‘ତୁମ୍ବାଡ ୨’ରେ ନଜର ଆସିବେ ଆଲିଆ ଭଟ୍ଟ
ସୋହମ ଶାହଙ୍କ‘ତୁମ୍ବାଡ ୨’ ଏବେ ଚର୍ଚ୍ଚାରେ ରହିଛି । ଏହାରି ମଧ୍ୟରେ ଫିଲ୍ମ ନିର୍ମାତା ଫିଲ୍ମ ସୁଟିଂ ଆରମ୍ଭ ହେବାକୁ ନେଇ ନିକଟରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟ ସେୟାର ହେବା ପରେ ‘‘ତୁମ୍ବାଡ’’କୁ ଅପେକ୍ଷା କରିଥିବା ପ୍ରଶଂସକଙ୍କ ଉତ୍ସାହକୁ ବଢାଇ ଦେଇଛି । ପୂର୍ବ ଅପେକ୍ଷା ଏଥର…