥିକ କ୍ଷେତ୍ରରେ ସୁଧାର ଆସିବା ଯୋଗୁ ମନ ଆନନ୍ଦିତ ରହିବ। ପାରିବାରିକ ସମସ୍ୟାର ସମାଧାନ ହେବାର ସମ୍ଭାବନା ଅଛି। ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଶୁଭ ଅଟେ। ଶତ୍ରୁମାନେ ଆପଣଙ୍କ ଆଗରେ ମୁଣ୍ଡ ନୁଆଁଇବେ। ବୃଷ- କୌଣସି ପରିସ୍ଥିତିରେ…

ନୂଆପଡ଼ା ଉପନିର୍ବାଚନ ପାଇଁ ସରିଲା ପ୍ରଚାର,ନ୍ଧ୍ୟା ୪ ଟାରୁ ଆରମ୍ଭ ହୋଇଛି ସାଇଲେନ୍ସ ପିରିୟଡ

ନୂଆପଡ଼ା ଉପନିର୍ବାଚନ ପାଇଁ ସରିଲା ପ୍ରଚାର । ଆସନ୍ତା ୧୧ ତାରିଖରେ ପଡିବ ଭୋଟ୍ । କିଛି ଦିନ ଧରି ଏହି ଉପ ନିର୍ବାଚନ ନୂଆପଡାବାସୀଙ୍କୁ ଦେଉଛି ନୂଆ ଅନୁଭୂତି । ସକାଳ ହେଲେ ମାଳ ମାଳ ନେତା ଆଉ ସେମାନଙ୍କ ମାରାଥନ ପ୍ରଚାର । ଯେଉଁ ଗାଁର ରାସ୍ତାରେ ଦିନେ ଗୋଟିଏ ଗାଡି କାଁ ଭାଁ ଦେଖା ଯାଉଥିଲା…

ଆଗାମୀ ଆଇପିଏଲ ସିଜିରେ ପୁଣି ନଜର ଆସିପାରନ୍ତି ଧୋନୀ

ଯାହାର ଅପେକ୍ଷା ଥିଲା ତାହା ଏବେ ସାମ୍ନାକୁ ଆସିଯାଇଛି । ଯେଉଁ ପ୍ରଶ୍ନ ଫ୍ୟାନ୍ସଙ୍କ ମନରେ ଥିଲା ତାହା କିଛି ମାତ୍ରାରେ ସ୍ପଷ୍ଟ ହୋଇଯାଇଛି । ଆଗାମୀ ଆଇପିଏଲ ସିଜିରେ ପୁଣି ନଜର ଆସିପାରନ୍ତି ଧୋନୀ  ।  ଏମିତି କିଛି ହିଣ୍ଟ୍ ଦେଇଛନ୍ତି ଚେନ୍ନାଇ ସୁପର କିଙ୍ଗସର ସିଇଓ  । ମହେନ୍ଦ୍ର ସିଂ ଧୋନି…

ଖୁବ୍‌ଶୀଘ୍ର ହଲିଉଡ୍‌ ପ୍ରୋଜେକ୍ଟରେ କାମ କରିବେ ଶ୍ରଦ୍ଧା

ବଲିଉଡ୍‌ରେ ବର୍ତ୍ତମାନ ପିଢ଼ିର ସବୁଠୁ ଧନୀ କଳାକାର ଭାବେ ଶୀର୍ଷରେ ଅଛନ୍ତି ଶ୍ରଦ୍ଧା କପୁର । ୨୦୨୪ରେ ସେ‘ସ୍ତ୍ରୀ-୨’ ଜରିଆରେ କ୍ୟାରିଅର୍‌ର ସବୁଠୁ ହିଟ୍‌ ଫିଲ୍ମବକ୍ସ ଅଫିସ୍‌କୁ ଦେଇଥିଲେ । ଆଉ ବର୍ତ୍ତମାନ ଖୁବ୍‌ଶୀଘ୍ର ଏକ ହଲିଉଡ୍‌ ପ୍ରୋଜେକ୍ଟରେ କାମ କରିବେ ଶ୍ରଦ୍ଧା । ହଲିଉଡ୍‌ର…

