ରାଜ୍ୟସଭା  ନିର୍ବାଚନରେ କ୍ରସ ଭୋଟିଂ ନେଇ ଉତ୍ତର ରଖିଲେ ବିଜେଡିର ତିନି ବିଧାୟକ

ରାଜ୍ୟସଭା  ନିର୍ବାଚନରେ କ୍ରସ ଭୋଟିଂ କରିଥିବା ବିଧାୟକମାନଙ୍କୁ ବିଜେଡି କାରଣ ଦର୍ଶାଅ ନୋଟିସ ଜାରି କରିଥିଲା । ଏହାର ଉତ୍ତର ରଖିଛନ୍ତି ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ରମାକାନ୍ତ ଭୋଇ ଓ ଚକ୍ରମଣୀ କହଁର । ସେମାନେ ଉତ୍ତରରେ ଲେଖିଛନ୍ତି କି, ଦଳ ଆମ ଉପରେ ଭିତ୍ତିହୀନ କାରଣ ଦର୍ଶାଅ…

ଦିନକୁ ଦିନ ସ୍ଥିତି ଅଧିକ ବିଗିଡିବାରେ ଲାଗିଛି ମଧ୍ୟପ୍ରାଚ୍ୟର ସ୍ଥିତି: ୧୬ଟି ଫାଇଟର୍ ଜେଟ୍,୧୦ଟି ରିପର୍ ଡ୍ରୋନ୍…

ନା ଇରାନ ନା ଆମେରିକା କିମ୍ବା ଇସ୍ରାଏଲ । କେହି ପଛକୁ ହଟୁ ନାହାଁନ୍ତି । ଭୟଙ୍କର ଯୁଦ୍ଧଲଢୁଛନ୍ତି । ଦିନକୁ ଦିନ ସ୍ଥିତି ଅଧିକ ବିଗିଡିବାରେ ଲାଗିଛି । ପରସ୍ପର ଶକ୍ତିକେନ୍ଦ୍ର ଉପରେ ଆକ୍ରମଣ କରୁଛନ୍ତି । ଇରାନର ଅନେକ ଗ୍ୟାସ୍ ଫିଲ୍ଡକୁ ଇସ୍ରାଏଲ ଧ୍ୱଂସ କରିଦେଇଛି । ଇରାନ ମଧ୍ୟ ଖୋଜି…

ଭାଙ୍ଗିଗଲା ମାର୍କ ଜୁକରବର୍ଗଙ୍କ ସ୍ୱପ୍ନ ,୫ବର୍ଷ ମଧ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସତ୍ତ୍ୱେ ବନ୍ଦ ହେଲା…

ଭାଙ୍ଗିଗଲା ମାର୍କ ଜୁକରବର୍ଗଙ୍କ ସ୍ୱପ୍ନ । ୨୦୨୧ରେ ମାର୍କ ମେଟାଭର୍ସକୁ ନେଇ ଅନେକ ସ୍ୱପ୍ନ ଦେଖାଇଥିଲେ । ଏହା ଏପରି ଏକ ଭର୍ଚୁଆଲ ଦୁନିଆ ଯେଉଁଠି ସବୁ ବାସ୍ତବ ଲାଗେ । ଏଠାରେ ଲୋକେ ପରସ୍ପର ସହ ମିଶିପାରୁଥିଲେ ଏବଂ କାମ ମଧ୍ୟ କରିପାରୁଥିଲେ । ଏପରିକି ଡିଜିଟାଲ ଭାବରେ ଜୀବନ ବଞ୍ଚି…

ଉଚ୍ଚଶିକ୍ଷାନୁଷ୍ଠାନରେ ଆରମ୍ଭ ହେବ ଏଆଇ ଫର ଅଲ ପାଠ୍ୟକ୍ରମ – ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଏଆଇ ଶିକ୍ଷାକୁ ମିଳିବ ପ୍ରାଧାନ୍ୟ ।ଏନେଇ ଉଚ୍ଚ ଶିକ୍ଷା ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି  କଲେଜରେ ଆରମ୍ଭ ହେବ ଏଆଇ ଶିକ୍ଷା। ଉଚ୍ଚଶିକ୍ଷାନୁଷ୍ଠାନରେ ଆରମ୍ଭ ହେବ ଏଆଇ ଫର ଅଲ ପାଠ୍ୟକ୍ରମ। ରମାଦେବୀ ବିଶ୍ୱବିଦ୍ୟାଳୟରେ ଏଆଇ ଏଣ୍ତ ରବୋଟିକ ସେଣ୍ଟର ଅଫ୍‌ ଏକ୍ସଲେସନ ଖୋଲାଯାଇଛି। ଓଡିଶା…

ଶେଷରେ ଭୂଲ ମାଗିଲେ ‘କେଡି : ଦ ଡେଭିଲ୍’’ ଗୀତ ର ସିଙ୍ଗର ମଙ୍ଗଲୀ , ଗୀତର ଲିରିକ୍ସକୁ ସଂଶୋଧନ କରି ବର୍ତ୍ତମାନ…

