ଟିଟିଲାଗଡରେ ହେବ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଶେଷ କୃତ୍ୟ ସମ୍ପନ୍ନ

ଅଫେରା ରାଇଜରେ ଓଲିଉଡ ଜଗତର ଚର୍ଚ୍ଚିତ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ଗତକାଲି ରାତିରେ ଭୁବନେଶ୍ୱର ସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମେଡିକାଲରୁ ହ୍ୟୁମାନଙ୍କ ପାର୍ଥିବ ଶରୀର କଟକ ସ୍ଥିତ ବାସଭବନକୁ ନିଆଯାଇଥିଲା, ସେଠାରେ ବହୁ ବିଶିଷ୍ଠ ବ୍ୟକ୍ତି ତାଙ୍କ…

ଶୀତ ପ୍ରକୋପରେ ଥରୁଛି ସାରା ଓଡ଼ିଶା

ଶୀତ ପ୍ରକୋପରେ ସାରା ଓଡ଼ିଶା ଥରୁଛି। ବିଶେଷକରି କନ୍ଧମାଳ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ଶୀତ ଲହରି ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ରାଜ୍ୟର ୪ ସହରର ରାତି ପାରଦ ୧୦ ଡିଗ୍ରି ତଳକୁ ଖସିଛି। ଦାରିଙ୍ଗବାଡ଼ିର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରି ରେକର୍ଡ ହୋଇଥିବା ବେଳେ…

ପାଗ ପରିବର୍ତନ ହେଲେ କେଉଁ କେଉଁ ରୋଗ ହେବାର ସମ୍ଭାବନା ଅଧିକ ଥାଏ

ଋତୁ ପରିବର୍ତ୍ତନ ପ୍ରକୃତିର ଏକ ସୁନ୍ଦର ଅଂଶ, କିନ୍ତୁ କେତେକ ସମୟରେ ଏହା ଆମ ସ୍ୱାସ୍ଥ୍ୟ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥାଏ । ଗ୍ରୀଷ୍ମରୁ ବର୍ଷା କିମ୍ବା ବର୍ଷାରୁ ଶୀତକୁ ପରିବର୍ତ୍ତନ ହେବା ସହିତ କିଛି ଲୋକଙ୍କ ମଧ୍ୟରେ ଥଣ୍ଡା, ଜ୍ୱର କିମ୍ବା ଆଲର୍ଜି ଭଳି ସମସ୍ୟା ଦେଖାଯାଏ। ଆପଣ କେବେ…

ଆଜିର ରାଶିଫଳ

ମେଷ: ଧୀଶକ୍ତି ବଳରେ ଆପଣ ପ୍ରତ୍ୟେକ ସ୍ଥିତିକୁ ସମ୍ଭାଳି ନେବେ। ଖେଳାଳୀ ପ୍ରଶିକ୍ଷକଙ୍କ ଠାରୁ କିଛି ବିଶେଷ ଶିଖିବେ। ଘରର ବୟୋଜ୍ୟେଷ୍ଠଙ୍କ ସ୍ବାସ୍ଥ୍ୟରେ ଧ୍ୟାନ ରଖନ୍ତୁ। ନୂଆ କାର୍ଯ୍ୟ କରିବା ଲାଗି ଉତ୍ସୁକ ରହିବେ। ‌ ବୃଷ: ଆପଣ ଧାର୍ମିକ କାର୍ଯ୍ୟରେ ରୁଚି ନେବେ। କୌଣସି ଭଲ…

ହସ୍ପିଟାଲ ବେଡରେ ଆଖି ବୁଜିଦେଲେ ହ୍ୟୁମାନ ସାଗର

ଜୀବନ ଯୁଦ୍ଧରେ ହାରିଗଲେ ହ୍ୟୁମାନ ସାଗର । ହସ୍ପିଟାଲ ବେଡରେ ଆଖି ବୁଜିଦେଲେ ଓଡ଼ିଶାର ଅରିଜିତ ସିଂ । କିଡନି ଓ ଲିଭର ଜନିତ ରୋଗରେ ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ହ୍ୟୁମାନ ଆଜି ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି, ଆଧୁନିକ ଓଡ଼ିଆ ସଂଗୀତ ଜଗତ ହ୍ୟୁମାନଙ୍କୁ ହରାଇ ସ୍ତବ୍ଧ ହୋଇଯାଇଛି ।ଗତ…

ମୋଟର ଯାନ ଯାଞ୍ଚ୍ ପାଇଁ ପୁଲିସ ବିଭାଗକୁ ଅତିରିକ୍ତ କ୍ଷମତା ପ୍ରଦାନ ପ୍ରତିବାଦରେ ଡିସେମ୍ବର ୧ ତାରିଖରୁ ଘରୋଇ ବସ…

