ଅଧିକ ସୋଡିୟମ୍ ଥିବା ଖାଦ୍ୟ ଶରୀର ପାଇଁ କ୍ଷତିକାରକ
ଛୋଟ ପିଲା ମାନଙ୍କ ଖାଦ୍ୟ ଖାଇବାକୁ ନେଇ ସର୍ବଦା ପିତାମାତାମାନେ ଦ୍ଵନ୍ଦ୍ଵ ଥାଆନ୍ତି। କିଛି ଲୋକ ୬ ମାସ ପରେ ପିଲାମାନଙ୍କୁ ଖାଦ୍ୟ ଏବଂ ଲୁଣ ଖାଇବାକୁ ଦେବା ଆରମ୍ଭ କରନ୍ତି, କିନ୍ତୁ ବିଶେଷଜ୍ଞମାନେ ଏପରି ନ କରିବାକୁ ପରାମର୍ଶ ଦିଅନ୍ତି। ବର୍ଷେ ପୂର୍ବରୁ ପିଲାମାନଙ୍କ ଖାଦ୍ୟରେ ଲୁଣ ଦେବା…