ବିଶ୍ୱ ଜଳ ଦିବସ ରେ ବିଭିନ୍ନ ଜଳ ସମ୍ପଦ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ସ୍ଥାନୀୟ ଲୋକ ସେବା ଭବନ କନଭେନଶନ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ଜଳ ସମ୍ପଦ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି । ମୁଖ୍ୟମନ୍ତ୍ରୀ…

ସିକ୍କିମରେ ଭୂକମ୍ପ ଝଟକା ଅନୁଭୂତ, ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରେକର୍ଡ

ସିକ୍କିମରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରେକର୍ଡ କରାଯାଇଛି। ଗତକାଲି ରାତିରେ  ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ମିଳିଥିବା ସୂଚନା ଅନୁଯାୟୀ ମାଙ୍ଗାନ ଜିଲ୍ଲାରେ ଭୂକମ୍ପର କେନ୍ଦ୍ରସ୍ଥଳ ୧୪ କିଲୋମିଟର ଗଭୀରତା ଅନୁଭୂତ ହୋଇଥିଲା । ବର୍ତ୍ତମାନ୍…

ହରମୁଜକୁ ନେଇ ନିଜ ଆଭିମୁଖ୍ୟରେ କୋହଳ କଲା ଇରାନ, ଶତ୍ରୁ ଛଡ଼ା ସମସ୍ତେ ଯେଇ ପାରିବେ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ବିଦ୍ୟୁତ କେନ୍ଦ୍ର ଉପରେ ଆକ୍ରମଣ କରିବାକୁ ଧମକ ଦେବା ପରେ ଷ୍ଟ୍ରେଟ୍ ଅଫ ହରମୁଜକୁ ନେଇ ନିଜ ଆଭିମୁଖ୍ୟରେ କୋହଳ କରିଛି ଇରାନ। ଏହି ଜଳପଥ ଦେଇ ସମସ୍ତେ ଜାହାଜ ନେଇପାରିବେ ହେଲେ ଶତ୍ରୁ ରାଷ୍ଟ୍ର ସହ ଜଡ଼ିତ ଜାହାଜ ଛଡ଼ାଯିବନି ବୋଲି ଇରାନ କହିଛି।…

ଦଳର ଶୃଙ୍ଖଳା ଭାଙ୍ଗିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି – ଦେବୀପ୍ରସାଦ ମିଶ୍ର

ଦଳର ସମ୍ବିଧାନରେ ଅଛି । ସେଥିପାଇଁ ଶୃଙ୍ଖଳା ଭାଙ୍ଗିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ରାଜ୍ୟସଭା ଭୋଟିଂ ବେଳେ ବସିଥିବା ଏଜେଣ୍ଟ କାର୍ଯ୍ୟାନୁଷ୍ଠାନ ପାଇଁ ବି ସୁପାରିଶ ମଧ୍ୟ କରିଥିଲେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର…

ବିଶ୍ୱ ଜଳବାୟୁ ପରିବର୍ତ୍ତନ ଏବେ ସିଧା ଆମ ସ୍ୱାସ୍ଥ୍ୟ ଓ ଦୈନନ୍ଦିନ ଶାରୀରିକ କାର୍ଯ୍ୟକଳାପ ଉପରେ ପ୍ରଭାବ ପକାଉଛି

ବର୍ତ୍ତମାନ ଯେମିତି ଗରମ ହେଉଛି, ଆମ ପିଲାଦିନେ ତା’ଠୁ କମ୍ ଥିଲା । ପୂର୍ବରୁ ପ୍ରତ୍ୟେକ ଋତୁ ପ୍ରାୟ ୪ ମାସର ଥିଲା । କିନ୍ତୁ ବର୍ତ୍ତମାନ ୧୨ ମାସରେ ଅଧିକାଂଶ ମାସ ଗରମ ଅନୁଭୂତ ହେଉଛି । ଏହି ସ୍ଥିତିରେ ବିଶ୍ୱ ଜଳବାୟୁ ପରିବର୍ତ୍ତନ ଏବେ ସିଧା ଆମ ସ୍ୱାସ୍ଥ୍ୟ ଓ ଦୈନନ୍ଦିନ ଶାରୀରିକ…