ଏୟାରଟେଲ, ଜିଓ ଏବଂ ଭୋଡାଫୋନ ଆଇଡିଆ ଦେଶର କୋଟି କୋଟି ଗ୍ରାହକଙ୍କୁ ମହଙ୍ଗା ଝଟକା ଦେବେ

ଏୟାରଟେଲ, ଜିଓ ଏବଂ ଭୋଡାଫୋନ ଆଇଡିଆ ଦେଶର କୋଟି କୋଟି ଗ୍ରାହକଙ୍କୁ ମହଙ୍ଗା ଝଟକା ଦେବାକୁ ଯାଉଛନ୍ତି। ଏହି କମ୍ପାନୀମାନେ ଡିସେମ୍ବର ୨୦୨୫ରେ ସେମାନଙ୍କ ରିଚାର୍ଜ ଓ ଡାଟା ପ୍ଲାନ ମୂଲ୍ୟ ବଢାଇ ପାରନ୍ତି। ଏଣୁ ମୋବାଇଲ ୟୁଜରଙ୍କ ପକେଟ ଉପରେ ସିଧା ପ୍ରଭାବ ପଡିବ। ସୂଚନା ଅନୁସାରେ ୩ ବଡ଼…

ଜାପାନର ପୂର୍ବତଟରେ ବଡ଼ ଧରଣର ଭୂକମ୍ପ

ଜାପାନରେ ଭୂମିକମ୍ପ । ଜାପାନର ପୂର୍ବତଟରେ ଆଜି ଏକ ବଡ଼ ଧରଣର ଭୂକମ୍ପ ଝଟକା ଦେଖିବାକୁ ମିଳିଛି । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୬.୮ ରହିଥିବାବେଳେ, ଏହାର କେନ୍ଦ୍ରସ୍ଥଳ ସମୁଦ୍ର ଭିତରେ ପାଖାପାଖି ୧୦ କିଲୋମିଟର ଗଭୀରରେ ସୃଷ୍ଟି ହେଇଥିବା ଜଣାପଡ଼ିଛି । ତେବେ ଜାପାନରେ…

ନୂଆପଡ଼ାରେ ମେଡିକାଲ୍ କଲେଜ୍ କରିବୁ, ବିକାଶର ଆଗଧାଡ଼ିରେ ରହିବ ନୂଆପଡ଼ା – ମନମୋହନ ସାମଲ

ଉପନିର୍ବାଚନର ଶେଷ ଦିନରେ ନୂଆପଡ଼ାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି, ବିଜେପି ସରକାର ଯେଉଁସବୁ ପ୍ରତିଶ୍ରୁତି ଦେଇଛି, ତାହା ପାଳନ କରିଛି। ଆମେ ସରକାରକୁ ଆସିବା ପରେ ନୂଆପଡ଼ାବାସୀଙ୍କୁ ଅନେକ ସହାୟତା ଦେଇଛୁ। ବିକାଶର ଆଗଧାଡ଼ିରେ…

ନୂଆପଡ଼ା ଉପନିର୍ବାଚନ ଲାଗି ଚାଲିଥିବା ପ୍ରଚାର ଆଜି ଅପରାହ୍ଣ ୪ଟାରେ ସରିବ, ତିନି ରାଜନୈତିକ ଦଳ ପ୍ରାର୍ଥୀଙ୍କ ପକ୍ଷରୁ…

ନୂଆପଡ଼ା ଉପନିର୍ବାଚନ ଲାଗି ଚାଲିଥିବା ପ୍ରଚାର ଆଜି ଅପରାହ୍ଣ ୪ଟାରେ ସରିବ। ଏହାପରେ ୪୮ଘଣ୍ଟା ନିରବ ଅବଧି ରହିବ। ନଭେମ୍ବର ୧୧ ସକାଳ ୭ରୁ ମତଦାନ ଆରମ୍ଭ ହେବ। ଏଥିପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ସୁରକ୍ଷା…