ଡିସେମ୍ବର ୧ ତାରିଖରୁ ଘରୋଇ ବସ ଧର୍ମଘଟ ଚେତାବନୀ । ମୋଟର ଯାନ ଯାଞ୍ଚ୍ ପାଇଁ ପୁଲିସ ବିଭାଗକୁ ଅତିରିକ୍ତ କ୍ଷମତା ପ୍ରଦାନ ପ୍ରତିବାଦରେ ଅଲ୍ ଓଡ଼ିଶା ବସ୍ ମାଲିକ ସଂଘ ଡିସେମ୍ବର ୧ରୁ ରାଜ୍ୟବ୍ୟାପୀ ଧର୍ମଘଟ ଧମକ ଦେଇଛି। ୧୪ ହଜାର ଘରୋଇ ବସ୍ ଏହି ଆନ୍ଦୋଳନରେ ସାମିଲ ହେବେ। ପୁଲିସକୁ ଏମଭି…

ଡିସେମ୍ବର ୯ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚର ମଜା ଉଠାଇବେ ଓଡ଼ିଶା ବାସୀ

ଓଡ଼ିଆ କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ପୁଣି ବାରବାଟୀରେ ହେବାକୁ ଯାଉଛି ଛକା-ଚୌକା ବର୍ଷା । ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ବାରବାଟୀରେ ହେବାକୁଥିବା ପ୍ରଥମ ଟି-୨୦ ମ୍ୟାଚ୍ ପାଇଁ ଟିକେଟ୍ ତାରିଖ ଘୋଷଣା କରିଛି ଓସିଏ । ପ୍ରଥମେ ଅନଲାଇନରେ ଟିକେଟ୍ ବିକ୍ରି କରାଯିବା ପରେ…

ବିଜେପିକୁ ୧୬, ଜେଡିୟୁକୁ ୧୪ ମନ୍ତ୍ରିପଦ ମିଳିପାରେ !

ବିହାର ନିର୍ବାଚନ ପରେ ଏନ୍‌ଡିଏ ବୈଠକରେ ସରକାର ଗଠନ ନେଇ ବଡ଼ ସୂଚନା ମିଳିଛି । ଚୂଡ଼ାନ୍ତ ହୋଇଥିବା ବ୍ୟବସ୍ଥା ଅନୁଯାୟୀ ବିଜେପିରୁ ପ୍ରାୟ ୧୫ରୁ ୧୬ ଜଣ ମନ୍ତ୍ରୀ ହେବା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଜେଡିୟୁର ପ୍ରାୟ ୧୪ ଜଣ ମନ୍ତ୍ରୀ ହେବା ସମ୍ଭାବନା ରହିଛି। ସେହିପରି ୧୯ଟି ଆସନ…

‘ଆଇକନିକ୍ ଓଡ଼ିଶା ଚେସ୍ ପ୍ରିମିୟର୍‌ ଲିଗ୍ ଉଦ୍‌ଯାପିତ, ବାରବାଟୀ ବ୍ୟାଟ୍‌ଲର୍ସ ପ୍ରଥମ ରନର୍ସଅପ୍‌

ନିଖିଳ ଓଡ଼ିଶା ଚେସ୍ ସଂଘ (ଏଓସିଏ) ଓ ଆଇକନିକ୍ ସ୍ପୋର୍ଟ୍ସ ଫାଉଣ୍ଡେସନ (ଆଇଏସ୍ଏଫ୍)ର ମିଳିତ ଆନୁକୂଲ୍ୟରେ ପ୍ରଥମ ଥର ଲାଗି ଓଡ଼ିଶାରେ ଆୟୋଜିତ ଫ୍ରାଞ୍ଚାଇଜ୍‌ ଭିତ୍ତିକ ଚେସ୍‌ ପ୍ରତିଯୋଗିତା ‘ଆଇକନିକ୍ ଓଡ଼ିଶା ଚେସ୍ ପ୍ରିମିୟର୍‌ ଲିଗ୍ (ଆଇଓସିପିଏଲ୍‌)’ ରବିବାର ଉଦ୍‌ଯାପିତ ହୋଇଛି। ଏହି…

ସାଉଦି ଆରବର ମଦିନା ନିକଟରେ ବଡ଼ ସଡ଼କ ଦୁର୍ଘଟଣା: ୪୨ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ସାଉଦି ଆରବର ମଦିନା ନିକଟରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଉମରା କରିବାକୁ ଯାଉଥିବା ଅନେକ ଭାରତୀୟ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଛନ୍ତି। ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଏକ ଡିଜେଲ ଟ୍ୟାଙ୍କର ସହିତ ଧକ୍କା ଖାଇବା ଫଳରେ ବସଟି ଜଳିଯାଇଥିଲା, ଯାହା ଫଳରେ ପ୍ରାୟ ୪୨ଜଣ ଭାରତୀୟ…