ପ୍ରଧାନମନ୍ତ୍ରୀଙ୍କ ଫେସବୁକ୍ ପୋଷ୍ଟରେ ଓଡ଼ିଆ କଣ୍ଠଶିଳ୍ପ ଦୀପ୍ତିରେଖା ପାଢ଼ୀ

ପ୍ରଧାନମନ୍ତ୍ରୀଙ୍କ ଫେସବୁକ୍ ପୋଷ୍ଟରେ ଓଡ଼ିଆ ଝିଅ । ଚୈତ୍ର ନବରାତ୍ରୀ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଦୁର୍ଗତି ନାଶିନୀ ମା’ର ୟୁଟ୍ୟୁବ୍ ଲିଙ୍କ୍ ସେୟାର କରିଛନ୍ତି। ଯାହାର କଣ୍ଠଶିଳ୍ପ ହେଉଛନ୍ତି  ଓଡିଆ କଣ୍ଠ ଶିଳ୍ପୀ ଦୀପ୍ତିରେଖା ପାଢ଼ୀ । ପୋଷ୍ଟ କରିବା ସହ  ପ୍ରଧାନମନ୍ତ୍ରୀ…

ଯୁଦ୍ଧ ପାଇଁ ମହଙ୍ଗା ହେବାକୁ ଯାଉଛି ବିମାନ ଯାତ୍ରା

ମଧ୍ୟପ୍ରାଚ୍ୟ ମହାଯୁଦ୍ଧ ଥମିବାର କୌଣସି ସଙ୍କେତ ଦେଖା ଯାଉନାହିଁ । ୨୩ ଦିନରେ ବି ଇରାନ-ଇସ୍ରାଏଲ ଏବଂ ଆମେରିକା ଲଢେଇ ଜାରି ରହିଛି । ଏହି ଯୁଦ୍ଧର ପ୍ରଭାବ ଏବେ ଲୋକଙ୍କ ଉପରେ ପଡିବାକୁ ଯାଉଛି । ଯଦି ଆପଣ ଆଗାମୀ ଦିନରେ ବିମାନ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପକେଟ୍…

B.Ed, B.H.Ed, M.Ed ପାଠ୍ୟକ୍ରମ ପାଇଁ ମାର୍ଚ୍ଚ ୨୩ରୁ ଆରମ୍ଭ ହେବ ଆବେଦନ ପ୍ରକିୟା

B.Ed, B.H.Ed, M.Ed ପାଇଁ ପ୍ରବେଶିକା ପରୀକ୍ଷା ଆବେଦନ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି। ସୋମବାର ଠାରୁ ଆବେଦନ ପ୍ରକିୟା ଆରମ୍ଭ ହେବ। ମେ' ୩୧ ରେ B.Ed ଏବଂ ଜୁନ ୩ରେ M.Ed ଏବଂ B.H.Ed ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସୂଚନା…

ବିଶ୍ବ ଜଳ ଦିବସ, ଆଗାମୀ ଦିନରେ ଭୟଙ୍କର ଜଳସଙ୍କଟ ଦେଖାଦେବା ନେଇ ମତବ୍ୟକ୍ତ କରିଛନ୍ତି ପରିବେଶବିତ୍‌

ଉତ୍ତର ବାଲେଶ୍ୱରରେ କିଛିବର୍ଷ ହେଲା କ୍ରମାଗତ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଭୂତଳ  ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ଏଭଳି ସ୍ଥିତିରେ ଜଳ ସଂରକ୍ଷଣ ଗୁରୁତ୍ବପୂର୍ଣ୍ଣ ଥିବାବେଳେ ଏନେଇ ସରକାରୀ ସ୍ତରରେ ଯୋଜନାବଦ୍ଧ ଉଦ୍ୟମ ହେଉନି। ଫଳରେ, ଆଗାମୀ ଦିନରେ ଏହି ଅଞ୍ଚଳରେ ଭୟଙ୍କର ସମସ୍ୟା ଉପୁଜିବ…

ପିପିଲି ନୂଆଶାସନ ପାଟଣା ସାହିର ରାଧା ମୋହନ ମନ୍ଦିରରୁ ଚୋରି

ପିପିଲିରେ ମନ୍ଦିରରୁ ଚୋରି । ରାଧା କୃଷ୍ଣଙ୍କୁ ବି ଛାଡିଲେନି ଚୋର । ୧୦୦ ବର୍ଷର ପୁରୁଣା ମନ୍ଦିରରେ ପଶି ଲୁଟିନେଲେ ଅଳଙ୍କାର । ପୁରୀ ଜିଲ୍ଲା ପିପିଲି ନୂଆଶାସନ ପାଟଣା ସାହିର ରାଧା ମୋହନ ମନ୍ଦିରରୁ ବିଳମ୍ବିତ ରାତିରେ ଚୋରି ।  ରୁପା ମୁକୁଟ, ସୁନା ଚୁଡ଼ି, ପିତଳ ସିଂହାସନ,ରୁପା ହଣ୍ଡା ଆଦି…