ସ୍ପେନରେ ଟ୍ରେନ୍ ଦୁର୍ଘଟଣା,୨୦ ମୃତ ୭୦ରୁ ଅଧିକ ଆହତ
ସ୍ପେନରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଯାଉଥିବା ଦୁଇଟି ଟ୍ରେନ୍ ଧକ୍କା ହୋଇଥିଲା, ଏବଂ ତା’ପରେ ଗୋଟିଏ ଲାଇନଚ୍ୟୁତ ହୋଇ ଓଲଟି ପଡ଼ିଥିଲା। ଏପର୍ୟ୍ୟନ୍ତ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ୨୫ ରୁ ଅଧିକଙ୍କ…