ବିଶ୍ବ ଜଳ ଦିବସ, ଆଗାମୀ ଦିନରେ ଭୟଙ୍କର ଜଳସଙ୍କଟ ଦେଖାଦେବା ନେଇ ମତବ୍ୟକ୍ତ କରିଛନ୍ତି ପରିବେଶବିତ୍
ଉତ୍ତର ବାଲେଶ୍ୱରରେ କିଛିବର୍ଷ ହେଲା କ୍ରମାଗତ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଭୂତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ଏଭଳି ସ୍ଥିତିରେ ଜଳ ସଂରକ୍ଷଣ ଗୁରୁତ୍ବପୂର୍ଣ୍ଣ ଥିବାବେଳେ ଏନେଇ ସରକାରୀ ସ୍ତରରେ ଯୋଜନାବଦ୍ଧ ଉଦ୍ୟମ ହେଉନି। ଫଳରେ, ଆଗାମୀ ଦିନରେ ଏହି ଅଞ୍ଚଳରେ ଭୟଙ୍କର ସମସ୍ୟା ଉପୁଜିବ…