କନ୍ନଡ଼ ଫିଲ୍ମ‘‘କେଡି : ଦ ଡେଭିଲ୍’’ ଏକ ବିବାଦୀୟ ଗୀତକୁ ନେଇ ଏବେ ସିଙ୍ଗର ମଙ୍ଗଲୀ ତାଙ୍କର ନୀରବତା ଭାଙ୍ଗିଛନ୍ତି । ଗୀତର ଲିରିକ୍ସକୁ ନେଇ ସୋସିଆଲ ମିଡିଆରେ ବିରୋଧ ଏବଂ ଉତ୍ତେଜନା ସୃଷ୍ଟି ହେବା ପରେ ମଙ୍ଗଲୀ ଗତକାଲି ସାର୍ବଜନିକ ଭାବେ କ୍ଷମା ପ୍ରାର୍ଥନା କରିଛନ୍ତି । ଏହାରି ମଧ୍ୟରେ…

ମଥୁରା ଗସ୍ତରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,ସନ୍ଥ ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟି ତାଙ୍କ ଆଶୀର୍ବାଦ…

ଆଜି ମଥୁରା ଗସ୍ତରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ରହିବା ସମୟରେ ବୃନ୍ଦାବନ ସ୍ଥିତ ରାଧା କେଳି କୁଞ୍ଜ ଆଶ୍ରମରେ ପହଞ୍ଚିଛନ୍ତି । ସେ ସେଠାରେ ପହଞ୍ଚି ସନ୍ଥ ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟି ତାଙ୍କ ଆଶୀର୍ବାଦ ପ୍ରାପ୍ତ କରିଛନ୍ତି । ଆଶ୍ରମରେ ରାଷ୍ଟ୍ରପତି ପହଞ୍ଚିବା ପରେ…

ଭିଟର ୨୦୨୬ ବ୍ୟାଚ୍‌ର ୧୦ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁୁ  ମିଳିଲା ନିଯୁକ୍ତି 

ଭିଟର ୨୦୨୬ ବ୍ୟାଚ୍‌ର ୧୦ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁୁ   ନିଯୁକ୍ତି  ପ୍ରସ୍ତାବ ମିଳିଥିବା ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ଲଗାତାର ଚତୁର୍ଥ ବର୍ଷ ପାଇଁ ଏହା କ୍ୟାମ୍ପସ ନିଯୁକ୍ତିରେ ଏଭଳି ସଫଳତା ପାଇଛି। ଭିଟ୍‌ରେ ଶିକ୍ଷାଦାନ ପଦ୍ଧତି ଓ ଶିଳ୍ପର ଆବଶ୍ୟକତା ମଧ୍ୟରେ ରହିଥିବା ଅନ୍ତରକୁ…

୫,୪୬,୮୭୬ ଛାତ୍ରଛାତ୍ରୀ କଲେ ଫର୍ମ ଫିଲଅପ, ହେଲେ ପରୀକ୍ଷାରୁ ଉଭାନ ହୋଇଗଲେ ୯୯୩୦ – ବିଦ୍ୟାଳୟ ଓ ଗଣଶିକ୍ଷା…

ଶିକ୍ଷା ବିଭାଗର ବିକଳ ଚିତ୍ର । ସ୍କୁଲରେ ତଳେ ବସି ପଢୁଛନ୍ତି ଛାତ୍ରଛାତ୍ରୀ । ୧୯୮୮୩ ସ୍କୁଲରେ ନାହିଁ ଡେସ୍କ ଓ ବେଞ୍ଚ୍ । ରାଜ୍ୟର ୧୯ ହଜାର ୮୮୩ ସ୍କୁଲରେ ନାହିଁ ଡେସ୍କ ଓ ବେଞ୍ଚ୍ । ଗୃହରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଉତ୍ତର । ଡେସ୍କ ଓ ବେଞ୍ଚ୍ ନଥିବାରୁ ତଳେ…

ତାଣ୍ଡବ କରିବ କାଳବୈଶାଖୀ , ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ତାଣ୍ଡବ କରିବ କାଳବୈଶାଖୀ । ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ। ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ଝଡ଼ବର୍ଷା ହେବ । ଏହା ସହ ୫୦ ରୁ ୬୦ କିଲୋମିଟର ବେଗରେ ପବନ ହବିବା ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାକୁ ଆଜି ପାଇଁ ଅରେଞ୍ଜ ୱାର୍ଣ୍ଣିଂ…

‘ଝୁରି ହେଉଛି ଦିନକାଳ, ମନ ଖୋଜୁଛି ସେକାଳ ପଖାଳ’

ଆଜି ପଖାଳ ଦିବସ । ଓଡ଼ିଆଙ୍କ ପରିଚୟ ପଖାଳ । ସେ ଗାଁ ହେଉ କି ସହର, ପଖାଳ ବାସ୍ନା ସବୁବେଳେ ନିଆରା । ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥ ମଧ୍ୟ ପଖାଳ ପ୍ରିୟ। ଏଣୁ ପଖାଳର ଚାହିଦାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ରୂପେ ପାଳନ କରାଯାଉଛି। କଥାରେ ଅଛି,…