ପୁଷ୍ପା-୨’ର ରେକର୍ଡ ଭାଙ୍ଗିଲା ‘ଧୁରନ୍ଧର୍-୨,
ଥିଏଟରକୁ ଆସିଛି ‘ଧୁରନ୍ଧର୍-୨’ । ଏଣିକି ସବୁ ରେକର୍ଡ ଭାଙ୍ଗିବ, ଯାହା ବିଷୟରେ କେହି ଭାବିନଥିବେ। ଫିଲ୍ମକୁ ନେଇ କ୍ରେଜ୍ ଗତ ବୁଧବାର ପେଡ୍ ପ୍ରିଭ୍ୟୁ ଶୋ’ରୁ ସ୍ପଷ୍ଟ ହୋଇଥିଲା । ସନ୍ଧ୍ୟାରେ ଦୁଇଟି ଶୋ’ରୁ ଫିଲ୍ମ ୪୩ କୋଟି କଲେକ୍ସନ୍ କରିଥିଲା । ଗୁରୁବାର ସକାଳୁ ଫିଲ୍ମର ଟିକଟ ବୁକିଂ…