୧୯ ବର୍ଷରୁ କମ୍ ବିଶ୍ବକପ : ବାଂଲାଦେଶ କୁ ହରାଇ କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିିଛି ଭାରତ
ଅଭିଜ୍ଞାନ କୁଣ୍ଡୁ ଓ ବୈଭବ ସୂର୍ଯ୍ୟବଂଶୀଙ୍କ ଅର୍ଦ୍ଧଶତକ ପରେ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ବଳରେ ୧୯ ବର୍ଷରୁ କମ୍ ଦିନିକିଆ ବିଶ୍ବକପରେ ଭାରତ କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିିଛି। ଶନିବାର ଗ୍ରୁପ୍ ‘ବି’ର ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଭାରତ ୧୮ ରନରେ ବାଂଲାଦେଶକୁ ପରାସ୍ତ କରିଛି।…