ମାଓ ନେତା ପାପା ରାଓଙ୍କ ଆତ୍ମସମର୍ପଣ
ମାଓ ନେତା ପାପା ରାଓଙ୍କ ଆତ୍ମସମର୍ପଣ । ବସ୍ତର ଅଞ୍ଚଳରେ ଶାନ୍ତି ପ୍ରକ୍ରିୟା ପାଇଁ ବଡ଼ ପଦକ୍ଷେପ । ଜଗଦଲପୁରରେ ଆନୁଷ୍ଠାନିକ ଭାବେ ହେବ ଅସ୍ତ୍ର ସମର୍ପଣ। ଆତ୍ମସମର୍ପଣ ପରେ ବସ୍ତର ଅଞ୍ଚଳରେ ମାଓବାଦୀଙ୍କ ସଂଗଠିତ ଶକ୍ତି ହ୍ରାସ ପାଇବା ନେଇ ଆଶା କରାଯାଉଛି । ବସ୍ତର ଅଞ୍ଚଳର ଜଣେ ବରିଷ୍ଠ…